Browsing Tag

bomb blast

 ଅଶାନ୍ତ ହୋଇ ପଡ଼ିଛି ଶ୍ରୀକ୍ଷେତ୍ର: ୪ ଘଣ୍ଟା ଭିତରେ ପୁଣି ପୁରୀ ସହରରେ ବୋମାମାଡ

ପୁରୀ(କେନ୍ୟୁଜ୍): ଅଶାନ୍ତ ହୋଇ ପଡ଼ିଛି ଶ୍ରୀକ୍ଷେତ୍ର । ଗତକାଲି ରାତିର ଗୁଳିମାଡ ଘଟଣାକୁ ୨୪ ଘଣ୍ଟା ବିତି ନଥିବା ବେଳେ ପୁଣି ପୁରୀ ସହରରେ ହୋଇଛି ବୋମାମାଡ । ପୁରୀ ସଦର ଥାନା ମୁକୁନ୍ଦମିଶ୍ର ନଗରର ବିଜୟ ଖୁଣ୍ଟିଆଙ୍କ ଘର ଉପରକୁ ହୋଇଛି ବୋମାମାଡ । ତେବେ ବୋମାମାଡରେ କାହାର କିଛି କ୍ଷତି ହୋଇ…

ପୋଲ ତଳେ ପଡିଥିବା ସନ୍ଦିଗ୍ଧ ବ୍ୟାଗକୁ ଧରିବାରୁ ହେଲା ବିସ୍ଫୋରଣ, ଛେଳି ଚରାଳି ଗୁରୁତର

ପାଟଣାଗଡ଼(କେନ୍ୟୁଜ୍): ପୋଲ ତଳେ ବିସ୍ଫୋରଣ । ବ୍ୟାଗରେ ଥିବା ସାମଗ୍ରୀ ଯାଞ୍ଚ ବେଳେ ବିସ୍ଫୋରଣ ହେବାରୁ ଯୁବକ ଗୁରୁତର । ବଲାଙ୍ଗିର ଜିଲ୍ଲା ପାଟଣାଗଡ ବିଲାଇସାଥି ଗାଁରେ ଏହି ଘଟଣା ଘଟିଛି । ଗୁରୁତର ହୋଇଛନ୍ତି ହେମସାଗର ସାହୁ । ସେ ଗାଁରେ ଥିବା ନାଳକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଏକ…

ବିଜେପି ନେତ୍ରୀଙ୍କ ପୁଅ ଉପରକୁ ବୋମାମାଡ଼, ଅଳ୍ପକେ ବର୍ତ୍ତିଲେ ସ୍କୁଟିରେ ଯାଉଥିବା ମହିଳା; ଘଟଣା ସିସିଟିଭିରେ କଏଦ

ପ୍ରୟାଗରାଜରେ ବିଜେପି ମହିଳା ନେତ୍ରୀଙ୍କ ପୁଅ ଉପରେ ମରଣାନ୍ତକ ଆକ୍ରମଣ। ତାଙ୍କୁ ବୋମାରେ ମରଣାନ୍ତକ ଆକ୍ରମଣ କରାଯିବା ନେଇ ଥାନାରେ ଅଭିଯୋଗ ଆସିଛି। ଆକ୍ରମଣକାରୀମାନେ ମହିଳା ନେତ୍ରୀଙ୍କ ପୁଅଙ୍କ ସଫାରୀ କାର୍‌ ଉପରେ ଦୁଇଟି ବୋମା ଫିଙ୍ଗିଛନ୍ତି। ବୋମା ଫାଟିବା ଦ୍ୱାରା କାର୍‌ କ୍ଷତିଗ୍ରସ୍ତ…

ସାସାରାମ ଏବଂ ନାଳନ୍ଦାରେ ହିଂସା ପରେ ବୋମା ବିସ୍ଫୋରଣ, ୬ ଗୁରୁତର

ବିହାରର ସାସାରାମ ଏବଂ ନାଳନ୍ଦାରେ ରାମ ନବମୀ ସମୟରେ ଆରମ୍ଭ ହୋଇଥିବା ହିଂସା ଏପର୍ଯ୍ୟନ୍ତ ଥମିବାରେ ନାମ ନେଉନି ।ସାସାରାମରେ ହିଂସା ଘଟଣା ପର ଏକ ବୋମା ବିସ୍ଫୋରଣ ଘଟିଛି, ଯେଉଁଥିରେ ୬ ଜଣ ଆହତ ହୋଇଛନ୍ତି । ନାଳନ୍ଦାର ବିହାର ସରିଫର ପହରପୁରା ଅଞ୍ଚଳରେ ଶନିବାର ଦୁଇ ଗୋଷ୍ଠୀ ମୁହାଁମୁହିଁ…

କାବୁଲ: ବୈଦେଶିକ ମନ୍ତ୍ରାଳୟ ନିକଟରେ ଜୋରଦାର ବିସ୍ଫୋରଣ, ୧୩ ଜଣଙ୍କ ମୃତ୍ୟୁ

ଆଫଗାନିସ୍ତାନ ରାଜଧାନୀ କାବୁଲରେ ପୁଣିଥରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବୈଦେଶିକ ମନ୍ତ୍ରଣାଳୟ ନିକଟରେ ଏହି ବିସ୍ଫୋରଣ ଘଟିଛି। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ତାଲିବାନ ସୂତ୍ରରୁ ଜଣାପଡ଼ିଛି ଯେ ଏହି ବିସ୍ଫୋରଣ ସୋମବାର ଅପରାହ୍ନରେ ବୈଦେଶିକ ମନ୍ତ୍ରଣାଳୟର ମୁଖ୍ୟ ଚେକ୍ ପୋଷ୍ଟ ନିକଟରେ…

ପାକିସ୍ତାନ: କ୍ରିକେଟ୍‌ ଚାଲିଥିବା ବେଳେ ବଡ଼ ଧରଣର ବୋମା ବିସ୍ଫୋରଣ; ଅଳ୍ପକେ ବର୍ତ୍ତିଲେ ଖେଳାଳି, ବନ୍ଦ କରି ଦିଆଗଲା…

ପାକିସ୍ତାନର କ୍ୱେଟାରେ ବଡ଼ ଧରଣର ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ମୁସା ଚୌକଠାରେ ହୋଇଥିବା ସୂଚନା ମିଳିଛି। ଏଥିରେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ବୋମା ବିସ୍ଫୋରଣ ଯୋଗୁ ସେଠାରେ ଭୟର ବାତାବରଣ ଖେଳିଯାଇଛି। କ୍ୱେଟାରେ ଯେତେବେଳେ ବାବର ଆଜମ୍‌ ଓ ସରଫରାଜ ଅହମ୍ମଦଙ୍କ ଟିମ୍‌…

ନାଇଜେରିଆରେ ବୋମା ବିସ୍ଫୋରଣ: ୨୭ ମୃତ, ବଢିପାରେ ମୃତକଙ୍କ ସଂଖ୍ୟା

ନାଇଜେରିଆରେ ବୋମା ବିସ୍ଫୋରଣରେ ୨୭ ମୃତ । ବୋମା ବିସ୍ଫୋରଣରେ ଅନେକ ଲୋକ ଆହତ ହୋଇଛନ୍ତି । ଘଟଣାଟି ମଧ୍ୟ ନାଇଜେରିଆରରେ ହୋଇଛି। ପୋଲିସ ବୋମା ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିଚୟ ଏଯାଏଁ ପାଇନାହିଁ । ପୋଲିସ ସୂଚନା ମୁତାବକ, ନାଇଜେରିଆ ବୋମା ବିସ୍ଫୋରଣରେ ୨୭ ଜଣ ମୃତ୍ୟୁବରଣ…

ପୂର୍ବତନ ସରପଞ୍ଚଙ୍କ ଗାଡି ଉପରକୁ ବୋମାମାଡ଼ ଅଭିଯୋଗ, ପୂର୍ବ ଶତ୍ରୁତାରୁ କାଣ୍ଡ ଘଟିଥିବା ସନ୍ଦେହ

ବାଙ୍କୀ(କେନ୍ୟୁଜ୍): ଗତକାଲି ବିଳମ୍ବିତ ରାତିରେ ବାଙ୍କୀ ଥାନାଅନ୍ତର୍ଗତ କୁଶପଙ୍ଗି ପଞ୍ଚାୟତର ନିସ୍ତିପୁର ଗ୍ରାମରେ ପୂର୍ବତନ୍‌ ସରପଞ୍ଚଙ୍କ ଘର ସମ୍ମୁଖରେ ଥିବା ଗାଡି ଉପରକୁ ବୋମା ମାଡ଼ ହୋଇଥିବାର ଅଭିଯୋଗ ହୋଇଛି। ପୂର୍ବତନ ସରପଞ୍ଚ ପୁଷ୍ପଲତା ପରିଡାଙ୍କ ଘର ସମ୍ମୁଖରେ ରହିଥିବା ବୋଲେରୋ…

ଜଳେଶ୍ୱର ଥାନା ଭିତରେ ଭୟଙ୍କର ବିସ୍ଫୋରଣ, ୧ କିମି ଦୂର ଯାଏ ଶୁଭିଲା ଶବ୍ଦ

ଜଳେଶ୍ୱର(କେନ୍ୟୁଜ୍) : ଭୟଙ୍କର ବିସ୍ଫୋରଣ। ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନାର ଏକ ପରିତ୍ୟକ୍ତ ପାଇଖାନା ଘରୁ ଶୁଭିଲା ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ପ୍ରାୟ ୧ କିମି ଯାଏ ଶୁଣିବାକୁ ମିଳିଥିଲା। ବି‌ସ୍ଫୋରଣ ପ୍ରଭାବରେ ପାଇଖାନାର କବାଟ ଉଡ଼ି…

ଗୋଲାପଲ୍ଲୀ ଗ୍ରାମରେ ବୋମାମାଡ଼: କାରଣ ଅସ୍ପଷ୍ଟ; ପୋଲିସର ତଦନ୍ତ ଜାରି

ଛତ୍ରପୁର (କେନ୍ୟୁଜ): ଛତ୍ରପୁର ଥାନା ଅଧିନ ଗୋଲାପଲ୍ଲୀ ଗ୍ରାମରେ ଜୈନିକ ବ୍ୟକ୍ତିଙ୍କ ଘର ଉପରକୁ ବୋମା ମାଡ଼। ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା। ଗ୍ରାମର ବି.ଉଦୟନାଥ ପାତ୍ରଙ୍କ ଘର ଉପରେ ହୋଇଛି ବୋମା ମାଡ଼। ଘଟଣାରେ ଛତ୍ରପୁର ପୋଲିସର ତଦନ୍ତ ଜାରି। କିଛି ଲୋକଙ୍କୁ ଅଟକ ରଖି…

ସିମେଣ୍ଟ କାମକୁ ନେଇ ଝାରପଡ଼ା ଅଞ୍ଚଳରେ ବୋମାମାଡ଼, ଅଭିଯୁକ୍ତ ଫେରାର

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ ବୋମାମାଡ଼ । ଝାରପଡ଼ାର ଏକ ବସ୍ତିରେ ୨ ପରିବାରର ଗଣ୍ଡଗୋଳକୁ ନେଇ ଏହି ବୋମାମାଡ଼ ହୋଇଛି । ସିମେଣ୍ଟ କାମକୁ ନେଇ ୨ ପରିବାରର ଗଣ୍ଡଗୋଳ ହୋଇଥିଲା। ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବୋମାମାଡ଼…

ଜମ୍ମୁ କଶ୍ମୀର: ଉଦ୍ଦାମପୁରରେ ବସ୍ ଉପରେ ବିସ୍ଫୋରଣ, ୮ ଘଣ୍ଟାରେ ଦ୍ୱିତୀୟ ଘଟଣା, ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର ଆଶଙ୍କା

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରର ଉଦ୍ଦାମପୁରରେ ଗୁରୁବାର ଏକ ବସ୍ ଉପରେ ବିସ୍ଫୋରଣ କରାଯାଇଛି । ଆଜି ଭୋର ୫ଟା ୧୫ମିନିଟରେ ସମୟରେ ଲଗାତାର ଦୁଇ ଦୁଇଟି ବିସ୍ଫୋରଣ ଘଟିଛି । ୮ ଘଣ୍ଟା ଭିତରେ ଷ୍ଟାଣ୍ଡରେ ଥିବା ଦୁଇଟି ବସରେ ବିସ୍ଫୋରଣ ଘଟିବାରୁ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଏହାର…