ବଲିଉଡ୍ ଷ୍ଟାର ନୱାଜୁଦ୍ଦିନ ସିଦ୍ଦିକିଙ୍କର ଜନ୍ମଦିନ, ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଉଛନ୍ତି ଫ୍ୟାନ୍ସ
ବଲିଉଡ୍ ଷ୍ଟାର ନୱାଜୁଦ୍ଦିନ ସିଦ୍ଦିକି ଆଜି ୫୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ନୱାଜଙ୍କ ଜନ୍ମଦିନରେ, ବଲିଉଡ୍ ଷ୍ଟାରଙ୍କ ସମେତ ଅନେକ ପ୍ରଶଂସକ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କ କ୍ୟାରିଅରରେ, ନୱାଜୁଦ୍ଦିନ ଏପର୍ଯ୍ୟନ୍ତ ୧୧୪ ରୁ ଅଧିକ ଫିଲ୍ମ ଏବଂ ଧାରାବାହିକରେ…