Browsing Tag

bollywood vicky kaushal and katrina kaif

ବାହାଘର ପାଇଁ ଭିକ୍କିଙ୍କ ସାମ୍ନାରେ ସର୍ତ୍ତ ରଖିଥିଲେ କ୍ୟାଟ୍ରିନା, ରାଜି ହେବା ପରେ ହୋଇଛି ବିବାହ

ବଲିଉଡ୍ ଅଭିନେତା ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍ ଡିସେମ୍ବର ୯ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ସେଲିବ୍ରିଟି ଯୋଡ଼ି ରାଜସ୍ଥାନର ସିକ୍ସ ସେନସେସ ଫର୍ଟରେ ଗ୍ରାଣ୍ଡ ୱେଡିଂ କରିଛନ୍ତି। ଏମାନଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। କିନ୍ତୁ ବୋଧେ…

କ୍ୟାଟ୍ରିନା-ଭିକିଙ୍କ ସଂଗୀତରେ ବାଜିବନି ରଣବୀର କପୁରଙ୍କ କୌଣସି ବି ଗୀତ, ଜାଣନ୍ତୁ କାହିଁକି

କ୍ୟାଟ୍ରିନା କେଫ୍‌ ଏବଂ ଭିକି କୌଶଲଙ୍କ େଓ୍ଵଡିଙ୍ଗ ଭେନ୍ୟୁ ପହଁଚିବା ପରେ ବିବାହର ସବୁ ରୀତିନୀତି ଆରମ୍ଭ ହୋଇଗଲାଣି। ଆଜି ଅର୍ଥାତ୍‌ ୭ ଡିସେମ୍ବରରେ ଭିକି-କ୍ୟାଟ୍ରିନାଙ୍କର ହଲଦି ଏବଂ ମେହେନ୍ଦୀ ସେରେମୋନି ଅଛି। ୮ ଡିସେମ୍ବରରେ ଭିକି ଏବଂ କ୍ୟାଟ୍ରିନାଙ୍କର ସଂଗୀତ ସେରେମୋନି ହେବ। ଖବର…

କ୍ୟାଟ୍ରିନାଙ୍କୁ ବିବାହ କରିବା ଖବର ମଝିରେ ଭିକ୍କି କୌଶଲଙ୍କ ବଡ଼ ଖୁଲାସା, କହିଲେ- ‘ଭୂମି ପେଡନେକର ମୋ…

ଆଉ ମାତ୍ର କିଛି ଦିନ ପରେ କ୍ୟାଟ୍ରିନା କେଫଙ୍କ ହାତ ଧରିବାକୁ ଯାଉଛନ୍ତି ବଲିଉଡ ଷ୍ଟାର ଭିକ୍କି କୌଶଲ। ତେବେ ଇତି ମଧ୍ୟରେ ଭିକ୍କି ଏକ ବଡ଼ ଖୁଲାସା କରିଛନ୍ତି। ଭିକ୍କି କହିଛନ୍ତି ଯେ ଭୂମି ପେଡନେକର ହେଉଛନ୍ତି ତାଙ୍କ ପତ୍ନୀ। ଏହି ଖବର ଶୁଣି ଆପଣ ଭାବୁଥିବେ ଯେ ଯଦି ଭୂମି ହେଉଛନ୍ତି…

ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର: କ୍ୟାଟ୍ରିନା କୈଫ୍‌ଙ୍କ ସହ ନିର୍ବନ୍ଧକୁ ନେଇ ମୁହଁ ଖୋଲିଲେ ଭିକ୍କି କୌଶଲ

ଉରି ଫେମ୍‌ ଭିକ୍କି କୌଶଲ ଏବେ ନିଜ ଆଗାମୀ ଫିଲ୍ମ ‘ସର୍ଦ୍ଦାର ଉଧମ୍‌’କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମକୁ ନେଇ ଭିକ୍କିଙ୍କୁ ଦର୍ଶକେ ବେଶ୍‌ ପ୍ରଶଂସା କରୁଛନ୍ତି। ଫ୍ୟାନ୍‌ଙ୍କ ଠାରୁ ଆରମ୍ଭ କରି କ୍ରିଟିକ୍ସଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଫିଲ୍ମକୁ ଭୁରି ଭୁରି ପ୍ରଶଂସା…

ଭିକି କୌଶଲ ଏବଂ କ୍ୟାଟ୍ରିନାଙ୍କ ସମ୍ପର୍କକୁ ନେଇ ମିଳିଲା ସୂଚନା, ଦୁହେଁ ଅଛନ୍ତି ଏକାଠି

ବଲିଉଡ଼ ଆକ୍ଟର ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ସମ୍ପର୍କକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା।ସୋସିଆଲ ମିଡିଆରେ ହୋଇଥିବା ପୋଷ୍ଟକୁ ନେଇ ଏହି ଚର୍ଚ୍ଚା ଆରମ୍ଭ ହୋଇଛି। ଦୁଇ କଳାକାର ନିଜର ଲାଟେଷ୍ଟ ଫଟୋକୁ ସବୁବେଳେ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି। ଏହି ପୋଷ୍ଟରେ ଅନେକ ଲାଇକ ଏବଂ କମେଣ୍ଟ…