Browsing Tag

bollywood actress

ଏହି ଲୋକପ୍ରିୟ ଅଭିନେତାଙ୍କୁ ନେଇ ତନୁଶ୍ରୀଙ୍କ ଆଶ୍ଚର୍ଯ୍ୟ କରିଦେବା ଭଳି ଖୁଲାସା: କହିଲେ ମୋତେ ହତ୍ୟା କରିବାକୁ…

ଫିଲ୍ମ 'ଆଶିକ୍ ବନାୟା ଆପନେ'ରେ ବୋଲ୍ଡ ସିନ କରି ହେଡଲାଇନ୍ ଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତା ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରି ଲାଇମଲାଇଟ୍ ଠାରୁ ଦୂରେଇ ରହିଥିବା ଏହି ଅଭିନେତ୍ରୀ ଦୀର୍ଘ ଦିନ ଧରି ଯୌନ ଉତ୍ପୀଡ଼ନ ମାମଲାର କଥା କହି ଆସୁଥିଲେ।…

ବିପାଶା ବସୁ ନିରାଡ଼ମ୍ବରରେ କଲେ ନିଜ ‘ବେବି ସାଓ୍ଵାର’ ନୀତି; ଗୋଲାପୀ ଶାଢି ସାଙ୍ଗକୁ ପ୍ରେଗ୍‌ନାନ୍ସି ଗ୍ଲୋରେ…

ବଲିଉଡ ଅଭିନେତ୍ରୀ ବିପାଶା ବସୁ ମା’ ହେବାକୁ ଯାଉଛନ୍ତି। କିଛି ଦିନ ତଳେ ଅଭିନେତ୍ରୀ ସୋସିଆଲ ମିଡିଆରେ ଏହି ଖୁସି ଖବର ଫ୍ୟାନ୍‌ମାନଙ୍କ ସହ ସେୟାର କରିଥିଲେ। ଏବେ ଅଭିନେତ୍ରୀଙ୍କ ‘ବେବି ସାଓ୍ଵାର’ର କିଛି ଫଟୋ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି। ବିପାଶା ବସୁ ଓ କରଣ ସିଂ ଗ୍ରୋଭର…

ବକ୍ସ ଅଫିସରେ ଫ୍ଲପ ହେଲା ଫିଲ୍ମ ‘ଲାଲ ସିଂ ଚଢ଼ା’ : ବିଫଳତାର ଦାୟିତ୍ବ ନେଇ ଅଭିନୟ ପାଇଁ ପାରିଶ୍ରମିକ ନେବାକୁ ମନା କଲେ…

କ୍ରମାଗତ ଫ୍ଲପ ଫିଲ୍ମ ଯୋଗୁ ଏବେ ଚିନ୍ତାରେ ରହିଛି ଫିଲ୍ମ ଇଣ୍ଡଷ୍ଟ୍ରି । ବଲିଉଡ ପ୍ରତି ଦର୍ଶକ ବିମୁଖ ହେବାରେ ଲାଗିଛନ୍ତି । ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନଙ୍କ ଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଥାଏ । କିନ୍ତୁ ଚଳିତ ଥର ଦର୍ଶକଙ୍କ ମଧ୍ୟରେ ଏଭଳି…

ପତ୍ନୀ ଆଲିଆ ଭଟ୍ଟଙ୍କୁ ତାତ୍ସଲ୍ୟ କଲା ଭଳି ମନ୍ତବ୍ୟ ଦେଇ କ୍ଷମା ମାଗିଲେ ରଣବୀର କପୁର, କହିଲେ ମୁଁ ଜୋକ୍‌ କରୁଥିଲି

ପତ୍ନୀ ଆଲିଆ ଭଟ୍ଟଙ୍କୁ ନେଇ ତାତ୍ସଲ୍ୟ କଲା ଭଳି ମନ୍ତବ୍ୟ ଦେଇ କ୍ଷମା ମାଗିଲେ ରଣବୀର କପୁର ।ଥିପାଇଁ ସେ ଏବେ ସର୍ବସମ୍ମୁଖରେ ଗଣମାଧ୍ୟମ ଆଗରେ କ୍ଷମା ମାଗିଛନ୍ତି । କିଛି ଦିନ ପୂର୍ବରୁ ଆଲିଆଙ୍କ ବେବି ବମ୍ପକୁ ନେଇ କମେଣ୍ଟ କରିଥିଲେ ରଣବୀର । ୟୁଟ୍ୟୁବରେ ଏକ ଲାଇଭ୍ ଶୋ ସମୟରେ ରଣବୀର…

ଜନ୍ମାଷ୍ଟମୀରେ ନୂଆ ଘରକୁ ପ୍ରବେଶ କଲେ ରଣବୀର ଓ ଦୀପିକା, ଦେଖନ୍ତୁ ଭାଇରାଲ ଫଟୋ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣବୀର ସିଂଙ୍କ ଯୋଡିକୁ ବେଶ ପସନ୍ଦ କରନ୍ତି ଦର୍ଶକ । ପ୍ରଫେସନାଲ ଲାଇଫ ହେଉ ବା ପର୍ସନାଲ ଲାଇଫକୁ ନେଇ ହେଉ , ସବୁବେଳେ ଚର୍ଚ୍ଚାରେ ଏହି ଯୋଡି । କିନ୍ତୁ ବର୍ତ୍ତମାନ ଜନ୍ମାଷ୍ଟମୀ ଅବସରରେ ଉଭୟ ଷ୍ଟାର ଦମ୍ପତି ନିଜର ନୂଆ ଘରକୁ ପ୍ରବେଶ…

ଲଲିତ ମୋଦିଙ୍କ ସହ ପ୍ରେମ ବର୍ଷାରେ ଭିଜିଲେ ସୁସ୍ମିତା ସେନ, ଇନଷ୍ଟାଗ୍ରାମରେ ସେୟାର କଲେ ଫଟୋ

ଲଲିତ ମୋଦୀଙ୍କ ସହ ସମ୍ପର୍କରେ ରହିବା ପରେ ସୁସ୍ମିତା ସେନ ଆଜିକାଲି ବହୁତ ଖୁସି ଦେଖାଯାଉଛନ୍ତି। ଏହାର ପ୍ରମାଣ ହେଉଛି ଅଭିନେତ୍ରୀଙ୍କ ଇନଷ୍ଟାଗ୍ରାମ । ଯେଉଁଥିରେ ସେ ପ୍ରତିଦିନ ତାଙ୍କର ଫଟୋ ସେୟାର କରୁଛନ୍ତି। ଲଲିତ ମୋଦୀଙ୍କ ପ୍ରେମରେ ପଡିଥିବା ସୁସ୍ମିତା ସେନ୍ ବର୍ତ୍ତମାନ ଏପରି ଫଟୋ…

ମା’ ହେବେ ବିପାଶା ବସୁ, ବିବାହର ୬ ବର୍ଷରେ କରନଙ୍କ ଘରକୁ ଆସୁଛନ୍ତି କୁନି ଅତିଥି

ବଲିଉଡ ଅଭିନେତ୍ରୀ ବିପାଶା ବସୁ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ବିବାହର ୬ ବର୍ଷ ପରେ ବିପାଶା ବସୁ ଏବଂ କରନ ସିଂ ଗ୍ରୋଭର ବାପା ମା ହେବାକୁ ଯାଉଛନ୍ତି। ଖବର ମୁତାବକ, ବିପାଶା ଗର୍ଭବତୀ ଅଛନ୍ତି ଆଉ ଖୁବଶୀଘ୍ର କରନ ଏହା ବିଷୟରେ ଫ୍ୟାନ୍ସଙ୍କୁ ଖବର ଦେଇପାରନ୍ତି। ଏ ନେଇ ଦୁହେଁ ଉତ୍ସାହିତ…

ଲୌରେନଙ୍କ ବଲିଉଡ୍ ଛାଡ଼ିବା ପଛରେ ଅଲୌକିକ ଅନୁଭୂତି, ଯାହାକୁ ଜାଣିଲେ ଆପଣ ବି କାବା ହୋଇଯିବେ

ABCD (Any Body Can Dance) ଏବଂ ABCD 2 ଭଳି ଫିଲ୍ମରେ ଅଭିନୟ କରିବା ପରେ ଡ୍ୟାନ୍ସ ସେନ୍ସେସ୍ ଲୌରେନ ଗୋଟ୍‌ଲିବ୍‌ ଘରେ ଘରେ ପରିଚିତ ହୋଇଥିଲେ। ଏକ ସମୟରେ ସେ ବେଶ୍‌ ଲୋକପ୍ରିୟତା ହାସଲ କରି ପାରିଥିଲେ। କିନ୍ତୁ ତା’ପରେ ହଠାତ୍ ସେ ଫିଲ୍ମ କ୍ୟାରିୟର୍‌ ଛାଡ଼ି ନିଜ ଦେଶ ଆମେରିକା ଫେରି…

ଦର୍ଶକଙ୍କ ପାଇଁ ଖୁସି ଖବର: ପୁଣି ଏକାଠି ନଜର ଆସିବେ କରନ ଅର୍ଜୁନ, ଆକ୍ସନ୍ ଫିଲ୍ମରେ ଉଭୟଙ୍କୁ ଦେଖିବାକୁ ମିଳିବ

ବହୁ ଦିନର ଅପେକ୍ଷା ଅନ୍ତ ହେବାକୁ ଯାଉଛି। ଅନେକ ଦିନରୁ ବଲିଉଡର ଦବଙ୍ଗ ଖାନ୍ ସଲମାନ ଖାନ୍ ଏବଂ ରୋମାନ୍ସ କିଙ୍ଗ୍ ଶାହାରୁଖଙ୍କୁ ଦର୍ଶକେ ଏକାଠି ବଡ ପରଦାରେ ଦେଖିବାକୁ ଚାହୁଁଛନ୍ତି । ଶୀଘ୍ର ତାଙ୍କର ଇଚ୍ଛା ପୂରଣ ହୋଇପାରେ। ରିପୋର୍ଟ ଅନୁଯାୟୀ ଉଭୟ ତାରକାଙ୍କ ଯୋଡି ଖୁବ୍ ଶୀଘ୍ର ଏକାଠି ନଜର…

ଦିନେ ଲୋକଙ୍କ ଫୋନରୁ ନମ୍ବର ଚୋରି କରୁଥିଲେ, ଆଜି ହେଉଛନ୍ତି ସୁପରଷ୍ଟାର

ଦିନେ ଲୋକଙ୍କ ପକେଟରୁ ଚୋରି କରୁଥିଲେ ଫୋନ୍ ନମ୍ୱର୍। କିନ୍ତୁ ଆଜି ହେଉଛନ୍ତି ବଲିଉଡ଼ ଜଗତର ସେ ଜଣେ ବଡ଼ କଳାକାର। ହୁଏତ ଆପଣଙ୍କୁ ବିଶ୍ଵାସ ହେଉ ନଥିବ କିନ୍ତୁ ରଣବୀର ସିଂ ମଧ୍ୟ ବଲିଉଡ଼ ଜଗତରେ ଅଭିନୟ କରିବା ପାଇଁ ଖୁବ୍ ପରିଶ୍ରମ କରିଛନ୍ତି। ପୁଣି ଏହା ମଧ୍ୟ ଜଣାପଡ଼ିଛି ଯେ ସେ ଅଡିସନ୍…

ସୋନାକ୍ଷୀ ସିହ୍ନାଙ୍କ ଭିନ୍ନ ଅବତାର, ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ପାଲଟିଲା ଇନଷ୍ଟା ପୋଷ୍ଟ୍‌

ବଲିଉଡର ସବୁଠାରୁ ସୁନ୍ଦର ତଥା ଫେମସ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ସୋସିଆଲ୍‌ ମିଡିଆରେ ବେଶ୍‌ ସକ୍ରିୟ ଥାନ୍ତି।  ସୋସିଆଲ୍‌ ମିଡିଆରେ ତାଙ୍କର ଅନେକ ଫଲୋର୍ସ ମଧ୍ୟ ଅଛନ୍ତି। ପ୍ରଶଂସକମାନେ ଅଭିନେତ୍ରୀଙ୍କ ପ୍ରତ୍ୟେକ ପୋଷ୍ଟକୁ ଅପେକ୍ଷା କରିଛନ୍ତି। ଏଭଳି ପରିସ୍ଥିତିରେ ସୋନାକ୍ଷୀ ମଧ୍ୟ…

ବ୍ରେକଅପ୍ ହେବା ପରେ ବି ଏବେ ମଧ୍ୟ ଭଲ ସାଙ୍ଗ ହୋଇ ରହିଛନ୍ତି ଏହି ବଲିଉଡ୍ ସେଲିବ୍ରିଟି

କିଛି ସମ୍ପର୍କ ଏମିତି ଥାଏ ଯାହାର କିଛି ନାମ ନଥାଏ। କିଛି ଏମିତି ସମ୍ପର୍କ ଏବେ ଗଢି ଉଠିଛି ବଲିଉଡ୍ ସିନେମା ଜଗତରେ। କିନ୍ତୁ ଏହି ସମ୍ପର୍କ ଏବେ ଭଲ ବନ୍ଧୁତ୍ୱରେ ପରିଣତ ହୋଇଛି। ଆଜି ଆମେ ଏମିତି ସେଲିବ୍ରିଟିଙ୍କ ସହ କଥା ହେବା ଯେଉଁମାନଙ୍କ ଲଭ୍ ଷ୍ଟୋରୀ ଥିଲା ଦିନେ ସୁପର୍ ହିଟ୍ ଫିଲ୍ମ…