୬୦ ବର୍ଷରେ ଦ୍ୱିତୀୟ ବିବାହ କଲେ ଆଶିଷ ବିଦ୍ୟାର୍ଥୀ, ରୂପାଲି ବରୁଆଙ୍କୁ କଲେ ଜୀବନସାଥୀ
ହିନ୍ଦୀ ସମେତ ପ୍ରାୟ ୧୧ଟି ଭାଷାର ଚଳଚ୍ଚିତ୍ରରେ କାମ କରିଥିବା ବରିଷ୍ଠ ଅଭିନେତା ଆଶିଷ ବିଦ୍ୟାର୍ଥୀ ୬୦ ବର୍ଷରେ ଦ୍ୱିତୀୟ ବିବାହ କରିଛନ୍ତି। ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ନାମ ରୂପାଲି ବରୁଆ। ଏବେ ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ରୂପାଲି ବରୁଆ ଆସାମର ବାସିନ୍ଦା। ଦୁହେଁ…