Browsing Tag

bomb attack

ବାଙ୍କୀରେ ପୂର୍ବ ଶତ୍ରୁତାରୁ ବୋମାମାଡ଼, ୫ ଆହତ

ବାଙ୍କୀ (କେନ୍ୟୁଜ): ବୋମାମାଡ଼ରେ ୫ ଆହତ ।  କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ଭେଡା ରାମଚନ୍ଦ୍ରପୁର ଗାଁରେ ବୋମାମାଡ଼ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୋମବାର ରାତିରେ ହୋଇଛି ବୋମାମଡ଼ । ଏଥିରେ ଆହତ ହୋଇଛନ୍ତି ୫ ଜଣ । ସେମାନଙ୍କ ମଧ୍ଯରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।…

ସମ୍ବଲପୁରରେ ବୋମା ମାଡ଼, ୩ ଆହତ

ସମ୍ବଲପୁର : ସମ୍ବଲପୁରରେ ବୋମା ମାଡ଼ l  ବୋମା ବିସ୍ଫୋରଣରେ ୩ ଜଣ ଆହତ l ଟାଉନ ଥାନା ଅନ୍ତର୍ଗତ ପୀରବାବା ଛକ ନିକଟ ଫ୍ଲାଇଓଭର ଉପରୁ କେହି ଦୁର୍ବୁର୍ତ୍ତ ଏକ ବୁଲେଟ ଉପରକୁ ବୋମା ଫିଙ୍ଗିବା ନେଇ ଅଭିଯୋଗ ହୋଇଛି l ବୋମା ଫାଟି ୩ ଜଣ ଯୁବକ ଆହତ ହୋଇଛନ୍ତି l ବୁଲେଟଟି କ୍ଷତିଗ୍ରସ୍ତ ହୋଇଛି l…

ଆଫ୍‌ଗାନିସ୍ତାନ: ବ୍ୟାଙ୍କରେ ଆତ୍ମଘାତୀ ବିସ୍ଫୋରଣ, ୩ ଜଣଙ୍କ ମୃତ୍ୟୁ; ୧୨ରୁ ଅଧିକ ଆହତ

ଆଫ୍‌ଗାନିସ୍ତାନର କାନ୍ଦାହାର ସହରରେ ଏକ ଘରୋଇ ବ୍ୟାଙ୍କରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୩ ଜଣ ଲୋକ ପ୍ରାଣ ହରାଇଛନ୍ତି । ଅନେକ ଲୋକ ଏଥିରେ ଆହତ ହୋଇଛନ୍ତି । ଗୁରୁବାର ସକାଳେ ଏହି ଘଟଣା ଘଟିଛି । ଏଠାରେ ଥିବା ଏକ ଘରୋଇ ବ୍ୟାଙ୍କରେ ଜଣେ ବ୍ୟକ୍ତି ନିଜକୁ ବୋମାରେ ଉଡ଼ାଇ…

ଶିକ୍ଷକଙ୍କ ଘରେ ପଶି ବୋମାମାଡ଼ କଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଶିକ୍ଷକଙ୍କ ଉପରେ ବୋମାମାଡ଼ । ଘରେ ପଶି ବୋମାମାଡ଼ କଲେ ଦୁର୍ବୃତ୍ତ । ବ୍ରହ୍ମପୁର ରଘୁପତିନଗର ଦ୍ବିତୀୟ ଲାଇନରେ ଏହି ଘଟଣା ଘଟିଛି । ଏଥିରେ ଗୁରୁତର ହୋଇଛନ୍ତି ଶିକ୍ଷକ ଟୁକୁନା ଭୂୟାଁ । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ଟୁକୁନାଙ୍କୁ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ; ୮ ଆହତ, ୨ ଗୁରୁତର

ନୟାଗଡ଼ (କେନ୍ୟୁଜ): ସବୁଠି ପାଳିତ ହେଉଛି ଆଲୋକର ପର୍ବ ଦୀପାବଳି। ଏହାରି ଭିତରେ ଘଟିଛି ଏକ ଦୁଃଖଦ ଘଟଣା। ନୟାଗଡ଼ ଖଣ୍ଡପଡା ଥାନା ଅନ୍ତର୍ଗତ କୁମ୍ଭାରପଡା ଗାଁରେ ବୋମାମାଡ ହୋଇଛି ଫଳରେ ୮ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨ ଜଣ ଗୁରୁତର ଥିବା ସୂଚନା ମିଳିଛି । ସୂଚନା…

ଥରିଲା ରସୁଲଗଡ଼, ହୋଟେଲ୍‌ ଉର୍ମୀ ଉପରେ ବୋମା ମାଡ଼

ଭୁବନେଶ୍ବର (କେନ୍ୟୁଜ): ରାଜଧାନୀରେ ବଢିଚାଲିଛି ବେଲଗାମ୍‌ ଅପରାଧୀ। ଗତକାଲି ରସୁଲଗଡ଼ ଛକ ଉପରେ ଥିବା ହୋଟେଲ ଉର୍ମୀ ଉପରକୁ ବୋମା ମାଡ଼। ଦୁଇ ଜଣ ଦୁର୍ବୃତ୍ତ ଓଭର ବ୍ରିଜରୁ ହୋଟେଲ ଉପରକୁ ବୋମାମାଡ କରିଥିଲେ। ଦୁଇଟି ବୋମା ହୋଟେଲ ଉରକୁ ଫିଙ୍ଗି ଥିବା ବେଳେ ଗୋଟିଏ ଫୁଟିଥିଲା ଆଉ ଗୋଟିଏ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼

ବ୍ରହ୍ମପୁର(କେନ୍ୟୁଜ) : ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଥାନା ପୁରୁଣା ଯୋଗିଆପଲ୍ଲୀ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ । ଏଥିରେ ତିନି ଜଣ ଆହାତ ହୋଇଛନ୍ତି । ଆଜି ସଂଧ୍ୟାରେ ବୋମାମାଡ଼ ହୋଇଛି । ସୂଚନା ଅନୁସାରେ କାର୍ତ୍ତିକ ପାତ୍ର ନାମକ ଯୁବକ ଘର ଆଗରେ ଠିଆ ହୋଇଥିଲେ ।…

ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡରେ ବୋମା ମାଡ, ୩ ଆହତ

କେନ୍ୟୁଜ୍‌(ବ୍ୟୁରୋ) : ଭୁବନେଶ୍ୱର ନୂଆ ବସଷ୍ଟାଣ୍ଡରେ କାଲି ବିଳମ୍ବିତ ରାତିରେ ହୋଇଛି ବୋମା ମାଡ । ଏଥିରେ ୩ ଜଣ ହୋଟେଲ କର୍ମଚାରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖାଇବା ପରେ ପଇସା ଦେବାକୁ ନେଇ ହୋଇଥିଲା ବଚସା । ଅଭିଯୁକ୍ତମାନେ ସେଠାରୁ ପଳାଇ ଯିବା…

ରାଜଧାନୀର ଏକ ଜୋତା ସୋ-ରୁମ୍‌ ଉପରକୁ ବୋମା ମାଡ଼: ୨ଟି ବାଇକ୍‌ରେ ୫ଜଣ ଦୁର୍ବୃତ୍ତ ଆସି ୧୫ମିନିଟ୍‌ ଖେଳାଇଲେ ଆତଙ୍କ

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀ ଭୁବନେଶ୍ୱର ଛାତି ଉପରେ ବୋମା ମାଡ଼ । ସହିଦନଗରର ଏକ ଜୋତା ସୋ-ରୁମ୍‌ ଉପରକୁ ବୋମା ମାଡ଼ କରିଛନ୍ତି ଦୁର୍ବୃତ୍ତ । ଦୁର୍ବୃତ୍ତମାନେ ଗତକାଲି ରାତି ପ୍ରାୟ ସାଢେ ୯ଟା ବେଳକୁ ବୋମା ଫିଙ୍ଗି ଆତଙ୍କ ଖେଳାଇ ଦେଇଥିଲେ । ସୋ-ରୁମ୍‌ ଉପରକୁ ବୋମା ପକାଇବା ସହ ଏହାର…

ସାମାନ୍ୟ ଗଣ୍ଡଗୋଳକୁ କେନ୍ଦ୍ର କରି ଘରେ ପଶି ବୋମାମାଡ଼, ଜଣଙ୍କୁ ଖଣ୍ଡାରେ ଆକ୍ରମଣ

ଖୋର୍ଦ୍ଧା(କେନ୍ୟୁଜ୍): ଘରେ ପଶି ବୋମାମାଡ଼ । ସାମାନ୍ୟ ଗଣ୍ଡଗୋଳକୁ କେନ୍ଦ୍ର କରି ଫୁଟିଲା ବୋମା । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ମଳିପଡ଼ା ଗାଁରେ ଏହି ବୋମାମାଡ଼ ହୋଇଛି । ଗାଁର ମଦନ ମୋହନ ପ୍ରଧାନଙ୍କ ଘରେ ପଶି ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ଏଥିରେ ଘରର ଆସବାବପତ୍ର ନଷ୍ଟ…

ନୟାଗଡ଼ ରାଜକିଆରି ପେଟ୍ରୋଲ ପମ୍ପରେ ବୋମାମାଡ଼: ୩ଜଣଙ୍କୁ ମରଣାତ୍ମକ ଆକ୍ରମଣ, ଲକ୍ଷାଧିକ ଟଙ୍କା ଲୁଟ୍

ନୟାଗଡ଼(କେନ୍ୟୁଜ): ନୟାଗଡ଼ ଜିଲ୍ଲା ଗଣିଆ ଠାରୁ କଣ୍ଟିଲୋ ଯିବା ରାସ୍ତା ରାଜକିଆରୀ ଛକ ନିକଟରରେ ଥିବା ପେଟ୍ରୋଲ ପମ୍ପରେ ବୋମାମାଡ଼। ବୁଧବାର ସାନ୍ଧ୍ୟ ୮ଟା ସମୟରେ ରାଜକିଆରୀ ପେଟ୍ରୋଲ ପମ୍ପକୁ ୬ଜଣ ଲୋକ ଏକ ନାଲି କଲର କାର ଓ ସ୍କୁଟିରେ ଆସି ପେଟ୍ରୋଲ ଟାଙ୍କିରେ ୮୦ଟଙ୍କାର ପେଟ୍ରୋଲ…

ବିଜେଡି ନେତାଙ୍କ କାର୍ ଉପରକୁ ବୋମା ମାଡ଼, କାମାକ୍ଷାନଗର ପୋଲିସର ତନାଘନା ଜାରି

କାମାକ୍ଷାନଗର(କେନ୍ୟୁଜ୍): କାର୍ ଉପରକୁ ବୋମା ମାଡ଼।  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମଢିସାହିରେ ଥିବା ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି କାହ୍ନୁଚରଣ ସାହୁଙ୍କ କାର ଉପରକୁ ଗତ ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୁତ୍ତ ବୋମାମାଡ଼ କରିଥିବା ସୂଚନା ମିଳିଛି। ତେବେ ବୋମାମାଡ଼ର…