Browsing Tag

bomb threaten

‘ମୋ ବ୍ୟାଗରେ ବୋମା ଅଛି… ଲ୍ୟାଣ୍ଡ କଲେ ସମସ୍ତେ ମରିବେ’ ମୁମ୍ବାଇ ଇଣ୍ଡିଗୋ ବିମାନର ଟଏଲେଟ ଟିସୁ ପେପର ଲେଖାଥିଲା ଏଭଳି…

ଚେନ୍ନାଇର ମୁମ୍ବାଇ ଯାଉଥିବା ଇଣ୍ଡିଗୋ ବିମାନକୁ ବୋମାରେ ଉଡାଇଦେବାକୁ ଧମକ । ଏହି ମାମଲାକୁ ନେଇ ପୋଲିସ ଯାଞ୍ଚ କରୁଛି । ଇଣ୍ଡିଗୋ 6E-5188 ମୁମ୍ବାଇ ଏୟାରପୋର୍ଟରେ ଅବତରଣ କରିବାର ଥିଲା । କିନ୍ତୁ ପହଞ୍ଚିବାକୁ ୪୦ କିମି ଥିବାବେଳେ ଟଏଲେଟର ଟିସୁ ପେପରରେ ବିମାନକୁ ଉଡାଇବାକୁ ଧମକ ମିଳିଥିଲା…

ଦିଲ୍ଲୀ ଏୟାରପୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଯାଞ୍ଚ କରୁଛି ପୋଲିସ

ଦିଲ୍ଲୀ ଏୟାରପୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି । ଏହି ସୂଚନା ମିଳିବା ଏୟାରପୋର୍ଟ ପୋଲିସ, ସିଆଇଏସଏଫ ଏବଂ ଅନ୍ୟ ସୁରକ୍ଷା ଏଜେନ୍ସୀ ତୁରନ୍ତ ଯାଞ୍ଚ ଅଭିଯାନ ଚଲାଇଛି । ପୋଲିସ ସନ୍ଦେଶ ପଠାଇଥିବା ବ୍ୟକ୍ତି ବିରୋଧରେ ଏଫଆଇଆର ଦାଏର କରିଛି । ଦିଲ୍ଲୀ ପୋଲିସ କହିଛି, ଇନ୍ଦିରା…

ମସ୍କୋ-ଗୋଆ ବିମାନରେ ବୋମା ଆତଙ୍କ, ୯ ଘଣ୍ଟା ଯାଞ୍ଚ କରିବା ପରେ ମଧ୍ୟ ମିଳୁନି କିଛି

ମସ୍କୋରୁ ଗୋଆ ଯାତ୍ରା କରୁଥିବା ରୁଷି ଏୟାରଲାଇନ AZUR ଏୟାରକ୍ରାଫ୍ଟରେ ବୋମା ବିସ୍ଫୋରଣ ଧମକ ମିଳିବା ପରେ ଜରୁରୀ ଅବତରଣ କରିଛି ବିମାନ । ବିମାନରେ ୨୩୬ ଯାତ୍ରୀ ଥିଲେ । ସମସ୍ତେ ସୁରକ୍ଷିତ ଭାବେ ବିମାନରୁ ବାହାରକୁ ବାହାରିଛନ୍ତି। ଏହି ଘଟଣା ଘଟିବା ପରେ ପୋଲିସ, ବୋମା ନିଷ୍କ୍ରିୟକାରୀ ଓ…

ନରସିଂହପୁର: ବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ, ପ୍ରେମିକା ଘର ଉପରକୁ ଫିଙ୍ଗିଲା ୪ଟି ବୋମା

ନରସିଂହପୁର(କେନ୍ୟୁଜ୍): ପ୍ରେମିକର ଉନ୍ମତ କାଣ୍ଡ। ପ୍ରେମିକା ଘର ଉପରକୁ ଫିଙ୍ଗିଲା ୪ଟି ବୋମା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଚକ୍ରଗଡ଼ ଗ୍ରାମର ମୁଣ୍ଡିଆ ସାହିରେ। ଗତକାଲି ବିଳମ୍ବିତ ରାତ୍ରରେ ଚକ୍ରଗଡ଼ ଗ୍ରାମର ଦିପୁ ନାୟକ ନିଜ ପ୍ରେମିକା ଘର…

୪୫ ମିନିଟ ଯାଏ ଏୟାରସ୍ପେସ ଉପରେ ଘୂରି ବୁଲିଲା ଇରାନ ବିମାନ: ବିମାନରେ ବୋମା ଥିବା ଖବର ମିଳିଥିଲା

କେନ୍ୟୁଜ୍(ବ୍ୟୁରୋ): ଟଳିଲା ବିପଦ । ଭାରତ ବାୟୁସୀମା ବାହାରେ ଇରାନ ବିମାନ ଥିବା ନେଇ ଭାରତୀୟ ବାୟୁ ସେନା ପକ୍ଷରୁ ସୂଚନା ଦିଆଯାଇଛି । ବିମାନଟି ଭାରତୀୟ ବାୟୁ ସୀମା ଦେଇ ଚୀନ୍‌ ଯାଉଥିଲା । ବିମାନରେ ବୋମା ଥିବା ଖବର ମିଳିଥିଲା । ବୋମା ଥିବା ଖବର ପରେ ଇରାନର ବିମାନକୁ ଅବତରଣ ପାଇଁ ଭାରତ…

ମୁମ୍ବାଇର ଫାଇଭ୍‌ ଷ୍ଟାର ହୋଟେଲକୁ ବୋମା ଧମକ, ଫୋନରେ ୫ କୋଟି ଟଙ୍କା ମାଗିଲା ଦୁର୍ବୃତ୍ତ

କେନ୍ୟୁଜ୍(ବ୍ୟୁରୋ): ମୁମ୍ବାଇରେ ପୁଣି ବୋମା ଧମକ । ଏକ ଫାଇଭ୍‌ ଷ୍ଟାର ହୋଟେଲକୁ ବୋମା ଧମକ । ହୋଟେଲରେ ୪ଟି ବୋମା ରଖାଯାଇଥିବା ନେଇ ଅଜଣା କଲ ଆସିଛି । ବ୍ୟକ୍ତି ଜଣକ ବୋମା ନିଷ୍କ୍ରିୟ କରିବାକୁ ୫ କୋଟି ଟଙ୍କା ଡିମାଣ୍ଡ କରିଛନ୍ତି । ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ମୁମ୍ବାଇ…