Browsing Tag

Bollywood actor Saif Ali Khan

ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଆକ୍ରମଣ ଘଟଣା, ୩ ଦିନ ପରେ ଥାନେରୁ ମୁଖ୍ୟ ଅଭିଯୁକ୍ତ ଗିରଫ

ସୈଫ ଅଲ୍ଲୀ ଖାନଙ୍କ ଆକ୍ରମଣକାରୀ ଗିରଫ  । ମହାରାଷ୍ଟ୍ର ଥାନେରୁ ଗିରଫ କଲା ମୁମ୍ବାଇ ପୋଲିସ । ଆଜି ଭୋରୁ ଭୋରୁ ତାକୁ ଗିରଫ କରିଛି ମୁମ୍ବାଇ ପୋଲିସ । ଆକ୍ରମଣକାରୀର ନାଁ ମହମ୍ମଦ ଇଲିଆସ ଓରଫ ବିଜୟ ଦାସ ।  ସୈଫଙ୍କ ଘରେ ପଶି ସେ ଛୁରି ଭୁସିଥିବା ସ୍ବୀକାର କରିଛି ।  ସେ ମୁମ୍ବାଇର ଏକ ପବ୍ ରେ…

ବଲିଉଡ୍‌ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ, ହସ୍ପିଟାଲରେ ଭର୍ତ୍ତି

ସକାଳୁ ସକାଳୁ ସାମ୍ନାକୁ ଆସିଲା ବଡ ଖବର । ବଲିଉଡ୍‌ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ ହୋଇଛି । ଛୁରାମାଡରେ ସେ ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଳମ୍ୱିତ ରାତିରେ ତାଙ୍କୁ ଏପରି ଆକ୍ରମଣ କରାଯାଇଛି । ସୂଚନା…