Browsing Tag

bomb alert

ସ୍ୱର୍ଣ୍ଣରେଖା ନଦୀରୁ ମିଳିଲା ଶକ୍ତିଶାଳୀ ବୋମା, ସ୍ଥାନୀୟ ଅଞ୍ଚଳରେ ସତର୍କତା ଜାରି କଲା ପ୍ରଶାସନ

ଝାଡଖଣ୍ଡ : ଝାଡ଼ଖଣ୍ଡର ଜାମସେଦପୁର ଜିଲ୍ଲାର ବାହାରାଗୋରା ଥାନା ଅଞ୍ଚଳ ସ୍ୱର୍ଣ୍ଣରେଖା ନଦୀରୁ ଏକ ସନ୍ଦିଗ୍ଧ ଲୁହା ବସ୍ତୁ ଉଦ୍ଧାର ହୋଇଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପ୍ରଥମେ ଏହି ଲୁହା ବସ୍ତୁଟିକୁ ସାଧାରଣ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ତଦନ୍ତ ପରେ ଏହା…

ହାଇଦ୍ରାବାଦ ଆସୁଥିବା ବିମାନରେ ବୋମା ଧମକ, ନେଲା ୟୁ-ଟର୍ଣ୍ଣ

ଫ୍ରାଙ୍କଫର୍ଟରୁ ହାଇଦ୍ରାବାଦ ଆସୁଥିବା ବିମାନରେ ବୋମା ଥିବା ଗୁଜବ । ଉଡ଼ାଣ ଭରିବାର ଦୁଇ ଘଣ୍ଟା ପରେ ଫେରି ଆସିଲା ବିମାନ । ଜର୍ମାନୀର ଫ୍ରାଙ୍କଫର୍ଟରୁ ହାଇଦ୍ରାବାଦ ଆସୁଥିବା ଏକ ବିମାନରେ ବୋମା ଥିବା ଖବର ମିଳିବା ପରେ ଫେରାଇ ଦିଆଯାଇଥିଲା । ତଦନ୍ତ ହେବା ପରେ ଜଣାପଡିଥିଲା ଏହି ଖବର ଗୁଜବ…

ପୁଣି ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ, ଅଯୋଧ୍ୟା ଏୟାରପୋର୍ଟରେ ଚେକିଂ ଆରମ୍ଭ

ପୁଣି ବିମାନରେ ବୋମା ଆତଙ୍କ । ଅଯୋଧ୍ୟା ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ IX 765 ରେ ବୋମା ଥିବା ସୂଚନା ମିଳିଥିଲା । ସୂଚନା ମିଳିବା ପରେ ତୁରନ୍ତ ବିମାନରେ ଚେକିଂ ହୋଇଥିଲା । ବିମାନଟି ଜୟପୁରରେ ଅଯୋଧ୍ୟା ଆସୁଥିଲା । ତେବେ ଚେକିଂ ପରେ କୌଣସି ସନ୍ଦିଗ୍ଧ ଜିନିଷ ମିଳିନାହିଁ ।…

ବିମାନରେ ବୋମା ଆତଙ୍କ, ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର

ନୂଆଦିଲ୍ଲୀ : ଦିଲ୍ଲୀ-ବାରଣାସୀ ଇଣ୍ଡିଗୋ ବିମାନରେ ବୋମା ଆତଙ୍କ । ସକାଳ ୫ ଟା ୩୫ ମିନିଟରେ ଦିଲ୍ଲୀରୁ-ବାରଣାସୀ ଯାଉଥିବା ବିମାନରେ ବୋମା ଥିବା ଧମକ ମିଳିଥିଲା ।  ଧମକ ମିଳିବା ପରେ ବିମାନକୁ ଯାଞ୍ଚ କରାଯାଉଛି ।  ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଇମର୍ଜେନ୍ସୀ ଡୋର୍ ଦେଇ ଉଦ୍ଧାର…