Browsing Tag

Bollywood film

ଫିଲ୍ମ ‘ମୈଦାନ’ର ପ୍ରଶଂସା କରିଲେ ସୌରଭ ଗାଙ୍ଗୁଲି, କହିଲେ ଥରେ ନିଶ୍ଚୟ ଦେଖନ୍ତୁ…

ଭାରତୀୟ ଟିମର ପୂର୍ବତନ କ୍ୟାପଟେନ ତଥା ଭେଟେରାନ ଖେଳାଳି ସୌରଭ ଗାଙ୍ଗୁଲି ଅଜୟ ଦେବଗନଙ୍କ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ 'ମୈଦାନ' ଦେଖିବା ପରେ ସୋସିଆଲ ମିଡିଆରେ ନିଜର ରିଭ୍ୟୁ ସେୟାର କରିଛନ୍ତି । ଫେମସ ଫୁଟବଲ କୋଚ ସେୟଦ ଅବଦୁଲ ରହୀମଙ୍କ ବାୟୋପିକକୁ ସୌରଭ ଗାଙ୍ଗୁଲି ବହୁତ ପସନ୍ଦ କରିଛନ୍ତି…

ରିଲିଜ୍‌ ହେଲା ଫିଲ୍ମ ‘ଭେୟା ଜୀ’ ର ଟିଜର, ଦେଖିବାକୁ ମିଳିଲା ମନୋଜ ବାଜପେୟୀଙ୍କ ଦମ୍‌ଦାର ଲୁକ୍‌

ମନୋଜ ବାଜପେୟୀ ‘ଦି ଫ୍ୟାମିଲି ମ୍ୟାନ୍’, ‘ସତ୍ୟ', 'ଗ୍ୟାଙ୍ଗସ୍ ଅଫ୍ ୱାସିପୁର’ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ଏହା ସହ ସେ ଏହି ଫିଲ୍ମ ଜରିଆରେ ଦର୍ଶକଙ୍କ ମନ ମଧ୍ୟ ଜିତିଛନ୍ତି । ତେବେ ମନୋଜ ବାଜପେୟୀ ଗତ ୩୦ ବର୍ଷ ମଧ୍ୟରେ ତାଙ୍କ ଦମ୍‌ଦାର ଅଭିନୟ ଯୋଗୁ ଲୋକମାନଙ୍କ ଠାରୁ ବହୁତ…

ବକ୍ସ ଅଫିସ୍‌ରେ କମାଲ୍‌ କରୁଛି ବିକି କୌଶଲଙ୍କ ଫିଲ୍ମ ‘ସାମ୍‌ ବାହାଦୂର’, ଜାଣନ୍ତୁ ପ୍ରଥମ ଦିନରେ କଲା କେତେ…

ବଲିଉଡ ଅଭିନେତା ବିକି କୌଶଲଙ୍କ ଫିଲ୍ମ ‘ସାମ୍‌ ବାହାଦୂର’ ଗତ କାଲି ରିଲିଜ୍‌ ହୋଇଛି । ଭାରତୀୟ ସେନାର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମନେକେଶଙ୍କ ରିୟଲ ଲାଇଫ୍‌ ଉପରେ ଆଧାରିତ ଏହି ଫିଲ୍ମକୁ ନେଇ ଦର୍ଶକଙ୍କୁ ବହୁତ ପଜେଟିଭ୍‌ ରିଭ୍ୟୁ ଦେଇଛନ୍ତି । ଏହି ଫିଲ୍ମଟି ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’…

ଫିଲ୍ମ ‘ସିଂଘମ ଏଗେନ’ରୁ ସାମ୍ନାକୁ ଆସିଲା ଅଜୟ ଦେବଗନଙ୍କ ଫାଷ୍ଟ ଲୁକ୍

ଅଜୟ ଦେବଗନଙ୍କ ଫିଲ୍ମ 'ସିଂଘମ୍ ଏଗେନ'କୁ ନେଇ ଫ୍ୟାନ୍ସ ମାନେ ଅତି ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରୁ ଅନେକ ସେଲିବ୍ରେଟିଙ୍କ ଲୁକ୍ ପୂର୍ବରୁ ଆସିଯାଇଛି ଏବଂ ବର୍ତ୍ତମାନ ଫିଲ୍ମରୁ ଅଜୟ ଦେବଗନଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି । ଅଜୟ ଦେବଗନଙ୍କ ଫାଷ୍ଟ ଲୁକକୁ ଫ୍ୟାନ୍ସମାନେ…

ତାରା ସୁତାରିୟାଙ୍କ ଫିଲ୍ମ ‘ଅପୂର୍ବା’ ର ଫାଷ୍ଟ ଲୁକ୍‌ ରିଲିଜ୍‌, ଭିନ୍ନ ଲୁକରେ ନଜର ଆସିଲେ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ତାରା ସୁତାରିୟା ନିଜ ଅଭିନୟ ଜରିଆରେ ଅନେକ ଲୋକଙ୍କ ମନ ଜିତିଛନ୍ତି । ଏବେ ଅଭିନେତ୍ରୀଙ୍କର ଅପକମିଂ ଫିଲ୍ମ ‘ଅପୂର୍ବା’ ଫାଷ୍ଟ ଲୁକ୍‌ ସାମ୍ନାକୁ ଆସଛି । ଏହି ଫଟୋରେ ତାରା ସୁତାରିୟା ଦମଦାର ଲୁକ୍‌ରେ ନଜର ଆସିଛନ୍ତି । ତାରା ସୁତାରିୟା ଜଣେ ଏପରି ଅଭିନେତ୍ରୀ ଯିଏ ବହୁତ କମ…

ନ୍ୟାସନାଲ ସିନେମା ଡେ, ମାତ୍ର ୯୯ ଟଙ୍କାରେ ଦେଖିପାରିବେ ବ୍ଲକବଷ୍ଟର ଫିଲ୍ମ

ଆଜି ଅର୍ଥାତ ଅକ୍ଟୋବର ୧୩ରେ ଜାତୀୟ ସିନେମା ଦିବସ । ଆଜି ଫିଲ୍ମ ଟିକେଟ ବୁକିଂ ଉପରେ ଭାରୀ ଡିସକାଉଣ୍ଟ ମିଳୁଛି । ୟୁଜର୍ସମାନେ ବୁକ୍‌ ମାଇ ଶୋ ଏବଂ ପେଟିଏମ୍‌ ମାଧ୍ୟମରେ ମାତ୍ର ୯୯ ଟଙ୍କାରେ ନିଜ ପସନ୍ଦର ଫିଲ୍ମ ବୁକ୍‌ କରି ଦେଖିପାରିବେ । ଏହି ସୁବିଧା ସମଗ୍ର ଭାରତରେ ଉପଲବ୍ଧ ହୋଇଛି । ଯଦି…

ଅମିତାଭ ବଚ୍ଚନଙ୍କ ସହିତ ଏକାଠି ଫିଲ୍ମ ଦେଖିବା ସହିତ ଖାଇବାକୁ ଯାଇଥିଲେ ମୋଦି, ଜନ୍ମଦିନରେ ମନ ପକାଇଲେ ବିଗ୍‌ ବି

ଭାରତର ୧୫ତମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦି ଆଜି ତାଙ୍କର ୭୩ତମ ଜନ୍ମଦିନ ପାଳନ କରିଛନ୍ତି । ଦେଶ ବିଦେଶର ବହୁ ବଡ ବ୍ୟକ୍ତିତ୍ୱମାନେ ତାଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି । ଏହାସହିତ ବଲିଉଡର ବହୁ ବଡ ବ୍ୟକ୍ତିତ୍ୱମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି…

ଓଡ଼ିଆ ପୁଅ ପ୍ରେମ ପରିଜା ବଲିଉଡ଼ର ନୂଆ କମାଣ୍ଡୋ

ରିଲିଜ୍ ହୋଇଛି ଆଗାମୀ ହିନ୍ଦୀ ଆକ୍ସନ୍ ୱେବ୍ ସିରିଜ୍ କମାଣ୍ଡୋର ପ୍ରଥମ ଟିଜର । ଏଥିରେ ଥିବା ଏହି ହିରୋ ହେଉଛନ୍ତି ଜଣେ ଓଡ଼ିଆ ପୁଅ । ଏଥର ମାୟାନଗରୀର ନୂଆ କମାଣ୍ଡୋ ହୋଇଛନ୍ତି ଓଡ଼ିଆ ପୁଅ ପ୍ରେମ ପରିଜା। ବଲିଉଡ଼ ଫିଲ୍ମ କମାଣ୍ଡୋ, ଆକ୍ସନ ହିରୋ ବିଦ୍ୟୁତ ଜାମଓ୍ଵାଲାଙ୍କ ଅଭିନୀତ ଏହି ଫିଲ୍ମ…

ରିଲିଜ ହୋଇଛି ସିନେମା ସତ୍ୟପ୍ରେମ୍‌ କି କଥା, ରହିଛି ଜବରଦସ୍ତ ଲଭ ଷ୍ଟୋରୀ

କେନ୍ୟୁଜ୍(ବ୍ୟୁରୋ):  କାର୍ତ୍ତିକ ଆରୟନ ଓ କିଆରା ଆଡଭାନୀଙ୍କ ସିନେମା ସତ୍ୟପ୍ରେମ୍‌ କି କଥା ସିନେମା ହଲରେ ରିଲିଜ ହୋଇସାରିଛି । ଏହି ସିନେମାର ଟାଇଟଲ ପୂର୍ବରୁ ସତ୍ୟନାରାୟଣ କି କଥା ରଖାଯାଇଥିଲା । ପରେ ଏହାର ନା ପରିବର୍ତ୍ତନ କରାଯାଇ ସତ୍ୟପ୍ରେମ କି କଥା କରାଯାଇଛି । ଏହା ଏକ ରୋମାଟିଂ…

‘ଦ କେରଳ ଷ୍ଟୋରୀ’ପରେ ଧମାଲ କରିବ ‘ବସ୍ତର’, ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ

‘ଦ କେରଳ ଷ୍ଟୋରୀ’ ଫିଲ୍ମ ର ଚର୍ଚ୍ଚା ଏବେ ମଧ୍ୟ ଜାରି ରହିଛି । ଫିଲ୍ମର କଣ୍ଟେଟକୁ ନେଇ ବିବାଦ ଲାଗିରହିଥିବାବେଳେ ଫିଲ୍ମରେ ହୋଇଥିବା କଲେକ୍ସନ ସମସ୍ତ ରେକର୍ଡ ଭାଙ୍ଗିଛି । ଆଦା ଶର୍ମାଙ୍କ ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ସୁଦିପ୍ତ ସେନ ନିର୍ଦ୍ଦେଶନା ଦେଇଥିବାବେଳେ ଏହାର ନିର୍ମାତା ବିପୁଲ…

ଆଇଫେଲ ଟାୱାରରେ ହେବ ‘ବବାଲ’ର ପ୍ରିମିୟର, ପ୍ରଥମ ଥର ଏକାଠି ନଜର ଆସିବେ ବରୁଣ ଓ ଜାହ୍ନବୀ

ବଲିଉଡ ସୁପରଷ୍ଟାର ଅଭିନେତା ବରୁଣ ଧବନ ଓ ଅଭିନେତ୍ରୀ ଜାହ୍ନବୀ କପୁର ସ୍କି୍ରନ୍‌ରେ ନଜର ଆସିବାକୁ ଯାଉଛନ୍ତି । ବରୁଣ ଓ ଜାହ୍ନବୀ ‘ବବାଲ’ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଖୁବ୍‌ଶୀଘ୍ର ବରୁଣ ଧବନ ଓ ଜାହ୍ନବୀ କପୁରଙ୍କ ନୂଆ ଫିଲ୍ମ ‘ବବାଲ’ ରିଲିଜ୍‌ ହେବାକୁ ଯାଉଛି । ‘ବବାଲ’ ଫିଲ୍ମ…

ଘୋଷଣା ହେଲା ଫିଲ୍ମଫେୟାର ଆଓ୍ଵାର୍ଡ ୨୦୨୩, ଗଙ୍ଗୁବାଇ କାଠିଆଓ୍ଵାଡ଼ି ଶ୍ରେଷ୍ଠ ଚଳଚିତ୍ର  

କେନ୍ୟୁଜ୍‌(ବ୍ୟୁରୋ): ଘୋଷଣା ହୋଇଛି ୬୮ତମ ଫିଲ୍ମଫେୟାର ଆଓ୍ଵାର୍ଡ଼ । ଗଙ୍ଗୁବାଇ କାଠିଆଓ୍ଵାଡ଼ି ଫିଲ୍ମକୁ ମିଳିଛି ଶ୍ରେଷ୍ଠ ଚଳଚିତ୍ର ପୁରସ୍କାର । ଏହାସହ ଏହି ଫିଲ୍ମରେ ଚମତ୍କାର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଆଲିଆ ଭଟ୍ଟ ବାଜି ମାରି ନେଇଛନ୍ତି । ଗଙ୍ଗୁବାଇ କାଠିଆଓ୍ଵାଡ଼ି ଆଉ…