ଭାଗବତ ଟୁଙ୍ଗି ପାଇଁ ମହାଭାରତ, ବୋମାମାଡ଼ ସହ ମାରଣାସ୍ତ୍ରରେ ଆକ୍ରମଣ, ୧୨ ଆହତ
ଯାଜପୁର : ଭାଗବତ ଟୁଙ୍ଗି ପାଇଁ ମହାଭାରତ । ଯାଜପୁର ସଦର ଥାନା ଅଧୀନସ୍ଥ ସିମିଳିଆ ପଂଚାୟତ ବୁଲାକିପୁର ଗାଁରେ ଭାଗବତ ଟୁଙ୍ଗି ନିର୍ମାଣକୁ କେନ୍ଦ୍ରକରି ତୁମୁଳକାଣ୍ଡ । ଭାଗବତ ଟୁଙ୍ଗି ନିର୍ମାଣ ପାଇଁ ଚିହ୍ନଟ ହୋଇଥିବା ଜାଗାକୁ ନେଇ ବିବାଦରୁ ବୋମାମାଡ଼ । ବୋମାମାଡ଼ ରେ ୧୨ ରୁ ଅଧିକ ଆହତ…