Browsing Tag

bomb blast

ସିରିଆର ମନବିଜ୍ ସହରରେ ବୋମା ବିସ୍ଫୋରଣ, ୧୫ ଜଣଙ୍କ ମୃତ୍ୟୁ

ଉତ୍ତର ସିରିଆର ମନବିଜ୍ ସହର ଉପକଣ୍ଠରେ ଏକ ବଡ଼ ଧରଣର ବୋମା ବିସ୍ଫୋରଣ ଘଟିଛି । କୃଷି ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଗାଡ଼ି ନିକଟରେ ଏହି ବିସ୍ଫୋରଣ ଘଟିଛି । ଏକ କାରରେ ଧମାକା ହୋଇଥିବା ବେଳେ ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି । ଅନେକ ଲୋକ ଆହତ ହୋଇଥିବା ସ୍ଥାନୀୟ ନାଗରିକ ପ୍ରତିରକ୍ଷା…

କଟକରେ ବ୍ୟବସାୟୀଙ୍କ ଘର ଉପରେ ବୋମାମାଡ଼, କାରଣ ଅସ୍ପଷ୍ଟ

କଟକ: କଟକରେ ବୋମାମାଡ଼ । କଟକ ସଦର ଥାନା ଶୁଭଦ୍ରାପୁରରେ ବୋମାମାଡ ହୋଇଛି । ଜଣେ ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ଅଭିଯୋଗ । ବୋମାମାଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ସୂଚନା ମୂତାବକ ଗତକାଲି ବିଳମ୍ବିତ ରାତିରେ…

ଭୂତଳ ଗ୍ୟାସ ଓ ତୈଳ ସନ୍ଧାନ ପାଇଁ ଚାଲିଛି ସର୍ଭେ, ବିନା ନୋଟିସରେ କରାଯାଉଛି କାମ

ଭୂତଳ ଗ୍ୟାସ ଓ ତୈଳ ସନ୍ଧାନ ପାଇଁ ଏଠାରେ ଚାଲିଛି ସର୍ଭେ । ବିନା ନୋଟିସରେ କରାଯାଉଛି କାମ । ବୈତରଣୀ ନଦୀ ଓ ତାର ଆଖପାଖ ଜନବସତି ନିକଟରେ କରାଯାଉଛି ବ୍ଲାଷ୍ଟିଂ । ବିସ୍ପୋରଣରେ ଥରୁଛି ମାଟି ଆଉ ଫାଟୁଛି ଘର । କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ବୈତରଣୀ ନଦୀକୂଳବର୍ତ୍ତି ଜନବସତି ଅଞ୍ଚଳରେ…

ପାରିବାରିକ କଳହକୁ ନେଇ ବୋମାମାଡ଼: ଜଣେ ମହିଳା ଗୁରୁତର, ୩ ଜଣ ଆହତ

ନୟାଗଡ଼: ପାରିବାରିକ କଳହକୁ ନେଇ ବୋମାମାଡ଼ । ବୋମାମାଡ଼ରେ ଜଣେ ମହିଳା ଗୁରୁତର, ୩ ଜଣ ଆହତ । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ସଜନାପଡ଼ା ଗାଁରେ ବୋମାମାଡ଼ ହୋଇଛି  । ସନ୍ଧ୍ୟା ସମୟରେ ଗାଁର ମାନସ ମାନସିଂ ଓ ତାଙ୍କ ସାନଭାଇ ମଧ୍ୟରେ ପାରିବାରିକ ବିବାଦକୁ ନେଇ ଝଗଡା ହୋଇଥିଲା । ଏହାକୁ କେନ୍ଦ୍ର…

ଲୁଚାଛପା ଭାବେ ଦେଶୀ ବୋମା ତିଆରି ବେଳେ ବିସ୍ଫୋରଣ, ୩ ମୃତ

ଦେଶୀ ବୋମା ତିଆରି ବେଳେ ଭୟଙ୍କର ବିସ୍ଫୋରଣ ହୋଇ ଚାଲିଗଲା ୩ ଜଣଙ୍କ ଜୀବନ । ପଶ୍ଚିମବଙ୍ଗର ମୁର୍ସିଦାବାଦରେ ଏଭଳି କିଛି ଅଘଟଣ ଘଟିଛି । ବେଆଇନ ରୂପେ ଏକ ଘରେ ବୋମା ତିଆରି ଚାଲିଥିବା ବେଳେ ବିସ୍ଫୋରଣ ହୋଇଥବା ପୋଲିସ କହିଛି । ଦେଶୀ ଉପାୟରେ ବୋମା ତିଆରି ହେଉଥିଲା । ଖବର ମୁତାବକ, ରବିବାର…

ବୋମା ଫୁଟି ଛେଳି ଚରାଳି ଗୁରୁତର, ଜନ୍ତୁ ଶିକାର ପାଇଁ ଜଙ୍ଗଲ ଭିତରେ ଖଞ୍ଜା ଯାଇଥିଲା

ଆନନ୍ଦପୁର : ଜନ୍ତୁ ଶିକାର ପାଇଁ ଜଙ୍ଗଲ ଭିତରେ ଖଞ୍ଜା ଯାଇଥିଲା ବୋମା ।  ସେହି ବୋମା ଫୁଟି ଜଣେ ଛେଳି ଚରାଳି ଗୁରୁତର । ଛେଳି ଚରାଳିଙ୍କ ପାଦ ପଡିଯିବାରୁ ବିସ୍ଫୋରଣ ହୋଇଥିଲା । ଘଟଣା ଘଟିଛି ଆନନ୍ଦପୁର ଥାନା ବାଉଁଶଗଡ ଗାଁ ନିକଟ ଜଙ୍ଗଲରେ । ବୋମା ଫୁଟି ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ନାଁ…

ଅଶାନ୍ତ ରାଜଧାନୀ: ସହିଦନଗର ୱିନର କ୍ଲବରେ ବୋମା ମାଡ଼, ଗୋଟିଏ କାର୍ ଓ ବାଇକ ନଷ୍ଟ

ଭୁବନେଶ୍ୱର : ଦୀପାବଳିରେ ଅଶାନ୍ତ ରାଜଧାନୀ । ପୁଣି ଫୁଟିଲା ବୋମା । ସିସିଟିଭିରେ ବୋମାମାଡ଼ର ଭିଜୁଆଲ କଏଦ । ଗୁରୁବାର ହଣାହଣି, ଶୁକ୍ରବାର ବୋମାମାଡ଼। ସହିଦନଗର ୱିନର କ୍ଲବରେ ବୋମାମାଡ଼ ହୋଇଛି। ବୋମା ମାଡ଼ରେ କାର୍ ଓ ଗୋଟିଏ ବାଇକ ନଷ୍ଟ ହୋଇଛି । ସୂଚନା ଅନୁସାରେ, ଗୁରୁବାର ସହିଦ ନଗର…

ବରାହ ଶିକାର ପାଇଁ ଖଞ୍ଜିଥିଲେ ବୋମା, ଫାଟିଲା ବଦଳ ମୁହଁରେ

କେନ୍ଦୁଝର : ବରାହ ଶିକାର ପାଇଁ ଶିକାରୀ ବୋମା ଖଞ୍ଜିଥିଲେ ।  ବୋମାରେ ବରାହ ଶିକାର ତ ହେଲା ନାହିଁ, କିନ୍ତୁ ଅଫୁଟା ବୋମାକୁ ଏକ ବଳଦ ଖାଇଦେବାରୁ ବଳଦ ମୁହଁରେ ଫାଟିଯାଇଥିଲା ବୋମା। ଫଳରେ ବଳଦଟି ଗୁରୁତର ହୋଇଛି। ବଳଦର ପୁରା ମୁଁହ ଟି ଛୀନଛତ୍ର ହୋଇଯାଇଛି ଏପରି ଏକ ଘଟଣା ଘଟିଛି କେନ୍ଦୁଝର…

ବିହାର: ଭାଗଲପୁରରେ ବୋମା ବିସ୍ଫୋରଣ, ପଡ଼ିଆରେ ଖେଳୁଥିବା ୭ ପିଲା ଆହତ

ବିହାରର ଭାଗଲପୁରରେ ବୋମା ବିସ୍ଫୋରଣ ଘଟିଛି । ଏଠାରେ ହବିବପୁର ଥାନା ଅଧୀନ ଖିଲାଫତ ନଗରରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ରହିଛି । ଘଟଣାରେ ୭ ଜଣ ପିଲା ଆହତ ହୋଇଛନ୍ତି । ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଭାଗଲପୁରର ବରିଷ୍ଠ ଏସ୍‌ଏସ୍‌ପି ଆନନ୍ଦ କୁମାର…

ପାଟନା ଗାନ୍ଧି ମୈଦାନ ବିସ୍ଫୋରଣ ମାମଲା: ୪ ଜଣ ଦୋଷୀଙ୍କ ମୃତ୍ୟୁଦଣ୍ଡ ଆଜୀବନରେ ପରିବର୍ତ୍ତନ

ବିହାରରେ ୨୦୧୩ ଗାନ୍ଧି ମୈଦାନ ବିସ୍ଫୋରଣ ମାମଲାରେ ପାଟନା ହାଇକୋର୍ଟ ବୁଧବାର ଚାରି ଜଣ ଦୋଷୀଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ବଦଳାଇଛନ୍ତି । ସମସ୍ତ ଦୋଷୀଙ୍କୁ ପୂର୍ବରୁ ସିଭିଲ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ୪ ଜଣ ଦୋଷୀ ହେଲେ, ହାଇଦର ଅଲି, ମୋଜିବୁଲ୍ଲା, ନୋମାନ…

ୟୁନିଟ ୮ ଅଞ୍ଚଳରେ ବୋମାମାଡ, ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ

ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ ୮ ଅଞ୍ଚଳରେ ବୋମାମାଡ । କେଶରୀ ଆପର୍ଟମେଣ୍ଟରେ ହୋଇଛି ବୋମାମାଡ । ୨୦୦୬ ର ଏହି ପୁରୁଣା ଆପର୍ଟମେଣ୍ଟରେ ୮୯ ଜଣ ଲୋକ ରହୁଛନ୍ତି । ଏହାର କମ୍ୟୁନିଟି ହଲରେ ଗତ ରାତିରେ ଦୁଇଟି ବୋମା ପକାଇ ଦୁଇ ମୋଟର ସାଇକେଲରେ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ। ତେବେ ଏହି ଘଟଣା…

ବାଣପୁରରେ ଫୁଟିଲା ବୋମା, ଜଣେ ମୃତ

ବାଲୁଗାଁ : ବାଣପୁରରେ ଫୁଟିଲା ବୋମା, ଜଣେ ମୃତ ଓ ୨ ଗୁରୁତର । ପାରିବାରିକ କଳହରୁ ବୋମାମାଡ଼ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସାହସପୁରର ଶାନ୍ତି ନଗରରେ ବାପା ଓ ପୁଅ କଳହରୁ ବୋମା ମାଡ଼ ! ହୋଇଛି । ବୋମା ମାଡ଼ରେ ! ମୃତକ ଜଣକ ହେଲେ ସଠିଆ ରାଉତରାୟଙ୍କ ସାନପୁଅ ଦିବ୍ୟସିଂହ ରାଉତରାୟ ।…