Browsing Tag

bollywood actress

ଭାରତୀୟ ଯବାନଙ୍କୁ ପରିହାସ କରି ହରଡ଼ଘଣାରେ ବଲିଉଡ ଅଭିନେତ୍ରୀ ରିଚା ଚଢ଼ା, ଅକ୍ଷୟ କୁମାର ଦେଲେ ଜବାବ

କେନ୍ୟୁଜ୍‌: ବଲିଉଡ ଅଭିନେତ୍ରୀ ରିଚା ଚଢ଼ା ଏବେ ବିବାଦରେ ଫସି ଯାଇଛନ୍ତି । ଭାରତୀୟ ଯବାନଙ୍କୁ ଟ୍ଵିଟରରେ ପରିହାସ କରି ଏବେ ସମସ୍ତଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଜୋରଦାର ବିରୋଧ ପରେ ସେ ଭୁଲ ମାଗିଛନ୍ତି । ତା ପରେ ବି ବିବାଦ ଥମିବାରେ ନାଁ ନେଉନାହିଁ ।…

ଆରପାରିରେ ବଲିଉଡ ଅଭିନେତ୍ରୀ ତବସ୍ସୁମ, ସାରା ହିନ୍ଦୀ ସିନେମା ଜଗତରେ ଶୋକର ଛାୟା

କେନ୍ୟୁଜ୍‌: ଆରପାରିରେ ବଲିଉଡ ଅଭିନେତ୍ରୀ ତବସ୍ସୁମ। ସେ ୭୮ ବର୍ଷ ବୟସରେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି । ତାଙ୍କର ଦେହାନ୍ତ ପରେ ପୁରା ବଲିଉଡରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ଫ୍ୟାନ୍ସମାନେ ମଧ୍ୟ ସହଜରେ ତାଙ୍କ ମୃତ୍ୟୁକୁ ଗ୍ରହଣ କରିପାରୁ ନାହାନ୍ତି।   ତାଙ୍କ ପୁଅ ହୋଶାଙ୍ଗ ଗୋଭିଲ…

ଗ୍ରୀନ ଶାଢ଼ୀରେ ସଜେଇ ହୋଇଛନ୍ତି ବଲିଉଡ କୁଇନ୍‌ ଉର୍ବଶୀ ରୌତେଲା,ଲୁକ୍‌ ଦେଖି ଫ୍ୟାନ୍ସ ହେଲେ ଦିଓ୍ଵାନା

କେନ୍ୟୁଜ୍‌ : ବଲିଉଡରେ ଯେତେ ଅଭିନେତ୍ରୀ ଅଛନ୍ତି,ସମସ୍ତଙ୍କ ଭିତରୁ ସବୁବେଳେ ଇଣ୍ଟରନେଟ୍‌ରେ ସେନ୍ସେସନ ବନୁଥିବା ଉର୍ବଶୀ ରୌତେଲା ପୁଣି ଏବେ ଇଣ୍ଟରନେଟ୍‌ରେ ଛାଇ ହୋଇ ଯାଇଛନ୍ତି ।ସେ ଯେଉଁ ଅବତାରରେ ନଜର ଆସିଛନ୍ତି ଦର୍ଶକ ତାଙ୍କଠୁ ନଜର ହଟାଇ ପାରୁନାହାଁନ୍ତି ।ଉର୍ବଶୀ ଗ୍ରୀନ ଶାଢ଼ୀରେ ଏତେ…

ପ୍ରେଗ୍‌ନେସିରେ ବିପାଶାଙ୍କ ବୋଲ୍ଡ ଅନ୍ଦାଜ୍‌, ଫଟୋ ଦେଖି ୟୁଜର୍ସ କହିଲେ “ସନାତନ ଧର୍ମ ସଂସ୍କୃତି ଉପରେ ଏହା…

ବିପାଶା ବସୁ ଶୀଘ୍ର ମା ହେବାକୁ ଯାଉଛନ୍ତି। ଆଜିକାଲି ବିପାଶା ଗର୍ଭଧାରଣ ସମୟକୁ ଖୁବ ଉପଭୋଗ କରୁଛନ୍ତି। ବଲିଉଡର ଜଣେ ବୋଲ୍ଡ ଏବଂ ଗ୍ଲାମରସ୍ ଅଭିନେତ୍ରୀ ବିପାଶା ସର୍ବଶେଷ ଫଟୋସୁଟ୍ କରିଛନ୍ତି। ଯେଉଁଥିରେ ସେ ତାଙ୍କ ବେବି ବମ୍ପ ସହ ନଜର ଆସିଛନ୍ତି। ସେୟାର ହୋଇଥିବା ଫଟୋ ଗୁଡ଼ିକରେ ବିପାଶା…

୫୭ ବର୍ଷରେ କିଙ୍ଗ ଖାନ୍ : ଜନ୍ମଦିନ ଅବସରରେ ଫ୍ୟାନ୍ସ ପୁଣି ଦେଖିବେ ଶାହାରୁଖଙ୍କ ‘DDLJ’ ଫିଲ୍ମ

ଫ୍ୟାନମାନଙ୍କ ହୃଦୟରେ ସେ କରନ୍ତି ରାଜ । ରୋମାଣ୍ଟିକ ହିରୋ ଭାବେ ସେ ବଲିଉଡରେ ବେଶ ପରିଚିତ । ତାଙ୍କ ଅଭିନୟର ଯାଦୁରେ ସେ ସମସ୍ତଙ୍କୁ ବାନ୍ଧି ରଖନ୍ତି । ରୋମାଣ୍ଟିକ ହିରୋ ଭାବେ ପରିଚିତ ଥିବା ଅନନ୍ୟ ଅଭିନେତା ଶାହାରୁଖଙ୍କ ଆଜି ଜନ୍ମ ଦିନ । ସେ ୫୭ ବର୍ଷରେ ପଦାର୍ପଣ କରିଛନ୍ତି । ଛୋଟ…

ଅଭିନେତ୍ରୀ ରମ୍ଭାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ, ଝିଅ ହସପିଟାଲରେ ଭର୍ତ୍ତି; ପ୍ରାର୍ଥନା କରିବାକୁ ଫ୍ୟାନ୍ସଙ୍କୁ କଲେ…

ବଲିଉଡ ଅଭିନେତ୍ରୀ ରମ୍ଭାଙ୍କ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ରମ୍ଭାଙ୍କର କାର ଭାଙ୍ଗିଯାଇଛି । ରମ୍ଭାଙ୍କ ଝିଅ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଅଭିନେତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଛି । କାରରେ ତାଙ୍କ ସହିତ ତାଙ୍କ ପରିବାର…

ରୋମାଣ୍ଟିକ୍‌ ଅନ୍ଦାଜରେ ନଜର ଆସିଲେ କରଣବୀର ଓ ପୁନମ ପାଣ୍ଡେ, ଟ୍ରୋଲ୍‌ କରି ଫ୍ୟାନ୍ସ କହିଲେ- ଛାଡ଼ପତ୍ର ହେବ କିଛି…

ଗତ କିଛି ଦିନ ହେବ ଟିଭି ଅଭିନେତା କରଣବୀର ବୋହରା ଏବଂ ବୋଲ୍‌ଡ ଅଭିନେତ୍ରୀ ପୁନମ ପାଣ୍ଡେଙ୍କୁ ଏକାଠି ଦେଖିବାକୁ ମିଳୁଛି। ଏହାର କାରଣ ହେଉଛି ଉଭୟଙ୍କ ‘ତେରେ ଜିସ୍‌ମ ସେ’ ନାମରେ ଏକ ଅପ୍‌କମିଂ ମ୍ୟୁଜିକ ଭିଡିଓ ରିଲିଜ ହେବାକୁ ଥିବା‌ ବେଳେ ସେମାନେ ଏହାର ପ୍ରମୋସନ ପାଇଁ ଅଧିକାଂଶ…

ସୁଟିଂ କରୁଥିବା ବେଳେ ସୁପରଷ୍ଟାର ବିଗ୍‌ ବି ଅମିତାଭ ବଚ୍ଚନ ଆହତ, ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ : ସୁପରଷ୍ଟାର ବିଗ୍‌ ବି ଅମିତାଭ ବଚ୍ଚନ ଆହତ। ଗୋଡ଼ର ଶିରା କଟିଯିବା ପରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି। ଏନେଇ ଖୋଦ୍‌ ବିଗ୍‌ ବି ନିଜର ବ୍ଲଗରେ ସୂଚନା ଦେଇଛନ୍ତି। କେବିସି ସେଟରେ ସୁଟିଂ କରୁଥିବା ବେଳେ ଆହତ ହୋଇଥିଲେ ଅମିତାଭ। ବ୍ଲଗ୍‌ରେ ଅମିତାଭ ଲେଖିଛନ୍ତି: ବାହାରୁ…

ଏବେ ତାମିଲ୍‌ ଫିଲ୍ମରେ କାମ କରିବେ ସଞ୍ଜୟ ଦତ୍ତ, କହିଲେ ବଲିଉଡ ଇଣ୍ଡଷ୍ଟ୍ରୀକୁ ସାଉଥ ସିନେମାରୁ କିଛି ଶିଖିବା ଉଚିତ୍

ବଲିଉଡ୍‌ର ମୁନ୍ନା ଭାଇ ହେଉଛନ୍ତି ସଞ୍ଜୟ ଦତ୍ତ । ସେ ଏମିତି ଜଣେ ଅଭିନେତା ଯିଏକି ଇଣ୍ଡଷ୍ଟ୍ରିରେ ଶୀର୍ଷ ଛୁଇଁଛନ୍ତି। କେଜିଏଫ ଚାପ୍ଟର ୨ରୁ କନ୍ନଡ ଇଣ୍ଡଷ୍ଟ୍ରୀରେ ପାଦ ଦେବା ପରେ ଏବେ ସଞ୍ଜୟ ଦତ୍ତ ଫିଲ୍ମ ଥଲାପତି ୬୭ ଜରିଆରେ ତାମିଲ୍‌ ଫିଲ୍ମରେ ଏଣ୍ଟ୍ରି ମାରିଛନ୍ତି। ଅନ୍ୟପକ୍ଷେ ତାଙ୍କର…

ସାଜିଦ ଖାନ୍‌ଙ୍କ ଉପରେ ରାଣୀ ଚାଟାର୍ଜୀ ଆଣିଲେ ଗମ୍ଭୀର ଅଭିଯୋଗ, କହିଲେ- ମୋତେ ଘରକୁ ଡାକି ପଚାରିଲେ ଦିନରେ କେତେ ଥର…

ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ସଲମାନ ଖାନ୍‌ଙ୍କ ମୋଷ୍ଟ କଣ୍ଟ୍ରୋଭରସିଆଲ୍‌ ରିୟଲିଟି ଶୋ ‘ ବିଗ ବସ୍‌ ୧୬’ରେ ଯାହା ହେଲା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଯେବେ ଠାରୁ ସାଜିଦ ଖାନ ଶୋରେ ଏଣ୍ଟ୍ରି କଲେ ସେବେ ଠାରୁ ଶୋ ହୁଲସ୍ତୁଲ । ମି ଠୁ ଅଭିଯୁକ୍ତ ସାଜିଦ ଖାନଙ୍କୁ ବିଗ ବସ୍‌ ରେ ଦେଖି…

‘ଦୀପାବଳି ପୂର୍ବରୁ ଘରେ ପଶି ମାରିବୁ’, ଅଭିନେତ୍ରୀ ଶେହନାଜ୍ ଗିଲଙ୍କ ବାପାଙ୍କୁ ବିଦେଶୀ ନମ୍ବରରୁ ଆସିଲା ଜୀବନରୁ…

ବିଗ୍ ବସ୍ ରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଶେହନାଜ୍ ଗିଲଙ୍କ ବାପାଙ୍କୁ ମୃତ୍ୟୁ ଧମକ ଦିଆଯାଇଛି। କୁହାଯାଉଛି ଯେ ଅଭିନେତ୍ରୀ ଶେହନାଜ୍ ଗିଲଙ୍କ ପିତା ସନ୍ତୋକ ସିଂଙ୍କୁ ଏକ ବିଦେଶୀ ନମ୍ବରରୁ ଆସିଥିବା କଲରେ କେହି ଏପରି ଧମକ ଦେଇଥିବା ଜଣାପଡିଛି । ବାସ ତରାନ୍ତରନ୍ ଯିବା ବାଟରେ…

ଯେବେ ଫିଲ୍ମ ସେଟରେ ଜୋରଦାର ଚାପୁଡା ଖାଇଥିଲେ ତନୁଜା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପ୍ରଖ୍ୟାତ ଅଭିନେତ୍ରୀ କାଜୋଲଙ୍କ ମା’ ଅଭିନେତ୍ରୀ ତନୁଜାଙ୍କୁ କିଏ ବା ନଜାଣେ । ୭୦ ଦଶକରେ ତନୁଜା ମଧ୍ୟ ଜଣେ ଭଲ ଅଭିନେତ୍ରୀ ଭାବେ ବଲିଉଡରେ ବେଶ ପରିଚିତ ଥିଲେ । ଫିଲ୍ମ ଇଣ୍ଡଷ୍ଟ୍ରିରେ ବଦରାଗୀ ଫିଲ୍ମ ନିର୍ଦ୍ଦେଶକ ଭାବେ ବେଶ ପରିଚିତ ଥିଲେ କେଦାର ଶର୍ମା । ଥରେ ଫିଲ୍ମ ସେଟରେ ତନୁଜାଙ୍କୁ…