Browsing Tag

bomb scare

ବୋମା ଆତଙ୍କ ପାଇଁ ବିମାନ କର୍ତ୍ତୃପକ୍ଷ କ୍ଷତି ସହୁଛନ୍ତି ୩ କୋଟି

ଦିଲ୍ଲୀ: ଭାରତରେ ଏହି କିଛି ଦିନ ହେଲା ଲଗାତାର ଭାବରେ ବିମାନରେ ବୋମା ରହିଥିବା କହି ମିଛ ଫୋନ କରି ଲୋକଙ୍କୁ ଭୟଭୀତ କରାଯାଉଛି ।  ବିମାନ ଗୁଡିକରେ ବୋମା ରହିଥିବା କଥା କହି ବିମାନ କମ୍ପାନୀ ଗୁଡିକର ବ୍ୟାପକ କ୍ଷତି ଘଟାଉଛନ୍ତି ଦୁର୍ବୁତ୍ତ ।  ତେବେ ଆଜି ପର୍ଯ୍ୟନ୍ତ ୪୦ ଟି ବିମାନରେ…

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ, ଥିରୁଭନନ୍ତପୁରମ ବିମାନବନ୍ଦରରେ କଲା ଜରୁରୀକାଳୀନ ଅବତରଣ

ମୁମ୍ବାଇ :  ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ  ।  ମୁମ୍ବାଇରୁ ଥିରୁବନନ୍ତପୁରମ ଯାଉଥିଲା ଏୟାରଇଣ୍ଡିଆ ବିମାନରେ ବୋମା ଥିବା ସନ୍ଦେହ କରାଯାଉଛି । ଘଟଣା ପରେ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଛି ।  ଯାତ୍ରୀଙ୍କୁ ବିମାନରୁ ବାହାର କରି ଯାଞ୍ଚ ଚାଲିଛି । ଏୟାର ଇଣ୍ଡିଆର ବିମାନ ୬୫୭…