Browsing Tag

bollywood

ବେଡ୍‌ ରେ ବିଶ୍ରାମ ନେଇ ନିଜ ଶିଶୁର ଯତ୍ନ ନେଉଛନ୍ତି ବଲିଉଡ ଅଭିନେତ୍ରୀ ଇଲିଆନା ଡି କ୍ରୁଜ୍‌

କେନ୍ୟୁଜ୍‌(ବ୍ୟୁରୋ): ବଲିଉଡ ଅଭିନେତ୍ରୀ ଇଲିଆନା ଡି କ୍ରୁଜ୍‌ । ଯିଏକି ବହୁଦିନ ହେବ ବଡ଼ ପରଦାରୁ ଦୂରେଇ ରହିଛନ୍ତି । କିନ୍ତୁ ସେ ସବୁବେଳେ ପ୍ରାୟ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି । ନିଜ ସୋସିଆଲ ମିଡିଆ ପୋଷ୍ଟ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଗତ…

ବଲିଉଡର ଚକଲେଟ ହିରୋ ଋଷି କପୁର, ୧୫୦ରୁ ଅଧିକ ସିନେମାରେ କରିଛନ୍ତି ଅଭିନୟ

କେନ୍ୟୁଜ୍‌(ବ୍ୟୁରୋ): ପ୍ୟାର ହୁଆ ଏକ ରାର୍‌ ହୁଆ ହେ….ପ୍ୟାର ସେ ଫିର କିଁଉ ଡରତା ହେ ଦିଲ୍‌ । ବଲିଉଡର ଏହି ଗୀତରେ ପ୍ରଥମ ଥର ପାଇଁ ଶିଶୁ କଳାକାର ଭାବେ ବାପା ରାଜ୍‌ କପୁର ଓ ନରଗିସଙ୍କ ସହ ନଜର ଆସିଥିଲେ ଋଷି କପୁର । କେବେ ଅଶି ଦଶକର ଚକଲେଟ ବୟ ତ କେବେ ଭିଲିଏନ ରଫଲାଲା । କେବେ ବାପା…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ମହିଳାଙ୍କ ଗୀତ, କଣ୍ଠରେ ରହିଛି ନିଆରା ଅନ୍ଦାଜ

କେନ୍ୟୁଜ୍‌(ବ୍ୟୁରୋ) : ବାହାରୋ ଫୁଲୋ ବରସାଓ ମେରା ମେହବୁବୁ ଆୟା ହେ…..ମେରା ମେହବୁବୁ ଆୟା ହେ….ହବାଓ୍ଵ ରାଗିଣୀ ଗାଓ ମେରା ମେହବୁବୁ ଆୟା ହେ…. । ବଲିଉଡର ଏହି ଗୀତରେ ବୃଦ୍ଧ ଜଣଙ୍କୁ ଗୀତ ଗାଉଥିବାର ଦେଖି ଟିକିଏ ରହି ଯିବାକୁ ମନ ହୁଏ । ଇଚ୍ଛା ହୁଏ ତାଙ୍କ ଗୀତର ସୁରରେ ଝୁମି ଯିବାକୁ ।…

ଘୋଷଣା ହେଲା ଫିଲ୍ମଫେୟାର ଆଓ୍ଵାର୍ଡ ୨୦୨୩, ଗଙ୍ଗୁବାଇ କାଠିଆଓ୍ଵାଡ଼ି ଶ୍ରେଷ୍ଠ ଚଳଚିତ୍ର  

କେନ୍ୟୁଜ୍‌(ବ୍ୟୁରୋ): ଘୋଷଣା ହୋଇଛି ୬୮ତମ ଫିଲ୍ମଫେୟାର ଆଓ୍ଵାର୍ଡ଼ । ଗଙ୍ଗୁବାଇ କାଠିଆଓ୍ଵାଡ଼ି ଫିଲ୍ମକୁ ମିଳିଛି ଶ୍ରେଷ୍ଠ ଚଳଚିତ୍ର ପୁରସ୍କାର । ଏହାସହ ଏହି ଫିଲ୍ମରେ ଚମତ୍କାର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଆଲିଆ ଭଟ୍ଟ ବାଜି ମାରି ନେଇଛନ୍ତି । ଗଙ୍ଗୁବାଇ କାଠିଆଓ୍ଵାଡ଼ି ଆଉ…

ବଲିଉଡ ଫିଲ୍ମ ସିଟିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ସିରିଏଲ ସୁଟିଂ ସେଟ

ମୁମ୍ବାଇ : ବଲିଉଡ ଫିଲ୍ମ ସିଟିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ | ମୁମ୍ବାଇର ପ୍ରସିଦ୍ଧ ଷ୍ଟୁଡିଓ ଫିଲ୍ମ ସିଟିରେ ସୁଟିଂ ହେଉଥିଲା ଧାରାବାହିକ ‘ଗୁମ୍ ହୈ କିସି କେ ପ୍ୟାର୍’ | ସେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ସେଟରେ ଦିନ ପ୍ରାୟ ସାଢେ ଚାରିଟା ବେଳେ ତଳ…

ସବୁଠୁ ଅଧିକ କର ଦେଉଥିବା ବଲିଉଡ ତାରକା ଅକ୍ଷୟ କୁମାର, ଏପର୍ଯ୍ୟନ୍ତ ରୋଜଗାର କଲେଣି ୩ ହଜାର କୋଟି

କେନ୍ୟୁଜ୍‌(ବ୍ୟୁରୋ): ଅକ୍ଷୟ କୁମାର ବଲିଉଡ ସୁପରଷ୍ଟାର । ଷ୍ଟଣ୍ଡମ୍ୟାନ ଭାବେ ବଲିଉଡରେ ନା କରିଛନ୍ତି । ତାଙ୍କ ଅଭିନୀତ ସିନେମା ଗୁଡ଼ିକରେ ଜବରଦସ୍ତ ଷ୍ଟଣ୍ଡ ଦେଖିବାକୁ ମିଳିଥାଏ । ଏହାସହ ଆକସନର ଧମାକା ଭିରିକି ରହିଥାଏ । ରୋମାନ୍ସ ସହ କମେଡ଼ିର ପଞ୍ଚ ମଧ୍ୟ ଦେଖିବାକୁ ମିଳିଥାଏ ତାଙ୍କ…

ଲଗାନ୍‌ ଫିଲ୍ମର ଅଭିନେତା ଜାଭେଦ ଖାନ୍‌ଙ୍କ ପରଲୋକ, ଥିଲେ ବଲିଉଡର ଜଣାଶୁଣା ଆକଟର

ମୁମ୍ବାଇ : ରାମ ତେରୀ ଗଙ୍ଗା ମୈଲି, ଲଗାନ୍‌, ଅନ୍ଦାଜ ଆପନା ଆପନା, ଚକ୍‌ ଦେ ଇଣ୍ଡିଆ ଭଳି ଅନେକ ସୁପର ହିଟ୍‌ ଫିଲ୍ମରେ ଅଭିନୟ କରିଥିବା ଜାଭେଦ ଖାନ୍‌ ଆମରୋହି ଆଉ ନାହାନ୍ତି । ୭୦ ବର୍ଷ ବୟସରେ ଆଜି ସେ ସବୁଦିନ ପାଇଁ ଆଖି ବୁଜିଛନ୍ତି । ବଲିଉଡ୍‌ର ଏହି ଚରିତ୍ର ଅଭିନେତା ଜାଭେଦ ଶେଷଥର…

ବାପା, ମାଆଙ୍କ ସାମ୍ନାରେ ଅଭିନେତ୍ରୀଙ୍କ Liplock; ୟୁଜର୍ସ କହିଲେ, ଟିକେ ତ ଲଜ୍ଜା କର…

ଫ୍ୟାସନ ଡିଜାଇନର ମସାବା ଗୁପ୍ତାଙ୍କ ଦ୍ୱିତୀୟ ବିବାହ ଏବେ ଚର୍ଚ୍ଚାରେ। ସେ ଅଭିନେତା ସତ୍ୟଦୀପ ମିଶ୍ରାଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ଇଣ୍ଟରନେଟ୍‌ରେ କପଲ୍‌ଙ୍କ ରିସେପ୍ସନର ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ନ୍ୟୁଲିେଓ୍ଵଡ୍‌ କପଲ୍‌ ଲିପ୍‌ଲକ୍‌ କରୁଥିବାର ଦେଖାଯାଉଛନ୍ତି।…

ଓଡ଼ିଆ ଫିଲ୍ମ ‘ଚନ୍ଦ୍ରମା’ ର ଟିଜର ରିଲିଜ୍, ଭୟଙ୍କର ସିନ୍ ଦେଖିଲେ ଛାତି ଥରିଯିବ; ନଜର ପକାନ୍ତୁ

ଓଲିଉଡ ଫିଲ୍ମ ଦମନ ରାଜ୍ୟ ତଥା ରାଜ୍ୟ ବାହାରେ ଖୁବ୍ ପ୍ରଶଂସା ସାଉଣ୍ଟିବା ପରେ ଏବେ ପୁଣି ଏକ ଦମଦାର ଓଡ଼ିଆ ଫିଲ୍ମ ସାମ୍ନାକୁ ଆସିଛି। ନିକଟରେ ନିର୍ଦ୍ଦେଶକ ବିଶ୍ବ ଭୂଷଣ ମହାପାତ୍ରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଚନ୍ଦ୍ରମା’ ର ଟିଜର ରିଲିଜ ହୋଇଛି। ତାମିଲ, ତେଲୁଗୁ ଏବଂ ମାଲାୟଲମ ଭାଷାରେ ଏହି…

କିସ୍‌ ପରିଦର୍ଶନ କରି ଭାବପ୍ରବଣ ହେଲେ ସଚିନ୍‌ ଓ ସୁପ୍ରିୟା, ଆଖିରେ ଲୁହ ଆସିଗଲା

ଭୁବନେଶ୍ୱରେ(କେନ୍ୟୁଜ୍‌) : କାଦମ୍ବିନୀ ସାହିତ୍ୟ ମହୋତ୍ସବରେ ଯୋଗ ଦେବା ପାଇଁ ଆସିଥିବା ବିଶିଷ୍ଟ ଅଭିନେତା ସଚିନ୍‌ ପିଲଗାଁଓକର୍‌ ଏବଂ ତାଙ୍କ ପତ୍ନୀ ବିଶିଷ୍ଟ ମରାଠୀ ଓ ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ ସୁପ୍ରିୟା ପିଲଗାଁଓକର୍‌ ଆଜି କିସ୍‌ ଓ କିଟ୍‌ର ବିଭିନ୍ନ କ୍ୟାମ୍ପସ୍‌ ପରିଦର୍ଶନ…

ଇନ୍‌ଷ୍ଟାଗ୍ରାମରେ କେବଳ ୬ ଜଣଙ୍କୁ ଫଲୋ କରନ୍ତି ଶାହାରୁଖ ଖାନ୍‌, ଜାଣନ୍ତୁ କେଉଁମାନେ ଅଛନ୍ତି କିଙ୍ଗ ଖାନ୍‌ଙ୍କ…

ସବୁ କଳାକାର ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ଶାହାରୁଖ ଖାନ୍‌ ମଧ୍ୟ ସୋସିଆଲ ମିଡିଆରେ ଆକ୍ଟିଭ ଥାଆନ୍ତି । ବଲିଉଡ ଆକ୍ଟର ଏବେ ତାଙ୍କର ଫିଲ୍ମ ‘ପଠାନ’କୁ ନେଇ ବିବାଦରେ ଅଛନ୍ତି । ହେଲେ ସେ ମଧ୍ୟ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତ । ହେଲେ ତାଙ୍କର ଇନ୍‌ଷ୍ଟାଗ୍ରାମ ଫ୍ରେଣ୍ଡ…

ଯେବେ ପ୍ରତିଶୃତି ଓ ପ୍ରେମ ମଝିରେ ଫସିଯାଇଥିଲେ ଗୋବିନ୍ଦା, ନୀଲମଙ୍କୁ କରିବାକୁ ଚାହୁଁଥିଲେ ବିବାହ, ଗୋଟିଏ ଫୋନ୍‌ କଲ୍‌…

ବଲିଉଡ ଅଭିନେତା ଗୋବିନ୍ଦା ନିଜର ପ୍ରଫେସନାଲ ଲାଇଫ ବ୍ୟତୀତ ନିଜର ପର୍ସନାଲ ଲାଇଫକୁ ନେଇ ଅଧିକ ଚର୍ଚ୍ଚାରେ ରୁହନ୍ତି । ୯୦ ଦଶକରେ ଗୋବିନ୍ଦା ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ କରୁଥିଲେ । ତାଙ୍କ ସହ କାମ କରିବା ପାଇଁ ବଡ଼ ବଡ଼ ଅଭିନେତ୍ରୀ ତରସୁ ଥିଲେ । ବିବାହ ପରେ ଗୋବିନ୍ଦାଙ୍କ ନାମ ବହୁ…