ରେଳ ୱାଗନରୁ ବାହାରିଲା ୧୨ଟି ବୋମା, କିଏ ରଖିଛି ଅସ୍ପଷ୍ଟ
କଣ୍ଟାବାଞ୍ଜି: ମାଓପ୍ରବଣ ଇଲାକା କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ ଯାଞ୍ଚବେଳେ ବାହାରିଲା ବୋମା । ରେଳ ୱାଗନରୁ ୧୨ଟି ବୋମା ଜବତ ହୋଇଥିବା ସୂଚନା ମିଳିଛି । ଜବତ ବୋମା ସଇଁତଳା ଗୋଳାବାରୁଦ କାରଖାନାର ହୋଇଥିବା ଜଣାପଡ଼ିଛି । ସଇଁତଳା ଗୋଳାବାରୁଦ କାରଖାନାକୁ ବୋମା ଫେରାଇ ଦିଆଯାଇଥିବା ଷ୍ଟେସନ…