Browsing Tag

bollywood

ଓଡ଼ିଆ ପୁଅ ପ୍ରେମ ପରିଜା ବଲିଉଡ଼ର ନୂଆ କମାଣ୍ଡୋ

ରିଲିଜ୍ ହୋଇଛି ଆଗାମୀ ହିନ୍ଦୀ ଆକ୍ସନ୍ ୱେବ୍ ସିରିଜ୍ କମାଣ୍ଡୋର ପ୍ରଥମ ଟିଜର । ଏଥିରେ ଥିବା ଏହି ହିରୋ ହେଉଛନ୍ତି ଜଣେ ଓଡ଼ିଆ ପୁଅ । ଏଥର ମାୟାନଗରୀର ନୂଆ କମାଣ୍ଡୋ ହୋଇଛନ୍ତି ଓଡ଼ିଆ ପୁଅ ପ୍ରେମ ପରିଜା। ବଲିଉଡ଼ ଫିଲ୍ମ କମାଣ୍ଡୋ, ଆକ୍ସନ ହିରୋ ବିଦ୍ୟୁତ ଜାମଓ୍ଵାଲାଙ୍କ ଅଭିନୀତ ଏହି ଫିଲ୍ମ…

ଫିଲ୍ମ ଛାଡିଲା ପରେ ଏବେ ଚାଷରେ ବ୍ୟସ୍ତ ଏହି ଫିଲ୍ମ କଳାକାର, କିଏ ଟମାଟର ଚାଷ କରୁଛନ୍ତି ତ କିଏ ଗୋବର ଉଠାଉଛନ୍ତି

ସମୟ ସମସ୍ତଙ୍କ ପାଇଁ ସମାନ ନଥାଏ । ଏକଦା ରଂଗ ତୁଳୀ ଓ ଆଲୋକର ପରିବେଶରେ ସମୟ କାଟୁଥିବା କଲାକାରଟିଏ ବି ମାଟି -ପାଣି ସହ ଯୋଡି ହୋଇ ଯାଇପାରେ ତାହା ଏଠାରେ ଦେଖିବାକୁ ମିଳେ । ଏକଦା ବଲିଉଡରେ ଲୋକଙ୍କ ହୃଦୟରେ ରାଜ କରୁଥିବା ଏହି ମହାନ କଳାକାରମାନେ ଆଜି ସମ୍ପୁର୍ଣ୍ଣ ଫିଲ୍ମ ଦୁନିଆ ଠାରୁ…

ରିଲିଜ ହୋଇଛି ସିନେମା ସତ୍ୟପ୍ରେମ୍‌ କି କଥା, ରହିଛି ଜବରଦସ୍ତ ଲଭ ଷ୍ଟୋରୀ

କେନ୍ୟୁଜ୍(ବ୍ୟୁରୋ):  କାର୍ତ୍ତିକ ଆରୟନ ଓ କିଆରା ଆଡଭାନୀଙ୍କ ସିନେମା ସତ୍ୟପ୍ରେମ୍‌ କି କଥା ସିନେମା ହଲରେ ରିଲିଜ ହୋଇସାରିଛି । ଏହି ସିନେମାର ଟାଇଟଲ ପୂର୍ବରୁ ସତ୍ୟନାରାୟଣ କି କଥା ରଖାଯାଇଥିଲା । ପରେ ଏହାର ନା ପରିବର୍ତ୍ତନ କରାଯାଇ ସତ୍ୟପ୍ରେମ କି କଥା କରାଯାଇଛି । ଏହା ଏକ ରୋମାଟିଂ…

ବକ୍ସ ଅଫିସକୁ ଆସୁଛି ସିନେମା ରକି ଓର ରାନି କି ପ୍ରେମ କାହାନି, ପୁଣି ନଜର ଆସିବେ ଆଲିଆ ଓ ରଣବୀର

କେନ୍ୟୁଜ୍(ବ୍ୟୁରୋ): କରନ ଜୋହର ନିର୍ଦ୍ଦେଶନାରେ ବକ୍ସ ଅଫିସକୁ ଆସୁଛି ସିନେମା ରକି ଓର ରାନି କି ପ୍ରେମ କାହାନି । ଏଥିରେ ଆଲିଆ ଭଟ୍ଟ ଓ ରଣବୀର ସିଂଙ୍କ ଯୋଡ଼ିକୁ ଦେଖିବାକୁ ମିଳିବ । କରନ ଜୋହର ବେନର ଓ ଧର୍ମା ପ୍ରଡକସନରେ ରିଲିଜ ହେବାକୁ ଯାଉଛି ଏହି ରୋମାଣ୍ଟିକ କମେଡି ଫ୍ୟାମେଲି ଡ୍ରାମା…

ରିଲିଜ ହେଲା କଙ୍ଗନା ରନାୱତଙ୍କ ସିନେମା ଏମରଜେନ୍ସିର ଟିଜର, ୨୪ ନଭେମ୍ବରରୁ ପରଦାରେ

କେନ୍ୟୁଜ୍(ବ୍ୟୁରୋ):  ‘ମୁଝେ ଇଶ ଦେଶକି ରକ୍ଷା କରନେ ସେ କୋଇ ନେହିଁ ରୋକ ସକତା, ଇଣ୍ଡିଆ ଇଜ ଇନ୍ଦିରା ଏଣ୍ଡ ଇନ୍ଦିରା ଇଜ ଇନ୍ଦିରା’ ଏପରି ଦମଦାର ଡାଏଲଗରେ କମ୍ପି ଉଠିବ ବକ୍ସ ଅଫିସ । ସେଦିନ ୧୯୭୫ ଜୁନ ୨୫ । ଠିକ ଆଜିର ଦିନ । ଭାରତ ଇତିହାସର ଅନ୍ଧାରି ମୂହୁର୍ତ୍ତ ଚାଲି ଆସିଥିଲା । କଙ୍ଗନା…

୮୭ରେ ବଲିଉଡର ଦାଦୀ ମା ସୁଷମା, ‘ହମଲୋଗ’ ଦେଇଥିଲା ପରିଚୟ

କେନ୍ୟୁଜ୍(ବ୍ୟୁରୋ): କେବେ ଦାଦୀ ମା, ତ କେବେ ମା ଭୂମିକାରେ ନଜର ଆସିଥିଲେ ଏହି ଅଭିନେତ୍ରୀ । ବୟସର ଅପରାହ୍ନରେ ଏଣ୍ଟ୍ରି ମାରିଥିଲେ ବଲିଉଡରେ । ତଥାପି ତାଙ୍କ ଅଭିନୟ ଦର୍ଶକ ବେଶ ଅଧିକ ପସନ୍ଦ କରିଥିଲେ । ଆଉ ସେ ବନି ଯାଇଥିଲେ ବଲିଉଡ ଷ୍ଟାର । ଏମିତି ଅନେକ ଫିଲ୍ମ ରହିଛି ଯେଉଁଥିରେ ତାଙ୍କର…

ଧର୍ମାନ୍ତରଣ ପାଇଁ ବଲିଉଡ ଦାୟୀ, ବ୍ରାହ୍ମଣଙ୍କ ସହ ଭଲ ସମ୍ପର୍କ ରଖନ୍ତୁ ମୁସଲମାନ : ନିୟାଜ ଖାନ୍‌

ନୂଆଦିଲ୍ଳୀ : ଦେଶରେ ଏବେ ଧର୍ମାନ୍ତରଣ ବିଷୟ ସବୁରି ମୁହଁରେ । ଏହାକୁ ନେଇ ମୁହଁ ଖୋଲିଛନ୍ତି ମଧ୍ୟପ୍ରଦେଶ କାଡର ଆଇଏଏସ୍‌ ଅଧିକାରୀ ନିଆଜ ଖାନ୍‌ । ଧର୍ମାନ୍ତରଣ ସମ୍ପର୍କରେ କହିବାକୁ ଯାଇ ନିୟାଜ ଖାନ କହିଛନ୍ତି ଯେ ଏଥିପାଇଁ ବଲିଉଡ ଦାୟୀ । ଏସବୁ ସେଇଠୁ ଆରମ୍ଭ ହୋଇଛି । ଧର୍ମାନ୍ତରଣ…

ଭଗବାନ ଶିବଙ୍କ ଅବତାରରେ ନଜର ଆସିବେ ଅକ୍ଷୟ କୁମାର, ରିଲିଜ ହେବ ‘ଓ ମାଇଁ ଗଡ ୨’

(କେନ୍ୟୁଜ ବ୍ୟୁରୋ): ୨୦୧୨ ମସିହାରେ ରିଲିଜ ହୋଇଥିବା ଅକ୍ଷୟ କୁମାର ଏବଂ ପରେଶ ରାଓ୍ଵଲଙ୍କ ‘ଓ ମାଇଁ ଗଡ’ଫିଲ୍ମ ହିଟ ପ୍ରମାଣିତ ହୋଇଥିଲା । ‘ଓ ମାଇଁ ଗଡ’ ସଫଳତାର ୧୧ ବର୍ଷ ପରେ ଅକ୍ଷୟ କୁମାର ‘ଓ ମାଇଁ ଗଡ ୨’ରେ ନଜର ଆସିବେ । ‘ଓ ମାଇଁ ଗଡ ୨’ରେ ଅକ୍ଷୟ ଭଗବାନ ଶିବଙ୍କ ଅବତାରରେ ନଜର ଆସିବେ…

ଆଦିପୁରୁଷ: ପ୍ରତ୍ୟେକ ସିନେମା ହଲରେ ଶ୍ରୀ ହନୁମାନଙ୍କ ପାଇଁ ରହିବ ଗୋଟିିଏ ସିଟ ରିଜର୍ଭ, ମେକର୍ସଙ୍କ ବଡ଼ ଘୋଷଣା

(କେନ୍ୟୁଜ ବ୍ୟୁରୋ): ପ୍ରଭାସ ଫ୍ୟାନ୍ସ ମାନଙ୍କ ପାଇଁ ଚଳିତ ମାସ ଖାସ ହେବାକୁ ଯାଉଛି । ଦୀର୍ଘ ସମୟ ଅପେକ୍ଷାର ଅନ୍ତ ପରେ ଚଳଚ୍ଚିତ୍ର ଆଦିପୁରୁଷ ୧୬ ଜୁନରେ ରିଲିଜ ହେବ । ରାମାୟଣ କାହାଣୀ ଉପରେ ପର୍ଯ୍ୟବେସିତ ଆଦିପୁରୁଷ ଚଳଚ୍ଚିତ୍ର ରିଲିଜ ପୂର୍ବରୁ ମେକର୍ସ ଏକ ବଡ଼ ଘୋଷଣା କରିଛନ୍ତି । ଫିଲ୍ମ…

ଆଜିବି ସଙ୍ଗୀତ ପ୍ରେମୀଙ୍କ ମନରେ ସତେଜ ବଲିଉଡ ପ୍ଲେ ବ୍ୟାକ ସିଙ୍ଗର କ୍ରିଷ୍ଣା କୁମାର

କେନ୍ୟୁଜ୍‌(ବ୍ୟୁରୋ): ତଡପ ତଡପ କେ ଇସି ଦିଲ ସେ ଆହା ନିକଲ ତି ରହି ମୁଝକୋ ସଜା ଦି ପ୍ୟାର କି..ଏସା କିଆ ଗୁନା କିୟା..ତ ଲୁଟ୍‌ ଗଏ ହାଁ ଲୁଟ ଗଏ.. ହମ..ତେରି ମହବତ ମେଁ । ହମ ଦିଲ ଦେ ଚୁକେ ସନମର ଏହି ଗୀତ ଆଜିବି ସମସ୍ତଙ୍କ ମନରେ ସାଇତା ହୋଇ ରହିଛି । ଏହି ଗୀତ ସବୁବେଳେ ମନେ ପକାଇଥାଏ…

ବିବାହ ପରେ ପ୍ରଥମ ଫିଲ୍ମରେ ଏକାଠି ନଜର ଆସିବେ କିଆରା ଓ ସିଦ୍ଧାର୍ଥ : ଖୁବଶୀଘ୍ର ଆରମ୍ଭ ହେବ ସୁଟିଂ

(କେନ୍ୟୁଜ ବ୍ୟୁରୋ): କିଆରା ଆଡଓ୍ଵାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ବଲିଉଡର ଚର୍ଚ୍ଚିତ ଯୋଡ଼ି ମଧ୍ୟରୁ ଅନ୍ୟତମ । ଚଳିତ ବର୍ଷ ଫେବୃଆରୀ ମାସରେ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ଦୁଇ ଜଣଙ୍କ ବିବାହରେ ଖୁବ ଖୁସି ଥିଲେ ପ୍ରଶଂସକ । ଏହି ଯୋଡ଼ିଙ୍କୁ ପୁଣି ଥରେ ପରଦାରେ ଦେଖିବା…

୧୬ବର୍ଷ ବୟସରେ ହରାଇଥିଲେ ଗୋଡ଼, ଆଜି ଇଣ୍ଡଷ୍ଟ୍ରିର ସବୁଠୁ ଦାମୀ ଅଭିନେତ୍ରୀ

କେନ୍ୟୁଜ୍‌(ବ୍ୟୁରୋ): କୁହାଯାଏ ଦୃଢ ଇଚ୍ଛାଶକ୍ତି ବଳରେ ସବୁକିଛି ସମ୍ଭବ ହୋଇଥାଏ । ଅସାଧ୍ୟକୁ ବି ସାଧ୍ୟ କରିହୁଏ । ଯାହାକୁ ଆମେ ଅସମ୍ଭବ ବୋଲି ଭାବିଥାଉ, ସେହିକାମ ଆମପାଇଁ ସମ୍ଭବ ହୋଇ ରହିଥାଏ । କଠିନ କାର୍ଯ୍ୟ ଆମପାଇଁ ସହଜ ହୋଇଯାଏ । ଆମ ଜୀବନରେ ଅନେକ ବାଧା ବିଘ୍ନ ଆସିଥାଏ ।…