ବଲିଉଡର ଲୋକପ୍ରିୟ ପ୍ରଯୋଜକ ଧୀରଜଲାଲ ଶାହାଙ୍କ ପରଲୋକ, କୋଭିଡ ଯୋଗୁଁ ବିଗିଡିଥିଲା ସ୍ୱାସ୍ଥ୍ୟାବସ୍ଥା
ବଲିଉଡ ପାଇଁ ଦୁଃଖଦ ଖବର । ୯୦ ଦଶକର ଲୋକପ୍ରିୟ ବଲିଉଡର ପ୍ରଯୋଜକ ଧୀରଜଲାଲ ଶାହାଙ୍କ ପରଲୋକ ହୋଇଛି । ମୁମ୍ବାଇର ଏକ ହସପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା । ଦୀର୍ଘଦିନରୁ ଅସୁସ୍ଥ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ହସପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଧୀରଜଲାଲ ଶାହାଙ୍କ…