ବଲିଉଡ୍ ଡେବ୍ୟୁ କରିବେ ରବୀନା ଟଣ୍ଡନଙ୍କ ଝିଅ ‘ରାସା’; ଅଜୟ ଦେବଗନଙ୍କ ଭଣଜାଙ୍କ ସହ କରିବେ ସ୍କ୍ରିନ୍ ସେୟାର
ରବୀନା ଟଣ୍ଡନଙ୍କ ଝିଅ ରାସା ନିଜ ସୌନ୍ଦର୍ଯ୍ୟରେ ସୋସିଆଲ ମିଡିଆରେ ଲୋକଙ୍କ ହୃଦୟ ଜିତୁଛନ୍ତି। ରାସାଙ୍କ ଲୁକ୍ ଅନେକ ମାତ୍ରାରେ ତାଙ୍କ ମା’ଙ୍କ ସହିତ ମିଶୁଛି। ଏହା ବ୍ୟତୀତ ସେ ବହୁତ ଜଲ୍ଦି ନିଜ ମା’ଙ୍କ ରାସ୍ତାରେ ପାଦ ଥାପିବାକୁ ଯାଉଛନ୍ତି। ରବୀନା ଟଣ୍ଡନଙ୍କ ୧୭ ବର୍ଷୀୟା ଝିଅ ବହୁତ…