Browsing Tag

Bollywood actor

ସୈଫ୍ ଅଲୀଙ୍କୁ ୧୫ ହଜାର କୋଟିର ଝଟକା, ଶେଷ ନବାବ ହାମିଦୁଲ୍ଲା ଖାନଙ୍କ ସମ୍ପତ୍ତି ସହ ଥିଲା ଜଡ଼ିତ

ବଲିଉଡ ଷ୍ଟାର ସୈଫ୍ ଅଲୀଙ୍କୁ ୧୫ ହଜାର କୋଟିର ଝଟକା!। ଭୋପାଳରେ ପଟୌଦୀ ସମ୍ପତ୍ତି ବିବାଦରେ ବଡ଼ ଝଟକା ଲାଗିଛି । ମଧ୍ୟପ୍ରଦେଶ ହାଇକୋର୍ଟ ଦୀର୍ଘ ଦିନରେ ଚାଲିଥିବା ବିବାଦରେ ୨୦୦୦ ମସିହାରେ ଦିଆଯାଇଥିବା ତଳ କୋର୍ଟର ରାୟକୁ ରଦ୍ଦ କରି ନୂଆ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି…

ମାହି ଭିଜ ଡିଭୋର୍ସକୁ ନେଇ ଖୋଲିଲେ ମୁହଁ, କହିଲେ କିଛି ଏମିତି….

ଅନେକ ଦିନ ଧରି ମାହି ଭିଜ ଏବଂ ଜୟ ଭାନୁଶାଳୀଙ୍କ ଡିଭୋର୍ସକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଚର୍ଚ୍ଚା ପରେ ମଧ୍ୟ ସେମାନଙ୍କୁ ଏକାଠି ଦେଖିବାକୁ ପାଇ ନଥିଲେ ଦର୍ଶକ । ଯାହା ପରେ ସେମାନଙ୍କ ବୈବାହିକ ଜୀବନ ଠିକ୍ ନଥିବା ଅନୁମାନ କରାଯାଉଥିଲା । ଯାହାକୁ ନେଇ ଏହାରି ସମ୍ପର୍କରେ ଖବରରେ ଭାଇରାଲ…

ସଲମାନଙ୍କୁ ନେଇ ଆସିଲା ବଡ଼ ଅପଡେଟ୍, ଏହି ରୋଗରେ ପୀଡିତ ବଲିଉଡ ଷ୍ଟାର୍

ବଲିଉଡର ଚର୍ଚ୍ଚିତ ଷ୍ଟାର୍ ସଲମାନ ଖାନଙ୍କୁ ନେଇ ବର୍ତ୍ତମାନ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ସେ ବ୍ରେନ୍ ଆନ୍ୟୁରିଜିମ୍ ଏବଂ AV ମାଲ୍ଫର୍ମେସନ୍ ଭଳି ଗମ୍ଭୀର ରୋଗରେ ପୀଡିତ ଥିବା ସୂଚନା ମିଳିଛି । ଯାହାର ଖୁଲାସା ସଲମାନ କରିଛନ୍ତି । ଏପରି ପରିସ୍ଥିତିରେ ସଲମାନଙ୍କ ପ୍ରଶଂସକମାନେ ତାଙ୍କ…

ଫିଲ୍ମ ଇଣ୍ଡଷ୍ଟ୍ରିକୁ ବଡ଼ ଝଟକା, ପରଲୋକରେ ଭେଟେରାନ ଆକ୍ଟର ବିବେକ ଲାଗୁ

ବଲଉଡ ଇଣ୍ଡଷ୍ଟ୍ରିରୁ ବାରମ୍ବାର ଦୁଃଖଦ ଖବର ସାମ୍ନାକୁ ଆସୁଛି । ବରିଷ୍ଠ ଅଭିନେତା ବିବେକ ଲାଗୁଙ୍କର ୭୪ ବର୍ଷ ବୟସରେ ମୃତ୍ୟୁ ଘଟିଛି । ମହାରାଷ୍ଟ୍ରର ସାଂସ୍କୃତିକ ବ୍ୟାପାର କ୍ୟାବିନେଟ୍ ମନ୍ତ୍ରୀ ଆଶିଷ ଶେଲାର ଦିବଂଗତ ଅଭିନେତାଙ୍କ କାର୍ଯ୍ୟର ପ୍ରଶଂସା କରିଛନ୍ତି । ସେ ଭଳି…

ସୁଶାନ୍ତ ସିଂହ ରାଜପୁତଙ୍କ ୫ମ ମୃତ୍ୟୁ ବାର୍ଷିକୀ, ଭାବପ୍ରବଣ ହୋଇ ଭଉଣୀ ଶ୍ବେତା କହିଲେ କିଛି ଏପରି କଥା

ଆଜି ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ପାଞ୍ଚ ବର୍ଷ ପୁରିଗଲା । ଏହି ଦିନ ଅଭିନେତାଙ୍କୁ ତାଙ୍କ ବାନ୍ଦ୍ରା ଆପାର୍ଟମେଣ୍ଟରେ ମୃତଦେହ ମିଳିଥିଲା । ଅଭିନେତାଙ୍କ ମୃତ୍ୟୁ ବାର୍ଷିକରେ, ତାଙ୍କ ଭଉଣୀ ଶ୍ବେତା ସିଂହ କୀର୍ତ୍ତି ଏକ ଭାବପ୍ରବଣ ଭିଡିଓ ସେୟାର କରିଛନ୍ତି । ଏଥି…

ଏତେ କମ୍ ବୟସରେ କେମିତି ହେଲା ମୁକୁଲଙ୍କ ମୃତ୍ୟୁ, ଜାଣନ୍ତୁ ତାଙ୍କ କ୍ୟାରିଅରର କାହାଣୀ

ସେଲିବ୍ରିଟି ହୁଅନ୍ତୁ ବା ଫ୍ୟାନ୍ସ ସମସ୍ତଙ୍କ ମନରେ ଦୁଃଖ ଦେଇଯାଇଛନ୍ତି ମୁକୁଲ । ମୁକୁଲ ଦେବଙ୍କ ମୃତ୍ୟୁ ଖବରକୁ କେହି ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ମାତ୍ର ୫୪ ବର୍ଷ ବୟସରେ ତାଙ୍କର ନିଧନ ସମସ୍ତଙ୍କୁ ଆଘାତ ଦେଇଛି । କିନ୍ତୁ ଏତେ କମ୍ ବୟସରେ ତାଙ୍କ ମୃତ୍ୟୁ କେମିତି ହେଲା ।…

ଆଉ ନାହାନ୍ତି ‘ସନ୍ ଅଫ୍ ସରଦାର’ ଫେମ୍ ମୁକୁଲ ଦେବ, ବଲିଉଡ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା

ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଛି ଏକ ଦୁଃଖଦ ଖବର । ଆଜି ବଲିଉଡ ଜଗତ ଜଣେ ଅନନ୍ୟ କଳାକାରଙ୍କୁ ହରାଇଛି । ଅଭିନେତା ମୁକୁଲ ଦେବ ଆଉ ଆମ ସାଙ୍ଗରେ ନାହାନ୍ତି । ଫିଲ୍ମ 'ସନ୍ ଅଫ୍ ସରଦାର' ଫେମ୍ ମୁକୁଲ ଦେବଙ୍କ ଦେହାନ୍ତ ହୋଇଛି । ଶୁକ୍ରବାର ରାତିରେ ଅଭିନେତା ଶେଷ ନିଶ୍ୱାସ ତ୍ୟାଗ କରି…

ବଲିଉଡକୁ ବାଏ ବାଏ କହିଲେ ଆଥିଆ ..ସୂଚନା ଦେଲେ ବାପା ସୁନୀଲ

ଆଥିଆ ସେଟ୍ଟୀ ହେଉଛନ୍ତି ବଲିଉଡ୍ ର ଚର୍ଚ୍ଚିତ ସୁପରଷ୍ଟାର ସୁନୀଲ ସେଟ୍ଟୀଙ୍କ ଝିଅ । ବର୍ତ୍ତମାନ ସେ ବଲିଉଡକୁ ଅଲବିଦା କହିଛନ୍ତି ।  ତେବେ ଏହି କଥାକୁ କନଫର୍ମ କରିଛନ୍ତି ଆଥିଆଙ୍କ ବାପା ସୁନୀଲ ସେଟ୍ଟୀ ।  ନିକଟରେ ସୁନୀଲ କେଶରୀ ବୀର ଫିଲ୍ମର ପ୍ରମୋଶନରେ ଥିଲେ ।  ସେହିଠାରେ ହିଁ…

ଖୁବଶୀଘ୍ର ପୁଣିଥରେ ବଡ଼ ପରଦାରେ ରିଲିଜ ହେଉଛି ଫିଲ୍ମ ଧଡ଼କନ, ସୋସିଆଲ ମିଡ଼ିଆରେ ପୋଷ୍ଟର ସେୟାର କଲେ ଅକ୍ଷୟ ଓ ସୁନୀଲ

ଧଡକନ ସିନେମା ପ୍ରେମୀଙ୍କ ପାଇଁ ଆସିଛି ଖୁସି ଖବର । ୨୦୦୦ ମସିହାରେ ସିନେମାହଲରେ ରିଲିଜ୍ ହୋଇଥିଲା ଫିଲ୍ମ ଧଡକନ ।  ଏହି ଫିଲ୍ମକୁ ଧର୍ମେଶ ଦର୍ଶନଙ୍କ ନିର୍ଦ୍ଦେଶିତ ହୋଇଥିବା ଏକ ସଫଳ ପ୍ରେମ କାହାଣୀ । ପୁଣି ଥରେ ଏହି ଫିଲ୍ମ ଦୀର୍ଘ ୨୫ ବର୍ଷ ପରେ ସିନେମା ହଲରେ ଆସିବାକୁ ଯାଉଛି । ଏହି…

ବଲିଉଡ ଅଭିନେତା ବିଜୟ ରାଜଙ୍କୁ ନିର୍ଦ୍ଦୋଷରେ ଖଲାସ କଲା କୋର୍ଟ, କ୍ରୁର ମେମ୍ବର ଆଣିଥିଲେ ଅଭିଯୋଗ

ବଲିଉଡର ଚର୍ଚ୍ଚିତ ଆକ୍ଟର ବିଜୟ ରାଜଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି କୋର୍ଟ । ତାଙ୍କ ନାଁରେ ଯୌନ ନିର୍ଯ୍ୟାତନା ମାମଲା ରୁଜୁ ହୋଇଥିଲା । ତାଙ୍କ ସୁଟିଂ ସେଟର ଜଣେ କ୍ରୁର ମେମ୍ବର ଏହି ଅଭିଯୋଗ ଆଣିଥିଲେ । ତେଣୁ ଅନେକ ଦିନ ଧରି ବିଜୟ ରାଜ ଚିନ୍ତାରେ ରହି ଆସିଥିଲେ। ହେଲେ ବର୍ତ୍ତମାନ ସେଥିରୁ…

ଅଧ ରାତିରେ ପାକିସ୍ତାନ ଉପରେ ଗୁଳି ବର୍ଷା, ଭାରତୀୟ ସେନାଙ୍କ ପାଇଁ ପ୍ରାର୍ଥନା କରୁଥିଲେ ବଲିଉଡ ଷ୍ଟାର

ଅପରେସନ ସିନ୍ଦୂର ପରେ ଉଭୟ ଦେଶରେ ଉତ୍ତେଜନାର ବାତାବରଣ ସୃଷ୍ଟି । ବର୍ତ୍ତମାନ ଦେଶରେ ଆଗାମୀ ଯୁଦ୍ଧର ସଙ୍କେତକୁ ସୂଚାଉଛି ।  ଏନେଇ ସମସ୍ତେ ଭୟଙ୍କର ଭାବନାରେ ବୁଡି ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ବଲିଉଡର ଅନେକ ଚର୍ଚ୍ଚିତ କଳାକାରମାନଙ୍କ ଆଖିରୁ ମଧ୍ୟ ନିଦ ଉଡିଯାଇଛି । ନିଜ ନିଜ ପେଜରେ…

ସୈଫ ଅଲ୍ଲୀ ଖାନଙ୍କ ୨୦ ବର୍ଷର ପୁରୁଣା ଫିଲ୍ମ ହେବ ରି-ରିଲିଜ୍, ରାଣୀ ମୁଖାର୍ଜୀଙ୍କ ସହିତ ହିଟ୍ ଥିଲା ଯୋଡ଼ି

ବଲିଉଡରେ ରି-ରିଲିଜ୍ ହେବାର ଟ୍ରେଣ୍ଡ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏହି ପରିପ୍ରେକ୍ଷୀରେ, ୯୦ ଦଶକ ଏବଂ ୨୦୦୦ ଦଶକର ପ୍ରାରମ୍ଭର ଅନେକ ଚଳଚ୍ଚିତ୍ର ସିନେମାହଲକୁ ଫେରି ଆସୁଛି । ବକ୍ସ ଅଫିସରେ ରି-ରିଲିଜ୍ କରିଥିବା ଫିଲ୍ମଗୁଡ଼ିକର ସଫଳତା ପରେ, ସୈଫ ଅଲ୍ଲୀ ଖାନ ଏବଂ ରାଣୀ ମୁଖାର୍ଜୀ ଅଭିନୀତ…