Browsing Tag

bollywood actress

କରୋନାରେ ସଂକ୍ରମିତ ଅକ୍ଷୟ କୁମାର, କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗଦେବେ ନାହିଁ; ଟ୍ୱିଟ କରି ଦେଲେ ସୂଚନା

ବଲିଉଡ ଆକ୍ଟର ଅକ୍ଷୟ କୁମାର କରୋନା ସଂକ୍ରମିତ ହୋଇଛନ୍ତି। ଅଭିନେତା ନିଜେ ନିଜ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ନିକଟରେ ହେବାକୁ ଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସେ ଯୋଗ ଦେଇଥାନ୍ତେ । ଏବେ ସେ ଆଉ ନଯାଇ ପାରନ୍ତି । ସେ ଏ ଆର୍ ରହମାନ, ଶେଖର କପୁର, ପୂଜା ହଗଡେ ଏବଂ…

ସଲମାନଙ୍କ ଇଦ୍ ପାର୍ଟିରେ ଯୋଗୋ ଦେଇଥିବାରୁ ଟ୍ରୋଲ୍ ହେଲେ କଙ୍ଗନା

ବଲିଉଡ୍ କୁଇନ୍ କୁହାଯାଉଥିବା କଙ୍ଗନା ରାନାୱତ ସବୁ ବେଳେ ନିଜ କଥାକୁ ନେଇ ପ୍ରାୟ ସବୁବେଳେ ବିବାଦରେ ଥାଆନ୍ତି। ଏମିତିକି ତାଙ୍କ ସାମ୍ନାରେ କେହି ମୁହଁ ଖୋଲିବାକୁ ମଧ୍ୟ ଡରନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କୁ ଲୋକେ ଟ୍ରୋଲ କରିବାକୁ ଲାଗିଲେଣି । ନିକଟରେ ସଲମାନ ଖାନଙ୍କ ଇଦ୍ ପାର୍ଟିରେ…

ସୁସ୍ଥ ହୋଇ ଘରକୁ ଫେରିଲେ ଧର୍ମେନ୍ଦ୍ର, କହିଲେ : “ଗୁଜବ ଉପରେ ବିଶ୍ୱାସ କର ନାହିଁ”, ବର୍ତ୍ତମାନ ମୁଁ ଭଲ…

ବଲିଉଡର ଭେଟେରାନ ଆକ୍ଟର ଧର୍ମେନ୍ଦ୍ରଙ୍କୁ ଗତ କାଲି ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ସମସ୍ୟା ହେତୁ ୮୬ ବର୍ଷିୟ ଅଭିନେତା ଧର୍ମେନ୍ଦ୍ରଙ୍କୁ ଗତ ସପ୍ତାହରେ ଡାକ୍ତରଖାନା ନିଆଯାଇଥିଲା। ଖବର ଅନୁଯାୟୀ, ତାଙ୍କୁ ଆଇସିୟୁରେ ରଖାଯାଇଥିଲା, କିନ୍ତୁ ଆଜି…

ଅଭିନେତ୍ରୀ ମଲାଇକା ଆରୋରାଙ୍କ କାର ଦୁର୍ଘଟଣାଗ୍ରସ୍ତ, ହସ୍ପିଟାଲରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ : ଶନିବାର ଦିନ ଏକ କାର ଦୁର୍ଘଟଣାରେ ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ ମୁମ୍ବାଇ ପୁଣେ ଏକ୍ସପ୍ରେସରେ ମଲାଇକାଙ୍କ କାର ଦୁର୍ଘଟଣା ଘଟିଛି। ରିପୋର୍ଟକୁ ଅନୁଯାୟୀ ମହାରାଷ୍ଟ୍ର ରାୟଗଡ଼…

କୋଟି କୋଟି ଟଙ୍କା ଠକେଇର ଶିକାର ହେଲେ ବଲିଉଡ ଆକ୍ଟ୍ରେସ, ଜାଣନ୍ତୁ କଣ ହୋଇଛି ଘଟଣା

ଧୁମ ଆକ୍ଟ୍ରେସ ରିମି ସେନ ଏକ ବଡ଼ଧରଣର ଠକେଇର ଶିକାର ହୋଇଛନ୍ତି । ଜଣେ ବ୍ୟବସାୟୀ ତାଙ୍କୁ ୪.୧୪ କୋଟି ଟଙ୍କାର ଚୂନକାଳୀ ବୋଳି ଦେଇଥିବା ଜଣାଯାଇଛି । ଆକ୍ଟ୍ରେସଙ୍କ ଅନୁଯାୟୀ ଏକ ନୂଆ ବ୍ୟବସାୟ ଆରମ୍ଭ କରିବା ବାହାନାରେ ବ୍ୟବସାୟୀ ଜଣକ ୩୦ ପ୍ରତିଶତ ସୁଧରେ ତାଙ୍କ ଠାରୁ ଟଙ୍କା ଉଦ୍ଧାରରେ…