Browsing Tag

bollywood

ଜାଣନ୍ତୁ, କେଉଁ ଅଭିନେତ୍ରୀଙ୍କ ବିବାହ ପାଇଁ ମିଥୁନ କରିଥିଲେ ପେଟ ଦରଜର ବାହାନା

ଡିସ୍କୋ ଡ୍ୟାନ୍ସର, ଅଗ୍ନିପଥ ଓ ଡ୍ୟାନ୍ସ ଡ୍ୟାନ୍ସ ଭଳି ଫିଲ୍ମରେ ସୁନ୍ଦର ଅଭିନୟ କରି ପ୍ରଶଂସକଙ୍କ ହୃଦୟ ଜିତିଥିବା ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ବଲିଉଡରେ ଏକ ଭିନ୍ନ ପରିଚୟ ରହିଛି । ଏହା ମଧ୍ୟରେ ମିଥୁନ, ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରୀଙ୍କ ସହ ଏକ ମ୍ୟୁଜିକ୍‌ ଶୋ’ ରେ ଅତିଥି ଭାବେ…

ଏହି ଅଭିନେତ୍ରୀମାନେ ନାମ ବଦଳାଇ ପାଇଛନ୍ତି ସଫଳତା, ଫିଲ୍ମକୁ ଆସିବା ପୂର୍ବରୁ ବଦଳାଇଥିଲେ ନାମ

ବଲିଉଡର ଅଦିକାଂଶ ଅଭିନେତା ଓ ଅଭିନେତ୍ରୀମାନେ ସେବାନଭ୍କର ନାମ ବଦଳାଇଛନ୍ତି । ଫିଲ୍ମକୁ ଆସିବା ର୍ପୂବରୁ ତାଙ୍କର ନାମ ଥିଲା ଭିନ୍ନ । ତେବେ ଫିଲ୍ମୁ ଆସିବାପ ରେ ସେମାନେ ତାଙ୍କର ଅସଲନାମକୁ ବଦଳାଇ ଦେଇଥିଲେ । ମାନ୍ୟତା ଯେ ଅଧିକାଂଶ ଅଭିନେତ୍ରୀ ଜ୍ୟୋତିଷ ପରାମର୍ଶ ଅନୁଯାୟୀ, ସେମାନଙ୍କ ନାମ…

ଜାଣନ୍ତୁ କିଏ ସେହି ପାକିସ୍ତାନୀ ଅଭିନେତ୍ରୀ, ଯାହାଙ୍କ ସହ ଜଡ଼ିତ ସାନିଆ ମିର୍ଜାଙ୍କ ସ୍ୱାମୀଙ୍କ ନାମ

ନଭେମ୍ବର ୨୦୨୧ ରେ, ପାକିସ୍ତାନୀ କ୍ରିକେଟର ତଥା ସାନିଆ ମିର୍ଜାଙ୍କ ସ୍ୱାମୀ ଶୋଏବ ମଲିକ ଏକ ଫଟୋସୁଟ କରିଥିଲେ। ଏଥିରେ ପାକିସ୍ତାନୀ ଅଭିନେତ୍ରୀ ଆୟେଶା ଓମାର ତାଙ୍କ ସହ ଥିଲେ। କୁହାଯାଉଛି ଯେ ଆୟେଶା ଉମର ହେଉଛନ୍ତି ସେହି ମହିଳା ଯାହାଙ୍କ କାରଣରୁ ସାନିଆଙ୍କ ଘର ଭାଙ୍ଗିଛି। ତେବେ କିଏ ଏହି…

ବର୍ତ୍ତମାନ ମାତ୍ର ୫୦ ଟଙ୍କାରେ ଦେଖି ପାରିବେ ଆମାଜନ ପ୍ରାଇମ ଭିଡିଓ, ଜାଣନ୍ତୁ ଟିପ୍ସ

ବର୍ତ୍ତମାନ OTT ପ୍ଲାଟଫର୍ମ ହେବା ପରେ ଅନେକ ଦର୍ଶକ ଏହାକୁ ବ୍ୟବହାର କରୁଛନ୍ତି। କାରଣ ବିଭିନ୍ନ ପ୍ରକାର ସିରିଜ ଏଥିରେ ଦେଖି ହେଉଛି। କିନ୍ତୁ ଏଥି ପାଇଁ ଟଙ୍କା ଦେଇ ସବ୍ସକ୍ରିପ୍ସନ ମଧ୍ୟ କରିବାକୁ ପଡେ। ହେଲେ ବର୍ତ୍ତମାନ ଆପଣଙ୍କ ପାଇଁ ରହିଛି ଭଲ ଖବର। କାରଣ ଆମାଜନ ପ୍ରାଇମ ଭିଡିଓରେ…

ସିନେମା ଦେଖିବା ପାଇଁ ପଇସା ନଥିଲା, ହଲର ଚଟାଣ ଉପରେ ବସି ଦେଖୁଥିଲି ଫିଲ୍ମ, ନିଜ ଜୀବନର ସଂଘର୍ଷମୟ କାହାଣୀ କହିଲେ…

ବିଗ୍‌ ବି ଅମିତାଭ ସବୁବେଳେ ନିଜର ନିରାଡ଼ମ୍ବର ଜୀବନ ପାଇଁ ବେଶ ଜଣାସୁଣା । ମେଗାଷ୍ଟାର ଅମିତାଭ ବଚ୍ଚନ ନିଜର ନିଆରା ଅନ୍ଦାଜ ପାଇଁ ସବୁବେଳେ ପ୍ରଶଂସକଙ୍କ ହୃଦୟକୁ କିଣି ନିଅନ୍ତି । ସେ ତାଙ୍କର ସାଧାରଣ ଜୀବନ ଶୈଳୀ ପାଇଁ ଦର୍ଶକଙ୍କ ପାଖରୁ ସବୁବେଳେ ଭଲପାଇବା ପାଇଥାନ୍ତି । ସେ କେତେବେଳେ…

ଆସୁଛି ‘କେଜିଏଫ୍‌ ଚାପ୍ଟର-୩’, ୟଶ୍‌ ଦେଲେ ଇସାରା, କହିଲେ ଏଥର କିଛି ନୂଆ କରିବି

କନ୍ନଡ଼ ଫିଲ୍ମ ‘କେଜିଏଫ୍‌’ ସିରିଜ ଭାରତୀୟ ସିନେମା ଜଗତରେ ଏକ ଝଡ଼ ସୃଷ୍ଟି କରିଥିଲା। ଦେଶ ବିଦେଶ ସବୁ ଆଡ଼େ ଏହାର ଚର୍ଚ୍ଚା ହେଉଥିଲା । ୨୦୧୮ ରେ ଅସିଥିବା ‘କେଜିଏଫ୍‌’ ଦର୍ଶକଙ୍କ ଭିତରେ ଚହଳ ପକାଇଥିଲା। ଏହି ଫିଲ୍ମକୁ ଦର୍ଶକ ବହୁତ ମାତ୍ରାରେ ପସନ୍ଦ କଲେ। ଠିକ୍‌ ସେହି ପରି ୨୦୨୨ ରେ ଏହାର…

ବେଷ୍ଟିବୁଲର ହାଇପୋଫଙ୍କ୍‌ସନ ରୋଗରେ ପୀଡ଼ିତ ଅଭିନେତା ବରୁଣ ଧାଓ୍ଵନ, ରଖିପାରୁ ନାହାନ୍ତି ନିଜ ଦେହର ସନ୍ତୁଳନ

ଦିନକୁ ଦିନ ଜୀବନଶୈଳୀରେ ପରିବର୍ତ୍ତନ ହେଉଥିବାରୁ ଅନେକ ଲୋକ ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ହେଉଛନ୍ତି। ନୂଆ ନୂଆ ରୋଗ ଉତ୍ପନ ହେଉଛି ଯାହାକୁ କେବେ ଆମେ ଶୁଣି ନଥିବା। ଯେମିତିକି ବଲିଉଡ ଅଭିନେତା ମଧ୍ୟ ଏହି ରୋଗରୁ ବଞ୍ଚି ପାରି ନାହାଁନ୍ତି। ବରୁଣ ଧାଓ୍ଵନ ନିଜର ସ୍ୱାସ୍ଥ୍ୟକୁ ନେଇ…

ପ୍ରେଗ୍‌ନେସିରେ ବିପାଶାଙ୍କ ବୋଲ୍ଡ ଅନ୍ଦାଜ୍‌, ଫଟୋ ଦେଖି ୟୁଜର୍ସ କହିଲେ “ସନାତନ ଧର୍ମ ସଂସ୍କୃତି ଉପରେ ଏହା…

ବିପାଶା ବସୁ ଶୀଘ୍ର ମା ହେବାକୁ ଯାଉଛନ୍ତି। ଆଜିକାଲି ବିପାଶା ଗର୍ଭଧାରଣ ସମୟକୁ ଖୁବ ଉପଭୋଗ କରୁଛନ୍ତି। ବଲିଉଡର ଜଣେ ବୋଲ୍ଡ ଏବଂ ଗ୍ଲାମରସ୍ ଅଭିନେତ୍ରୀ ବିପାଶା ସର୍ବଶେଷ ଫଟୋସୁଟ୍ କରିଛନ୍ତି। ଯେଉଁଥିରେ ସେ ତାଙ୍କ ବେବି ବମ୍ପ ସହ ନଜର ଆସିଛନ୍ତି। ସେୟାର ହୋଇଥିବା ଫଟୋ ଗୁଡ଼ିକରେ ବିପାଶା…

ଦୁଃଖର ପାହାଡ଼ ଉପରେ ବସି, ହସର ସୌଦାଗର ସାଜିଥିଲେ ଏହି ଅଭିନେତା, ୩୦୦ ରୁ ଅଧିକ ଫିଲ୍ମରେ କରିଛନ୍ତି ଅଭିନୟ

ଶିଶୁ କଳାକାର ଭାବେ ନିଜର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିବା ମେହେମ୍ମୁଦ ନିଜର ମଜାଳିଆ ଚରିତ୍ର, ହାବ ଭାବ ଓ ଆଓ୍ଵାଜ ପାଇଁ ବେଶ ଚର୍ଚ୍ଚିତ । ବଲିଉଡରେ ଦୀର୍ଘ ଦିନ ଧରି ଲୋକଙ୍କୁ ହସାଉଥିବା ଏହି କଳାକାର ନିଜ ଜୀବନରେ ଗଭୀର ଦୁଃଖ ମଧ୍ୟରେ ସମୟ କାଟୁଥିଲେ ଏହା ଖୁବ୍‌ କମ୍‌ ଲୋକେ ବୋଧହୁଏ ଜାଣି…

ଗୋଟିଏ ଭୁଲ ବରବାଦ କରିଦେଲା ଏହି ବଲିଉଡ କଳାକାରଙ୍କ କ୍ୟାରିଅର, କେହି କେହି ଜେଲ ମଧ୍ୟ ଚାଲିଗଲେ, ଜାଣନ୍ତୁ ପୁରା…

ବଲିଉଡର ବହୁତ କଳାକାର ରାତା ରାତି ଷ୍ଟାର ବନିଯାଇଛନ୍ତି । ସେହିପରି କିଛି କଳାକାର ମାତ୍ର ଗୋଟିଏ ଭୁଲ ପାଇଁ ତାଙ୍କ କ୍ୟାରିଅରରେ ଗ୍ରହଣ ଲାଗିଯାଇଛି । କେବଳ କ୍ୟାରିଅର ନୁହେଁ ତାଙ୍କର ବ୍ୟକ୍ତିଗତ ଛବିରେ ମଧ୍ୟ କଳାଦାଗ ଲାଗିଯାଇଛି । ଏକଦା ନିଜର ଦମଦାର ଅଭିନୟ ପାଇଁ ବଲିଉଡରେ ଚର୍ଚ୍ଚାରେ…

ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଧମାଲ ମଚାଉଛିି ‘ପଠାନ’ର ଟିଜର, କିଙ୍ଗ୍‌ ଖାନଙ୍କ ପ୍ରଶଂସକଙ୍କ ଖୁସି କହିଲେ ନ ସରେ

ବଲିଉଡ ବାଦ୍‌ଶାହା ଶାହାରୁଖ ଖାନଙ୍କ ଆଗାମୀ ଫିଲ୍ମ ‘ଫଠାନ’ ପାଇଁ ଫ୍ୟାନ୍ସ ବହୁତ ଉତ୍ସାହିତ ଅଛନ୍ତି। ବହୁତ ସମୟ ପୂର୍ବରୁ ପ୍ରଶଂସକମାନେ ଏହାର ରିଲିଜ ଡେଟକୁ ଅପେକ୍ଷା କରିଥିବା ବେଳେ, ସୋସିଆଲ ମିଡିଆରେ ତାର ଟିଜର ରିଲିଜ ହୋଇଛି। ଏହି ଟିଜର ରିଲିଜ ହେବାପରେ ପ୍ରଶଂସକମାନଙ୍କ ଭିତରେ ନାହିଁ…

ଆରପାରିରେ ଜଣାଶୁଣା ଆସାମୀ ଅଭିନେତା ନିପୋନ ଗୋସ୍ୱାମୀ,ଆସାମ ସିନେମା ଜଗତରେ ଶୋକର ଛାୟା

ଖୁବ୍ ଜଣାଶୁଣା ଲୋକ ପ୍ରିୟ ଅଭିନେତା ନିପୋନ ଗୋସ୍ୱାମୀଙ୍କର ୨୬ ଅକ୍ଟୋବରରେ ପରଲୋକ ହୋଇଯାଇଛି। ସେ ଆସାମର ଗୁଆହାଟୀର ନେମ୍‌କେଆର ହସ୍ପିଟାଲରେ ୮୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦେହ ଅସୁସ୍ଥ ହେବା ପରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ୧୯୫୭ ମସିହାରେ…