Browsing Tag

bollywood news

ଟ୍ୱିଟରରେ ଟ୍ରେଣ୍ଡ କରୁଛି ‘ବୟକଟ୍ କଙ୍ଗନା’, ମୁହଁତୋଡ଼ ଜବାବ ଦେଇ ଅଭିନେତ୍ରୀ କହିଲେ ‘ମୂଷା…

ସୋସିଆଲ ମିଡିଆରେ ସବୁଠୁ ଅଧିକ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀଙ୍କ ମଧ୍ୟରେ କଙ୍ଗନା ରାଣାୱତ ଅନ୍ୟତମ। କେତେବେଳେ ନିଜ ବିବାଦୀୟ ବୟାନ ପାଇଁ ତ ଆଉ କେତେବେଳେ ଡ୍ରେସ ପାଇଁ ଚର୍ଚ୍ଚାରେ ରହିଥାନ୍ତି କଙ୍ଗନା। ବେଳେବେଳେ ନିଜ ବୟାନ ପାଇଁ ଟ୍ରୋଲ ମଧ୍ୟ ହୋଇଥାନ୍ତି କିନ୍ତୁ ଜବାବ ଦେବାକୁ…

ସୁଶାନ୍ତଙ୍କ ମୃତ୍ୟୁର ମାସେ ପରେ ପ୍ରଥମ ଥର ପାଇଁ ପୋଷ୍ଟ କଲେ ଅଙ୍କିତା ଲୋଖଣ୍ଡେ, କହିଲେ- ‘ଭଗବାନ…’

ବଲିଉଡ୍‌ ଆକ୍ଟର ସୁଶାନ୍ତ ସିଂହ ରାଜପୁତଙ୍କ ନିଧନକୁ ଆଜି ମାସେ ପୂରିଛି। ୧୪ ଜୁନ୍‌ ଆଜିର ଦିନରେ ବାନ୍ଦ୍ରାସ୍ଥିତ ନିଜ ଘରେ ସେ ଆତ୍ମହତ୍ୟା କରିଥିଲେ। ଆଜି ସୁଶାନ୍ତଙ୍କ ମାସିକିଆ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ପୂର୍ବ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ପ୍ରଥମ ଥର ପାଇଁ ନିଜ ଇନ୍‌ଷ୍ଟାଗ୍ରାମ୍‌…

ମୃତ୍ୟୁର ମାସେ ପରେ ସୁଶାନ୍ତଙ୍କୁ ମନେ ପକାଇଲେ ରିୟା ଚକ୍ରବର୍ତ୍ତୀ, ଫଟୋ ସେୟାର କରି କହିଲେ- ‘ତୁମେ ମୋତେ ପ୍ରେମ…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ମାସେ ପୂରିଥିଲେ ମଧ୍ୟ ଏବେ ବି ଲୋକମାନେ ତାଙ୍କୁ ମନେ ପକାଉଛନ୍ତି। ଜୁନ୍‌ ୧୪ ତାରିଖ ଆଜିର ଦିନରେ ସୁଶାନ୍ତ ଦୁନିଆକୁ ଅଲ୍‌ବିଦା କହିଥିଲେ। ସୁଶାନ୍ତଙ୍କୁ ମନେ ପକାଇ ତାଙ୍କ ତଥାକଥିତ ପ୍ରେମିକା ରିୟା ଚକ୍ରବର୍ତ୍ତୀ ଆଜି ଏକ ଇମୋସନାଲ ପୋଷ୍ଟ ସେୟାର…

ଆଲିଆ ଭଟ୍ଟଙ୍କ ଭଉଣୀଙ୍କୁ ଦୁଷ୍କର୍ମ ଓ ଜୀବନରୁ ମାରି ଦେବାକୁ ଧମକ, ପ୍ରତିଦିନ ଆସୁଛି ଶହ ଶହ ମେସେଜ୍‌

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ମାସେ ପୂରିଥିଲେ ମଧ୍ୟ ଲୋକଙ୍କ ରାଗ ଶାନ୍ତ ହେବାର ନାଁ ଧରୁନି। ପ୍ରତିଦିନ ସୋସିଆଲ ମିଡିଆରେ ଲୋକମାନେ ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ନାରା ଲଗାଉଛନ୍ତି। ଏ ଅବସରରେ ଫିଲ୍ମ ଇଣ୍ଡଷ୍ଟ୍ରୀର କିଛି ବଡ଼ ବଡ଼ ହସ୍ତୀଙ୍କୁ ବି ଲଗାତାର ଟ୍ରୋଲ କରାଯାଉଛି।…

ପରଲୋକରେ ବଲିଉଡର ପ୍ରଖ୍ଯାତ କମେଡିୟାନ୍‌ ଜଗଦୀପ, ସୋଲେର ସୁରମା ଭୋପାଳି ଚରିତ୍ରରେ ସାଉଁଟିଥିଲେ ଖୁବ୍ ପ୍ରଶଂସା

ନୂଆଦିଲ୍ଲୀ: ପରଲୋକରେ ବଲିଉଡ୍‌ ଅଭିନେତା ତଥା ପ୍ରଖ୍ଯାତ କମେଡିୟାନ୍‌ ଜଗଦୀପ। ୮୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ମିଳିଥିବା ସୂଚନା ମୁତାବକ ଦୀର୍ଘ ବର୍ଷ ଧରି ସେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡିତ ଥିଲେ। ତେବେ ସୋଲେର ଭୋପାଳି ଚରିତ୍ରରେ ସେ ଖୁବ୍ ପରିଚୟ ଲାଭ କରିଥିଲେ ।…

ବଲିଉଡ ଅଭିନେତା ଇରଫାନ ଖାନ ICUରେ ଭର୍ତ୍ତି, କୋକିଳାବେନ ହସ୍ପିଟାଲରେ ଚାଲିଛି ଚିକିତ୍ସା, କାରଣ ଅସ୍ପଷ୍ଟ

ବଲିଉଡର ଖ୍ୟାତନାମା ଅଭିନେତା ଇରଫାନ ଖାନ ହଠାତ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ମୁମ୍ବାଇର କୋକିଳାବେନ ହସ୍ପିଟାଲର ICUରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ସ୍ୱାସ୍ଥ୍ୟ ବିଗିଡିଯିବାର କାରଣ ସମ୍ପର୍କରେ କିଛି ଜଣାପଡିନାହିଁ। କହି ରଖୁଛୁ, 2018ରେ ଇରଫାନଙ୍କୁ ଜଣାପଡିଥିଲା କି, ସେ…

ବେହୋସ୍‌ ହୋଇ ମଞ୍ଚରୁ ଗଳିପଡ଼ିଲେ ବଲିଉଡ୍‌ ସିଙ୍ଗର୍‌ ଜୁବିନ୍‌ ଗର୍ଗ, ଜିଭରେ ପଡ଼ିଛି ଷ୍ଟିଚ୍‌, ଗ୍ୟାଙ୍ଗଷ୍ଟାର୍‌…

ଗୌହାଟୀରେ ଗତ ଶୁକ୍ରବାର ସନ୍ଧ୍ୟାରେ ଚାଲିଥିବା ଏକ ଇଭେଣ୍ଟରେ ବଲିଉଡ୍‌ ସିଙ୍ଗର୍‌ ଜୁବିନ୍‌ ଗର୍ଗ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯଦିଓ ସେ ବିପଦମୁକ୍ତ ଅଛନ୍ତି, ତଥାପି ତାଙ୍କୁ ଏବେ ଆଇସିୟୁରେ ରଖାଯାଇଛି। ଜୁବିନଙ୍କ ମ୍ୟାନେଜର…

ଆଲିଆ ଭଟ୍ଟଙ୍କ ପାଇଁ କ୍ୟାମେରା ସାମ୍ନାରେ କାନ୍ଦି ପକାଇଲେ ସାରା, ଦେଖନ୍ତୁ ଭିଡିଓ

ଅଭିନେତ୍ରୀ ତଥା ସୈଫ ଅଲ୍ଲୀ ଖାନ୍‌ଙ୍କ ଝିଅ ସାରା ଅଲ୍ଲୀ ଖାନ୍‌ ବର୍ତ୍ତମାନ ବଲିଉଡ୍‌ରେ ଏକ ଚର୍ଚ୍ଚିତ ଚେହେରା। କେଦାରନାଥ ଫିଲ୍ମ ଜରିଆରେ ସିନେମା ଜଗତରେ ପ୍ରବେଶ କରିଥିବା ସାରା ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତେବେ ବର୍ତ୍ତମାନ…

ସାମ୍ନାକୁ ଆସିଲା ‘ହାଥୀ ମେରେ ସାଥୀ’ର ନୂଆ ପୋଷ୍ଟର, ନୂଆ ଲୁକ୍‌ରେ ନଜର ଆସିଲେ ପୁଲକିତ ସମ୍ରାଟ

ବଲିଉଡ୍‌ ଅଭିନେତା ପୁଲକିତ ସମ୍ରାଟ ଖୁବ୍‌ ଶୀଘ୍ର ନୂଆ ଫିଲ୍ମ ‘ହାଥୀ ମେରେ ସାଥୀ’ରେ ନଜର ଆସିବେ। ଏଥିରେ ବାହୁବଳୀ ଷ୍ଟାର ରାଣା ଦଗ୍ଗୁବାତୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହି ନୂଆ ଫିଲ୍ମର ପୋଷ୍ଟର ସାମ୍ନାକୁ ଆସିଛି। ପୋଷ୍ଟରରେ ପୁଲକିତଙ୍କୁ ହାତୀ ସହ ଦେଖିବାକୁ ମିଳିଛି।…

ଯୁବପିଢ଼ିଙ୍କୁ ଏବେ ପାଗଳ କରୁଛନ୍ତି ତାରା ସୁତାରିୟା, ମାଳଦ୍ୱୀପ ଯାଇ ଇନ୍‌ଷ୍ଟାଗ୍ରାମରେ ଛାଡ଼ିଲେ ଏଭଳି ବୋଲ୍ଡ ଫଟୋ

‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର ୨’ ଏବଂ ‘ମରଜାଁଓ୍ଵା’ ଫିଲ୍ମରେ ଧୁମ୍‌ ମଚାଇଥିବା ବଲିଉଡ୍‌ ଆକ୍ଟ୍ରେସ୍‌ ତାରା ସୁତାରିୟାଙ୍କୁ କିଏ ବା ନ ଜାଣେ। ଏବେ ସେ ଯୁବପିଢ଼ିଙ୍କୁ ମତୁଆଲା କରୁଛନ୍ତି। ନିକଟରେ ତାରା ଛୁଟିର ମଜା ନେବା ପାଇଁ ପହଞ୍ଚିଥିଲେ ମାଳଦ୍ୱୀପ, ଯେଉଁଠି ସେ ଖୁବ୍‌ ମସ୍ତି କରିଥିଲେ।…

ପୁଣିଥରେ ବେବି ବମ୍ପ୍‌ ସହ ସୋସିଆଲ ମିଡିଆରେ ନଜର ଆସିଲେ କଲ୍‌କି କୋଚଲିନ୍‌

ଫିଲ୍ମ ଅଭିନେତ୍ରୀ କଲ୍‌କି କୋଚଲିନ୍‌ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ପୁଣିଥରେ ସେ ନିଜ ବେବି ବମ୍ପ୍‌ ସହ ସୁନ୍ଦର ଫଟୋଶୁଟ୍‌ କରାଇଛନ୍ତି। କଲ୍‌କି ନିଜ ବୟଫ୍ରେଣ୍ଡ ଇସ୍ରାଏଲି ପିୟାନୋ ପ୍ଲେୟାର ଗେ ହର୍ଶବର୍ଗଙ୍କ ପ୍ରଥମ ପିଲାର ମା’ ହେବାକୁ ଯାଉଛନ୍ତି। ଅକ୍ଟୋବର ମାସରେ ସେ ପ୍ରଥମ ଥର…