ବ୍ରହ୍ମଗିରି ଅରଖକୁଦା ଗାଁରେ ବିସ୍ପୋରଣ, ଯୁବତୀ ଗୁରୁତର
ପୁରୀ (କେନ୍ୟୁଜ): ପୁରୀ ଜିଲ୍ଲା ବ୍ରହ୍ମଗିରି ଅରଖକୁଦା ଗାଁରେ କେମିକାଲ ବିସ୍ପୋରଣ ହୋଇଛି। ଫଳରେ ଜଣେ ଯୁବତୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଯୁବତୀ ମାମାଲି ବେହେରାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଛି। ଡଙ୍ଗା ଫାଇବରରେ ବ୍ୟବହୃତ କେମିକାଲ ଘରେ ରହିଥିଲା। ଆଜି…