Browsing Tag

bomb explodes

ରାତି ଅଧରେ ଗାଁରେ ଫୁଟିଲା ବୋମା, ଦୁଇ ଗୁରୁତର

କୋଣାର୍କ: ରାତି ଅଧରେ ଗାଁରେ ଫୁଟିଲା ବୋମା । ଜମିବାଡି ବିବାଦକୁ ନେଇ ବୋମା ମାଡ,ଦୁଇ ଗୁରୁତର ।  ସେମାନଙ୍କୁ ପ୍ରଥମେ ଗୋପ ମେଡିକାଲ ଓ ପରେ ପୁରୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୁରୀ ଜିଲ୍ଲା ଗୋପ ଥାନା ତରଣା ଗାଁରେ ହୋଇଛି ବୋମାମାଡ଼ । ଗୋପ ପୋଲିସ ଗାଁରେ ପହଞ୍ଚି ତଦନ୍ତ କରୁଛନ୍ତି…

ନିଷ୍କ୍ରିୟ ବେଳେ ଫୁଟିଲା ବୋମା, ଜଣେ ହାବିଲଦାର ମୃତ

କଟକ (କେନ୍ୟୁଜ): ଫୁଟିଲା ବୋମା । ହାବିଲଦାର ମୃତ । କଟକ ସଦର ଥାନା କାଠଯୋଡ଼ି ନଦୀପଠାରେ କମିଶନରେଟ ପୋଲିସର ବୋମସ୍କ୍ବାଡ୍ ନିଷ୍କ୍ରିୟ କରିବାକୁ ଚେଷ୍ଟା କରୁଥିବା ବେଳେ ଘଟିଛି ଘଟଣା । ବୋମା ନିଷ୍କ୍ରିୟ କରିବାକୁ ଚେଷ୍ଟା କରିବା ସମୟରେ ଫୁଟିଲା । ଗୁରୁତର ପୋଲିସ କର୍ମଚାରୀଙ୍କ ଚିକିତ୍ସାଧୀନ…

ପୂର୍ବ ଶତ୍ରୁତାକୁ ନେଇ ହରିପୁର ଗାଁରେ ବୋମାମାଡ଼, ୨ଜଣ ଆହତ

ଗଞ୍ଜାମ (କେନ୍ୟୁଜ): ଖଲ୍ଲିକୋଟ ଥାନା ଅନ୍ତର୍ଗତ ହରିପୁର ଗାଁରେ ବୋମାମାଡ । ଆଜି ସକାଳେ ଗାଁର ଏକ ଘର ଉପରକୁ ଏହି ବୋମାମାଡ଼ ହୋଇଛି। ଏଥିରେ ୨ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତା କାରଣରୁ ଏହି ବୋମାମାଡ ହୋଇଥିବା ଜଣାଯାଇଛି।…