ଆଜି ହେବ ପଦ୍ମଶ୍ରୀ ପଙ୍କଜ ଉଧାସଙ୍କ ଅନ୍ତିମ ସଂସ୍କାର, ଝିଅ ଦେଲେ ସୂଚନା
ଲୋକପ୍ରିୟ ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ ସମସ୍ତଙ୍କୁ ଚକିତ କରିଛି । ମାତ୍ର ୭୨ ବର୍ଷ ବୟସରେ ଶେଷ ନିଶ୍ୱାସ ନେଇଛନ୍ତି ଲୋକପ୍ରିୟ ଗାୟକ । ଗତକାଲି ସକାଳ ୧୧ଟାରେ ତାଙ୍କ ମୃତ୍ୟୁ ହୋଇଛି । ତେବେ ଆଜି ଅପରାହ୍ନ ୩ଟାରୁ ୫ ଟା ମଧ୍ୟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ତାଙ୍କ ଝିଅ…