ବଲିଉଡ୍ ସୁପର ଷ୍ଟାରଙ୍କ ମଧ୍ୟରେ କିଏ ଅଧିକ ଧନୀ, ଜାଣନ୍ତୁ ଉତ୍ତର
ବଲିଉଡ୍ ସୁପର ଷ୍ଟାରଙ୍କ ପାଖରେ ଟଙ୍କାର ଅଭାବ ନାହିଁ । ବଡ଼ ବଡ଼ ବ୍ୟବସାୟୀ ବି ଏମାନଙ୍କ ସମ୍ପତି ଆଗରେ ହଜିଯାଆନ୍ତି । କିନ୍ତୁ ଏହି ସେଲିବ୍ରିଟିଙ୍କ ମଧ୍ୟରୁ ସବୁଠାରୁ ଧନୀ କିଏ ? ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନର ଉତ୍ତର ।
ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ବିଶ୍ୱର ସବୁଠାରୁ ଧନୀ…