Browsing Tag

bollywood news

ସାମ୍ନାକୁ ଆସିଲା ବର୍ଡ଼ର୍-2 ରିଲିଜ୍ ଡେଟ୍, ନୂଆ ଅବତାରରେ ନଜର ଆସିବେ ସନ୍ନି ଦେଓଲ

ସନ୍ନି ଦେଓଲ୍ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ନିକଟରେ ଅଭିନେତାଙ୍କ ଆଗାମୀ ଚଳଚ୍ଚିତ୍ର 'ବର୍ଡର-2' ର ସୁଟିଂ ଆରମ୍ଭ ହୋଇଛି । ତେବେ ବର୍ତ୍ତମାନ ଫିଲ୍ମର ରିଲିଜ୍ ଡେଟ୍ ଘୋଷଣା ହୋଇଛି । ଏହି ଫିଲ୍ମ ଆସନ୍ତା ବର୍ଷ ଜାନୁଆରୀ ୨୩ରେ ରିଲିଜ୍ ହେବ । ନିର୍ଦ୍ଦେଶକ ଅନୁରାଗ ସିଂଙ୍କ ଫିଲ୍ମ 'ବର୍ଡର…

‘ଗେମ୍ ଚେଞ୍ଜର୍’ ଉପରେ ଭାରି ପଡ଼ିଲା ‘ଡାକୁ ମହାରାଜ’! କଲେକ୍ସନ୍ ଦେଖିଲେ ହୋଇଯିବେ…

ତିନି ଦିନ ପୂର୍ବରୁ ସିନେମା ହଲରେ ରିଲିଜ ହୋଇଥିବା ଫିଲ୍ମ 'ଡାକୁ ମହାରାଜ' ବକ୍ସ ଅଫିସରେ ଏବେ ଧମାଲ କରୁଛି । ୬୪ ବର୍ଷିୟ ହିରୋ 'ନନ୍ଦାମୁରୀ ବାଲକ୍ରିଷ୍ଣା'ଙ୍କ ଏହି ଫିଲ୍ମ ରାମଚରଣଙ୍କ ଫିଲ୍ମ' ଗେମ୍ ଚେଞ୍ଜର'କୁ କଡ଼ା ଟକ୍କର ଦେଇଛି । ଡାକୁ ମହାରାଜ ୩ ଦିନରେ ୫୦ କୋଟିରୁ ଅଧିକ ଟଙ୍କା…

ଗୋବିନ୍ଦାଙ୍କ ପୁଅ ୟଶବର୍ଦ୍ଧନ ଆହୁଜାଙ୍କ ବଲିଉଡ୍ ଡେବ୍ୟୁ, ୨୦୨୫ରେ ଲଭ୍ ଷ୍ଟୋରୀରେ କରିବେ ଧମାଲ୍

ଗୋବିନ୍ଦା ଗତ ୩୫ ବର୍ଷ ମଧ୍ୟରେ 'ଆଖେଁ’, 'ସାଜନ ଚଲେ ସସୁରାଲ୍', 'କୁଲି ନମ୍ବର ୧', ‘ଏକ ଔର୍ ଏକ ଗ୍ୟାରା’, ‘ଭାଗମଭାଗ୍’, ‘ପାର୍ଟନର’ ଭଳି କମିକ୍ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କୁ ବହୁତ ହସାଇଛନ୍ତି । ଆଜି ମଧ୍ୟ ସେ ଭାରତୀୟ ସିନେମାର ସବୁଠାରୁ ଲୋକପ୍ରିୟ ଅଭିନେତା ଭାବରେ ପରିଗଣିତ ହେଉଛନ୍ତି…

ମାଧୁରୀ ଦୀକ୍ଷିତ ଭଡ଼ାରେ ଦେଲେ ନିଜର ଅନ୍ଧେରି ୱେଷ୍ଟ ଅଫିସ୍, ମାସକୁ ମାସ ଆସିବ ୩ ଲକ୍ଷ ଟଙ୍କା

ମାଧୁରୀ ଦୀକ୍ଷିତ ମୁମ୍ବାଇର ଅନ୍ଧେରି ୱେଷ୍ଟରେ ଥିବା ନିଜ ଅଫିସ ଘରକୁ ଭଡ଼ାରେ ଦେଇଛନ୍ତି । ଚଳିତ ବର୍ଷ ବଲିଉଡର ଅନେକ ସେଲିବ୍ରିଟି ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟରେ ନିଜର ଆପାର୍ଟମେଣ୍ଟ ରେଣ୍ଟରେ ଲଗାଇଛନ୍ତି । ଏବେ ଏଥିରେ 'ଧକ୍-ଧକ୍ ଗାର୍ଲ’ଙ୍କ ନାମ ମଧ୍ୟ ଯୋଡ଼ି ହୋଇଛି । ବର୍ତ୍ତମାନ ବଲିଉଡ୍…

ଜାକିର ହୁସେନଙ୍କ ଦେହାନ୍ତରେ ସ୍ତବ୍ଧ ବଲିଉଡ୍, ଅମିତାଭଙ୍କଠାରୁ କରୀନାଙ୍କ ଯାଏ ଜଣାଇଲେ ଶ୍ରଦ୍ଧାଞ୍ଜଳି

ଆମେରିକାର ସାନ ଫ୍ରାନ୍ସିସ୍କୋରେ ପ୍ରସିଦ୍ଧ ତବଲା ବାଦକ ଉସ୍ତାଦ୍ ଜାକିର ହୁସେନଙ୍କ ଦେହାନ୍ତ ହୋଇଛି । ହାର୍ଟ ଜନିତ ସମସ୍ୟା ହେତୁ ୭୩ ବର୍ଷୀୟ ଏହି ତବଲା ବାଦକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜାକିର ପାଖାପାଖି ୨ ସପ୍ତାହ ଧରି ହସ୍ପିଟାଲରେ ଥିଲେ । କିନ୍ତୁ ରବିବାର ତାଙ୍କ…

ନିଆଁ ଲଗାଇ ପୂର୍ବତନ ପ୍ରେମିକଙ୍କୁ ହତ୍ୟା ଅଭିଯୋଗ, ଅଭିନେତ୍ରୀ ନର୍ଗିସ୍ ଫଖରିଙ୍କ ଭଉଣୀ ଗିରଫ, ହୋଇପାରେ ଆଜୀବନ

ରକଷ୍ଟାର୍ ଫେମ୍ ନର୍ଗିସ୍ ଫଖରିଙ୍କ ଭଉଣୀ ଆଲିଆଙ୍କୁ ନ୍ୟୁୟର୍କ ପୋଲିସ ଗିରଫ କରିଛି । ସେ ତାଙ୍କ ପୂର୍ବତନ ପ୍ରେମିକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏକ ରିପୋର୍ଟ ଅନୁଯାୟୀ, ଆଲିଆ ନ୍ୟୁୟର୍କର କୁଇନ୍ସରେ ଦୁଇ ମହଲା ବିଶିଷ୍ଟ ଗ୍ୟାରେଜରେ ନିଆଁ ଲଗାଇ ଦେଇଥିଲେ, ଯେଉଁଥିରେ ପୂର୍ବତନ…

ଶାଶୁଘର ଲୋକଙ୍କଠୁ ଦୂରରେ ଐଶ୍ଵର୍ଯ୍ୟା ରାୟ, ବାପଘରେ ମଧ୍ୟ ସମ୍ପର୍କ ଭଲ ନାହିଁ ! ହିଣ୍ଟ୍ ଦେଲା ଭାଉଜଙ୍କ ପୋଷ୍ଟ

ଐଶ୍ଵର୍ଯ୍ୟା ରାୟଙ୍କ ଭାଉଜ ଶ୍ରୀମା ରାୟ ଏବେ ଚର୍ଚ୍ଚାରେ । ଫ୍ୟାନମାନେ ଏହି ନଣନ୍ଦ-ଭାଉଜଙ୍କ ସମ୍ପର୍କ ଜାଣିବାକୁ ସବୁବେଳେ ଉତ୍ସାହିତ ଥାଆନ୍ତି । ନିଜର ଏକ ପୁରୁଣା ପୋଷ୍ଟରେ ଶ୍ରୀମା ୟୁଜରଙ୍କ କମେଣ୍ଟର ଜବାବ ଦେଇ ବର୍ତ୍ତମାନ ଟ୍ରୋଲ ହେଉଛନ୍ତି । ନଣନ୍ଦ ଐଶ୍ଵର୍ଯ୍ୟାଙ୍କ ସହ ତାଙ୍କର…

ବକ୍ସ ଅଫିସରେ ରିଲିଜ୍ ହେଲା ‘କଙ୍ଗୁଭା’, ପ୍ରଥମ ଦିନର ଆୟ ୨୫ କୋଟି ଟପିପାରେ

ସୂର୍ଯ୍ୟା, ବବି ଦେଓଲ ଓ ଦିଶା ପଟାନିଙ୍କ ଅଭିନୀତ ଫିଲ୍ମ ‘କଙ୍ଗୁଭା’ ଆଜି ନଭେମ୍ବର ୧୪ରେ ବକ୍ସ ଅଫିସରେ ରିଲିଜ୍ ହୋଇଛି । ଫିଲ୍ମର ଫାର୍ଷ୍ଟ ଡେ ଫାର୍ଷ୍ଟ ଶୋ’ ପାଇଁ ଫ୍ୟାନମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ କଙ୍ଗୁଭା ଗୁରୁବାର ଉଭୟ ୨ଡି ଏବଂ ୩ଡିରେ…

ଜଣାଶୁଣା ଫ୍ୟାସନ୍ ଡିଜାଇନର ରୋହିତ ବଳଙ୍କ ପରଲୋକ, ଦୀର୍ଘଦିନରୁ ହୃଦ୍ ଜନିତ ରୋଗରେ ଥିଲେ ପୀଡ଼ିତ

ଭାରତର ଜଣାଶୁଣା ଫ୍ୟାସନ୍ ଡିଜାଇନର ରୋହିତ ବଳଙ୍କ ଶୁକ୍ରବାର ପରଲୋକ ହୋଇଛି । ତାଙ୍କ ମୃତ୍ୟୁରେ ବଲିଉଡ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି । ଦୀର୍ଘଦିନରୁ ହୃଦ୍ ଜନିତ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ଦିଲ୍ଲୀର ଏକ ଘରୋଇ ହସପିଟାଲରେ ଶେଷ…

ଠକେଇ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କଲେ ରେମୋ ଡି’ସୁଜା, ସୋସିଆଲ ମିଡିଆରେ କହିଲେ ସତ

ପ୍ରସିଦ୍ଧ କୋରିଓଗ୍ରାଫି-ନିର୍ଦ୍ଦେଶକ ରେମୋ ଏବଂ ଲିଜେଲ ଡିସୁଜା ରବିବାର ରାତିରେ ନିଜ ସୋସିଆଲ ମିଡିଆରେ ଏକ ବୟାନ ଜାରି କରିଛନ୍ତି । ଯେଉଁଥିରେ ସେମାନେ ଠକେଇ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ସତ୍ୟର ଖୁଲାସା କରିଛନ୍ତି । ସେ ଏକ ଡ୍ୟାନ୍ସ ଗ୍ରୁପକୁ ୧୧.୯୬ କୋଟି ଟଙ୍କା ଠକେଇ କରିଥିବା…

ସମୁଦ୍ର କୂଳରେ ନିଜର ପ୍ରଥମ ଆନିଭର୍ସାରି ପାଳନ କଲେ ପରିଣୀତି ଓ ରାଘବ

ବହୁ ପରିଚିତ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢାଙ୍କ ବାହାଘରକୁ ଏକ ବର୍ଷ ପୁରିଛି ।  ଦୁହେଁ ନିଜର ପ୍ରଥମ ଆନିଭର୍ସାରି ପାଳନ କରିଛନ୍ତି । ଗତ ବର୍ଷ ସେମାନେ ଉଦୟପୁରର ଲିଲା ପ୍ୟାଲେସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହରେ କେବଳ ଦୁହିଁଙ୍କ ପରିବାର ଲୋକ ଓ…

ଜାଣନ୍ତୁ ନିଜ ସିଭି ସେୟାର କରି କ’ଣ କହିଲେ ଅନୁପମ ଖେର

୫୦୦ରୁ ଅଧିକ ସିନେମା କରିଥିବା କଳାକାର ଓ ନିର୍ଦ୍ଧେଶକ ଅନୁପମ ଖେର ନିକଟରେ ନିଜର ସିଭି ଲିଙ୍କଡଇନ୍‌ରେ ସେୟାର କରିଛନ୍ତି । ଯେଉଁଥିରେ ନିଜର ଫିଲ୍ମ କାରିୟର ଠାରୁ ଆରମ୍ଭ କରି ବ୍ୟକ୍ତଗତ ଜୀବନ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଦେଇଛନ୍ତି । ‘ସାରାଂଶ’ ଏବଂ ‘ କୁଛ କୁଛ ହୋତା ହୈ ’ ଭଳି ଅନେକ…