ୟୁପି: ମୁଜାଫରନଗରରେ ୪ ଟାଇମ୍ ବୋମା ସହିତ ଧରାପଡ଼ିଲେ ଯୁବକ
ଉତ୍ତର ପ୍ରଦେଶର ମୁଜାଫରନଗରରେ ୪ ଟାଇମ୍ ବୋମା ସହିତ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରାଯାଇଛି । ଧରାପଡ଼ିଥିବା ଯୁବକଙ୍କ ନାମ ଜାଭେଦ ଶେଖ । ଏସ୍ଟିଏଫ୍ ମେରଠ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଭିଯୁକ୍ତଙ୍କ ପାଖରୁ ୪ଟି ବୋତଲ ଟାଇମ୍ ବୋମା ଜବତ କରାଯାଇଛି । ଏହି ବୋତଲ ସହାୟତାରେ…