Browsing Tag

bollywood news

ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ ଅବସ୍ଥା ସଙ୍କଟାପନ୍ନ, ୧୫ ଦିନ ହେବ ହସ୍ପିଟାଲରେ ଭର୍ତ୍ତି

ବଲିଉଡ୍‌ର ଭେଟେରାନ ଅଭିନେତା ବିକ୍ରମ ଗୋଖଲେ ଗତ ୧୫ ଦିନ ହେବ ପୁଣେର ଦୀନାନାଥ ମଙ୍ଗେଶକର ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ରିପୋର୍ଟ ମୁତାବକ, ଅଭିନେତା ପୁଣେରେ ନିଜ ପତ୍ନୀଙ୍କ ସହ ରୁହନ୍ତି। ଯଦିଓ ବିକ୍ରମ ଗୋଖଲେଙ୍କ ପରିବାର ତରଫରୁ ଏ ପର୍ଯ୍ୟନ୍ତ…

ମର୍ଡର ମିଷ୍ଟ୍ରୀକୁ ନେଇ ‘ଗୋବିନ୍ଦା ନାମ ମେରା’ର ଟ୍ରେଲର ଲଞ୍ଚ୍‌; କମେଡି ଅବତାରରେ ନଜର ଆସିଲେ ଭିକ୍କି, କିଆରା ଓ…

କମେଡି ଡ୍ରାମା ଫିଲ୍ମ ‘ଗୋବିନ୍ଦା ନାମ ମେରା’ର ଟ୍ରେଲର ରବିବାର ରିଲିଜ୍‌ ହୋଇଛି। ଫିଲ୍ମକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଥିଲା। ଏଥିରେ ଭିକ୍କି କୌଶଲ, କିଆରା ଆଡ୍‌ଭାଣୀ ଓ ଭୂମି ପେଡନେକର ମୁଖ୍ୟ ଭୂମିକାରେ ଅଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଶଶାଙ୍କ ଖେତାନ କରିଛନ୍ତି। ଧର୍ମା…

ନିଆଁକୁ ଡେଇଁ ତବସୁମ୍‌ଙ୍କ ଜୀବନ ବଞ୍ଚାଇଥିଲେ ଅମିତାଭ ବଚ୍ଚନ, ଅଭିନେତ୍ରୀ ନିଜେ ବଖାଣିଥିଲେ ସେଦିନର ଛାତିଥରା କଥା…

ଭେଟେରାନ୍ ଅଭିନେତ୍ରୀ ତବସୁମ୍ ଗୋଭିଲ୍ ଆଉ ଏହି ଦୁନିଆରେ ନାହାନ୍ତି। ରିପୋର୍ଟ ମୁତାବକ, ୭୮ ବର୍ଷୀୟା ଅଭିନେତ୍ରୀଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ହଠାତ୍ ତାଙ୍କ ମୃତ୍ୟୁରେ ପୂରା ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ଅଭିନେତ୍ରୀ ହେବା ସହିତ ଆଙ୍କର୍ ଏବଂ ଟିଭି ହୋଷ୍ଟ ମଧ୍ୟ…

ତବସୁମଙ୍କ ଶେଷ ଇଚ୍ଛା ହେଲା ପୂର୍ଣ୍ଣ, ମା’ର କଥା ରଖି ମରିବାର ୨ ଦିନ ଯାଏଁ କାହାକୁ କହିନଥିଲେ ପୁଅ

ଦୂରଦର୍ଶନରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଶୋ ‘ଫୁଲ ଖିଲେ ହେଁ ଗୁଲସନ ଗୁଲସନ’କୁ ୨୦ ବର୍ଷ ଧରି ହୋଷ୍ଟ କରିଥିବା ବଲିଉଡର ଅଭିନେତ୍ରୀ ତବସୁମଙ୍କ ପରଲୋକ ହୋଇଛି । ତବସୁମ ୭୮ ବର୍ଷ ବୟସରେ ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି । ଖବର ଅନୁଯାୟୀ, ତବସୁମଙ୍କର ହୃଦଘାତ ହୋଇଥିଲା ।…

ପଞ୍ଜାବର ପପୁଲାର ସିଙ୍ଗର ବବ୍ଦୁ ମାନ୍‌ଙ୍କୁ ହତ୍ୟା ଧମକ, ସୁରକ୍ଷା ବଢ଼ାଇଲା ପୋଲିସ

କେନ୍ୟୁଜ୍‌: ଦିନକୁ ଦିନ ପଞ୍ଜାବ ପାଲଟି ଗଲାଣି ଅପରାଧୀ ଙ୍କ ଆଡ୍ଡା । ନିର୍ଭୟରେ ବୁଲୁଛନ୍ତି ଅପରାଧ ଶ୍ରେଣୀର ଲୋକ । ଚଳିତ ବର୍ଷ ପପୁଲାର ସିଙ୍ଗର ସିଦ୍ଧୁ ମୁସେଓ୍ଵାଲାଙ୍କ ହତ୍ୟା ପରେ ବି ଚେତିନି ପୋଲିସ ପ୍ରଶାସନ । ଏବେ ପୁଣି ଜଣେ କଳାକାରଙ୍କୁ ମିଳିଛି ହତ୍ୟା ଧମକ । । ଏହି ହତ୍ୟାଧମକ…

ଅକ୍ଷୟ କୁମାରଙ୍କ ପ୍ରତି ରାମ ଚରଣଙ୍କ ସମ୍ମାନ ଦେଖି ଫ୍ୟାନ୍ସ ଖୁସିରେ ବିଭୋର,ଭିଡିଓ ହେଲା ଭାଇରାଲ

କେନ୍ୟୁଜ୍‌: ଆଜି କାଲି ସୋସିଆଲ ମିଡିଆରେ ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର ଏବଂ ତେଲୁଗୁ ସୁପର ଷ୍ଟାର ରାମ ଚରଣଙ୍କ ଭିଡିଓ ଜୋର ସୋରରେ ଭାଇରାଲ ହେଉଛି । ଏହି ଦୁଇ ସୁପରଷ୍ଟାରଙ୍କୁ ଗୋଟିଏ ଇଭେଣ୍ଟରେ ଏକାଠି ଦେଖିବାକୁ ମିଳିଥିଲା । ତାଙ୍କର ଏହି ଭିଡିଓଟି କଣ ପାଇଁ ଭାଇରାଲ ହେଉଛି ? କାହିଁକି…

୧୭ ବର୍ଷରେ ଜିତିଥିଲେ ମିସ୍‌ ଇଣ୍ଡିଆ ଟାଇଟଲ, ଏବେ କେଉଁଠି ଅଛନ୍ତି ଅଶୀ ଦଶକର ଏହି ବଲିଉଡ ବିଉଟି କୁଇନ୍‌ ମିନାକ୍ଷୀ…

କେନ୍ୟୁଜ୍‌ : ୮୦ଏବଂ ୯୦ ଦଶକ ଜମାନାର ଚର୍ଚ୍ଚିତ ଅଭିନେତ୍ରୀ ମିନାକ୍ଷୀ ଶେଷାଦ୍ରୀଙ୍କ ଜନ୍ମ ଦିନରେ ତାଙ୍କୁ ଅନେକ ଶୁଭେଚ୍ଛା ଏବଂ ଶୁଭ କାମନା । ଏବେ ମୀନାକ୍ଷୀ ୫୮ ବର୍ଷରେ ପଦାର୍ପଣ କଲେଣି । ମୀନାକ୍ଷୀଙ୍କ ଫିଲ୍ମ କ୍ୟାରିଅରରେ ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଦେଇ ଦର୍ଶକଙ୍କ ମନରେ ଘର…

ସତ ମାନିଗଲେ ଶୁଭମନ୍‌ ଗିଲ, ସାରା ଅଲ୍ଲୀଙ୍କ ସହିତ କରୁଛନ୍ତି ଡେଟ୍‌

କେନ୍ୟୁଜ୍‌: ଗୁଜବ ଏବେ ସତ ହୋଇଯାଇଛି, ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ସହିତ ଡେଟ୍‌ରେ ଅଛନ୍ତି ଯୁବ କ୍ରିକେଟର ଶୁଭମନ ଗିଲ । ଗୋଟଏ ଟକ୍‌ ଶୋରେ ନିଜେ ଶୁଭମନ ତାଙ୍କ ରିଲେଶନ ବିଷୟରେ କହିଛନ୍ତି । ଅନେକ ଆଗରୁ ଏହି ଦୁଇ ଜଣଙ୍କୁ ନେଇ ଫ୍ୟାନ୍ସ ମଧ୍ୟରେ ଚର୍ଚ୍ଚା ହେଉଥିଲା । ଏମାନଙ୍କ…

ଫ୍ୟାନଙ୍କୁ ଅସୁସ୍ଥ ହେବାର ଦେଖି ଷ୍ଟେଜ୍‌ରୁ ଓହ୍ଲେଇ ଆସିଲେ ବରୁଣ ଧାଓ୍ଵନ ଏବଂ ପାଣି ପିଆଇଲେ,ଭିଡ଼ିଓ ହେଉଛି ଭାଇରାଲ

କେନ୍ୟୁଜ୍‌: ଆଜି କାଲି ବରୁଣ ଧାଓ୍ଵନ ଏବଂ କ୍ରିତି ସାନନ ତାଙ୍କର ଆଗାମୀ ଫିଲ୍ମ ‘ଭେଡ଼ିଆ’ର ପ୍ରମୋଶନ ପାଇଁ ଜୋର ସୋରରେ ଲାଗିଛନ୍ତି । ତାଙ୍କର ଫିଲ୍ମର ପ୍ରମୋଶନ ପାଇଁ ଦୁଇ ତାରକା ଜୟପୁର ଯାଇଥିବା ବେଳେ ଏମିତି ଏକ ଘଟଣା ଘଟିଥିଲା,ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।…

ବଲିଉଡରେ ଶୋକ, ଚାଲିଗଲେ ଆମିରଙ୍କ ସହିତ ଫିଲ୍ମ ‘ସରଫରୋସ’ରେ ଅଭିନୟ କରିଥିବା ସୁନୀଲ ସିନ୍ଧେ

ହିନ୍ଦୀ ଏବଂ ମରାଠୀ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତା ସୁନୀଲ ସିନ୍ଧେଙ୍କ ପରଲୋକ ହୋଇଛି। ୭୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସୁନୀଲ । ତାଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ସୁନୀଲ ଆମିର ଖାନଙ୍କ ସହିତ ଫିଲ୍ମ ‘ସରଫରୋସ’, ଗାନ୍ଧିରେ ଅଭିନୟ କରିଥିଲେ। ଏହାଛଡା…

ରାଖୀ ସାଓ୍ଵନ୍ତଙ୍କୁ ନେଇ ପୁଣି ଚର୍ଚ୍ଚା, ବୟଫ୍ରେଣ୍ଡ ଆଦିଲ ଖାନ୍‌ଙ୍କ ବିରୋଧରେ ଦାଖଲ କଲେ ଏଫଆଇଆର୍‌ ?

ଅଭିନେତ୍ରୀ ରାଖୀ ସାଓ୍ଵନ୍ତ ସର୍ବଦା କିଛି ନା କିଛି କଥାନୁ ନେଇ ବଲିଉଡରେ ଚର୍ଚ୍ଚାରେ ଥାଆନ୍ତି । ନିଜର ବିବାହ ପାଇଁ ହେଉ ବା କାହାକୁ କମେଟ କରି ହେଉ । ସର୍ବଦା ସେ ସୋସିଆଲ ମିଡିଆ ଖବରରେ ଥାଆନ୍ତି । ଏଥର ମଧ୍ୟ ନିଜର ବୟଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ବୟଫ୍ରେଣ୍ଡଙ୍କ ସହ…

ଗୋଟିଏ ଫିଲ୍ମରେ ଚାରି ଜଣ ବଡ଼ ଷ୍ଟାର, ଏଥର ଧମାଲ ମଚାଇବ ମିଥୁନ,ସନ୍ନି ଦେଓ୍ଵଲ,ଜ୍ୟାକି ଏବଂ ସଞ୍ଜୁ ବାବାଙ୍କ ନୂଆ ଫିଲ୍ମ

କେନ୍ୟୁଜ୍‌: ବଲିଉଡର ୮୦ ଦଶକରେ ଏହି ସୁପରଷ୍ଟାର ମାନଙ୍କର ଫିଲ୍ମକୁ କିଏ ବା ଭୁଲି ପାରିବ । ଏହି ଷ୍ଟାରମାନଙ୍କର ଆକ୍ସନ ଏବଂ ଥ୍ରିଲର ଭରା ଫିଲ୍ମରେ ଦର୍ଶକ ଝୁମିଯାଉଥିଲେ । ଏବେ ପୁଣି ଏହି ଚାରି ଷ୍ଟାର ଆସୁଛନ୍ତି ଏକବଡ଼ ପ୍ରୋଜେକ୍ଟରେ । ଏହି ସିନେମାର ସୁଟିଂ ଆରମ୍ଭ ହୋଇଯାଇଥିବା…