Browsing Tag

boman irani

ପରଲୋକରେ ବୋମନ ଇରାନୀଙ୍କ ମା’, ଶୋଇଥିବା ଅବସ୍ଥାରେ ହିଁ ତ୍ୟାଗ କଲେ ଶେଷ ନିଃଶ୍ୱାସ

ଅଭିନେତା ବୋମନ ଇରାନୀଙ୍କ ମା' ଜେରବାନୁ ଇରାନୀଙ୍କ ୯୪ ବର୍ଷ ବୟସରେ ପରଲୋକ ଘଟିଛି। ବୋମନ ଫେସବୁକରେ ପୋଷ୍ଟ ଲେଖି ଏନେଇ ସୂଚନା ଦେଇଛନ୍ତି। ମା'ଙ୍କ ନିଧନରେ ବୋମନ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ସେ ପୋଷ୍ଟରେ ଲେଖିଛନ୍ତି, ସକାଳେ ମୋ ମା' ନିଦରେ ହିଁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।…

ଫିଲ୍ମକୁ ଆସିବା ପୂର୍ବରୁ ବେକେରୀ ଦୋକାନରେ କାମ କରୁଥିଲେ ଏହି ଅଭିନେତା, ଜାଣନ୍ତୁ ତାଙ୍କ ସଂଘର୍ଷର କାହାଣୀ

ମୁନ୍ନାଭାଇ ଏମ୍‌ବିବିଏସ୍‌, ଥ୍ରୀ ଇଡିୟଟ୍‌ସ, ଜଲି ଏଲ୍‌ଏଲ୍‌ବି ଏବଂ ସଞ୍ଜୁ ଭଳି ଫିଲ୍ମରେ ଉଚ୍ଚକୋଟିର ଅଭିନୟ କରିଥିବା ଅଭିନେତା ବୋମନ ଇରାନୀଙ୍କ ଜନ୍ମ ୨ ଡିସେମ୍ବର ୧୯୫୯ରେ ମୁମ୍ବାଇରେ ହୋଇଥିଲା। ସେ ୪୨ ବର୍ଷ ବୟସରେ ଫିଲ୍ମରେ ଡେବ୍ୟୁ କରିଥିଲେ। ଖୁବ୍‌ କମ୍‌ ଲୋକଙ୍କୁ ଜଣାଥିବ ଯେ…