Browsing Tag

bombay high court

ସର୍ଟ ସ୍କର୍ଟ କିମ୍ବା ଉତ୍ତେଜକ ନୃତ୍ୟ ଅଶାଳୀନତା ବୋଲି ପୋଲିସ କହିପାରିବ ନାହିଁ : ବମ୍ବେ ହାଇକୋର୍ଟ

ନୂଆଦିଲ୍ଲୀ : ମହିଳାମାନେ ସର୍ଟ ସ୍କର୍ଟ ପିନ୍ଧି ଉତ୍ତେଜକ ନୃତ୍ୟ ପରିବେଷଣ କରୁଛନ୍ତି କିମ୍ବା ନୃତ୍ୟ ଅଶାଳୀନତାକୁ ଇଙ୍ଗିତ କରୁଛି। ପୋଲିସର ଏପରି ମନ୍ତବ୍ୟକୁ ବିଚାରକୁ ନିଆଯାଇ ପାରିବନି ନାହିଁ କି ଅଭିଯୁକ୍ତଙ୍କୁ ଦଣ୍ଡିତ କରାଯିବ ନାହିଁ ବୋଲି ବମ୍ବେ ହାଇକୋର୍ଟ ରାୟ ଶୁଣାଇଛନ୍ତି। ଯାହା…

ସିଂଘମ ଭଳି ଫିଲ୍ମ ବହୁତ ହାନିକାରକ ବାର୍ତ୍ତା ଦେଇଥାଏ : ବମ୍ବେ ହାଇକୋର୍ଟ

ମୁମ୍ବଇ : ବମ୍ବେ ହାଇକୋର୍ଟ ଜଜ ଜଷ୍ଟିସ ଗୌତମ ପଟେଲ ଶୁକ୍ରବାର କହିଛନ୍ତି ଯେ ଆଇନ ପ୍ରକ୍ରିୟାକୁ ଅଣଦେଖା କରି ତୁରନ୍ତ ନ୍ୟାୟ ଦେଉଥିବା ’ହିରୋ ପୋଲିସ କର୍ମୀ’ ଙ୍କ ଫିଲ୍ମ ଷ୍ଟାଇଲ ପ୍ରତିଛବି ବହୁତ ମାରାତ୍ମକ ବାର୍ତ୍ତା ଦେଇଥାଏ । ଯାହାକି ‘ସିଂଘମ’ ଭଳି ଫିଲ୍ମରେ ଦେଖାଯାଇଛି ।…

ଦୁଷ୍କର୍ମ ମାମଲାରେ ୬୭ ବର୍ଷୀୟ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ମୁକ୍ତ କଲେ ବମ୍ବେ ହାଇକୋର୍ଟ ; କହିଲେ, ‘ସହମତି…

ବମ୍ବେ ହାଇକୋର୍ଟ ଏକ ଦୁଷ୍କର୍ମ ମାମଲାରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ୍‌ କରିଛନ୍ତି। ୨୦୧୫ ମସିହାରେ ୬୧ ବର୍ଷୀୟା ଜଣେ ମହିଳା ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। କୋର୍ଟ କହିଛନ୍ତି ଯେ ସେହି ସମୟ ମଧ୍ୟରେ ଉଭୟଙ୍କ ସହମତି ଭିତ୍ତିରେ ସମ୍ବନ୍ଧ ରଖାଯାଇଥିଲା ଏବଂ…

ପ୍ରେମିକ ବିରୋଧରେ ମହିଳାମାନେ ଆଣିପାରିବେ ନାହିଁ ଦୁଷ୍କର୍ମ ଅଭିଯୋଗ : ବମ୍ବେ ହାଇକୋର୍ଟ

ପ୍ରେମିକ ବିରୋଧରେ ମହିଳାମାନେ ଆଣିପାରିବେ ନାହିଁ ଦୁଷ୍କର୍ମ ଅଭିଯୋଗ । ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଜଣେ ବ୍ୟକ୍ତିଙ୍କ ବିରୋଧରେ ତାଙ୍କ ତାଙ୍କ ପ୍ରେମିକା ଆଣିଥିବା ଦୁଷ୍କର୍ମ ଅଭିଯୋଗର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି,…

ବଢିଲା ଅନୁଷ୍କା ଶର୍ମାଙ୍କ ଅଡୁଆ, ଟ୍ୟାକ୍ସ ମାମଲାରେ ବମ୍ବେ ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି

ବଲିଉଡ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଅଡୁଆ ବଢିଛି । ଟ୍ୟାକ୍ସ ମାମଲାରେ ବମ୍ବେ ହାଇକୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିନାହିଁ । ଅନୁଷ୍କାଙ୍କ ନାମରେ ସେଲ୍ସ ଟ୍ୟାକ୍ସ ନୋଟି ୨୦୧୨-୧୨ ଏବଂ ୨୦୧୩-୧୪ ମଧ୍ୟରେ ଏକ ମାମଲାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । କିଛି ସମୟ…

ତୃତୀୟ ସନ୍ତାନ ଯଦି ନୋମିନେସନ ପୂର୍ବରୁ ମରିଯାଇଥାଏ ତେବେ ପ୍ରାର୍ଥୀପତ୍ର ଅକାମୀ ହେବ ନାହିଁ, ମୁମ୍ବାଇ କୋର୍ଟଙ୍କ ରାୟ

ପଞ୍ଚାୟତ ଆକ୍ଟ 14(1)(j-i) ଅନୁଯାୟୀ ଯଦି ଜଣେ ବ୍ୟକ୍ତିଙ୍କର ୩ ଟି ସନ୍ତାନ ଥିବେ,ସେ ପଞ୍ଚାୟତ ନିର୍ବାଚନ ଲଢ଼ିପାରିବେ ନାହିଁ । ଏହି ନିୟମ ଆଧାରରେ ଜିଲ୍ଲା ପ୍ରଶାସନ ଜଣେ ମହିଳାଙ୍କ ସଦସ୍ୟତା ଖାରଜ କରିଥିଲେ । ଉକ୍ତ ମହିଳା ୨୦୨୧ ଜାନୁଆରୀରେ ନିର୍ବିବାଦରେ ନିମଗାଁଓ ଖାଲୁ ପଞ୍ଚାୟତରୁ…

ଛାତ୍ରଙ୍କୁ ପିଟିବା-ଡରାଇବା ଅପରାଧ ନୁହେଁ, ଏମିତି କହିଲେ ବମ୍ବେ ହାଇ କୋର୍ଟଙ୍କ ଗୋଆ ବେଞ୍ଚ୍‌

ମହାରାଷ୍ଟ୍ର : ସ୍କୁଲରେ ଅନୁଶାସନ ଜାରି ରଖିବା ପାଇଁ ପିଲାଙ୍କୁ ପିଟିବା,ମାରିବା ବା ଡରାଇବା କିମ୍ବା ଉଚିତ ଦଣ୍ଡ ଦେବା କୌଣସି ଅପରାଧ ନୁହେଁ । କୋର୍ଟ ଏକ ପ୍ରାଥମିକ ସ୍କୁଲର ଶିକ୍ଷକଙ୍କ ଦଣ୍ଡାଦେଶକୁ ଫେରାଇ ନେଇ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଏହି ଶିକ୍ଷକଙ୍କ ଉପରେ ନିଜର ସ୍କୁଲର ଦୁଇ…

ବିନା ପ୍ରମାଣରେ କୌଣସି ମହିଳା ତାଙ୍କ ପତିକୁ ମଦୁଆ ଓ ଚରିତ୍ରହୀନ ବୋଲି ଦର୍ଶାଇବା ନିଷ୍ଠୁରତା : ବମ୍ବେ ହାଇକୋର୍ଟ

ମୁମ୍ବାଇ: ବିନା ପ୍ରମାଣରେ କୌଣସି ମହିଳା ତାଙ୍କ ପତିକୁ ମଦୁଆ ଓ ଚରିତ୍ରହୀନ ବୋଲି ଦର୍ଶାଇବା ନିଷ୍ଠୁରତା ବୋଲି ହାଇକୋର୍ଟ କହିଛନ୍ତି | ଆଜି ଏକ ପୁନେ ଦମ୍ପତିଙ୍କ ବିବାହ ବିଛେଦ ମାମଲା ରେ ପୁନେ ଫ୍ୟାମିଲି କୋର୍ଟଙ୍କ ରାୟକୁ କାୟମ ରଖି ଏହି ରାୟ ଦେଇଛନ୍ତି | ବମ୍ବେ ହାଇକୋର୍ଟ କହିଛନ୍ତି ଯେ…

ଅଧା କାରାଦଣ୍ଡ କାଟିସାରିଥିଲେ ଅତି ଗୁରୁତର ମାମଲାରେ ଥିବା ବିଚାରାଧୀନ କଏଦୀଙ୍କୁ ଜାମିନରେ ଛାଡିବାକୁ ହିଁ ହେବ, ବମ୍ବେ…

ମୁମ୍ବାଇ : ଜଣେ ଅପରାଧୀ ଯେତେ ବଡ଼ ଅପରାଧିକ ମାମଲାରେ ବିଚାରଧୀନ କଏଦୀ ହୋଇ ଥାଉ ନା କାହିଁକି ଯଦି ସେ ଉକ୍ତ ମାମଲାରେ ସର୍ବାଧିକ ଦଣ୍ଡର ଅଧା ଦଣ୍ଡ କାଟିସାରିଛନ୍ତି, ତେବେ ତାଙ୍କୁ ଜାମିନ ମିଳିବ ହିଁ ମଳିବ ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ । ଜଣେ ନିବେଶକଙ୍କ କୋଟି କୋଟି ଟଙ୍କା ହଡପ…

ବିବାହ ପରେ ପତ୍ନୀ କାମକୁ ଯିବା କ୍ରୁରତା ନୁହେଁ, ପତିଙ୍କ ଛାଡପତ୍ର ପିଟିସନକୁ ଖାରଜ କରି ବମ୍ବେ ହାଇକୋର୍ଟ ଦେଲେ ଏମିତି…

ମୁମ୍ବାଇ : ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ଏକ ମହତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ ଯଦି କେହି ପତ୍ନୀ ବିବାହ ପରେ କାମକୁ ଯିବାକୁ ଚାହୁଁଛନ୍ତି,ତେବେ ଏହାକୁ ହିନ୍ଦୁ ବିବାହ ଆକ୍ଟ ଧାରା ୧୩ ଅନୁଯାୟୀ କ୍ରୁରତା କୁହାଯିବ ନାହିଁ । ଜଣେ ମହିଳାଙ୍କ ପତି ତାଙ୍କ ପତ୍ନୀଙ୍କୁ କାମକୁ ଯିବା କାରଣ…

ଓଠକୁ ଚୁମ୍ବନ ଦେବା ଯୌନ ଅପରାଧ ନୁହେଁ, ଏଭଳି କହି ଅଭିଯୁକ୍ତକୁ ଜାମିନ ଦେଲେ ବମ୍ବେ ହାଇକୋର୍ଟ

ନୂଆଦିଲ୍ଲୀ : ବମ୍ବେ ହାଇକୋର୍ଟ କହିଛନ୍ତି ଯେ ଭାରତୀୟ ପେନାଲ କୋଡ (ଆଇପିସି) ର ଧାରା ୩୭୭ ଅନୁଯାୟୀ ଓଠରେ ଚୁମ୍ବନ ଦେବା ଏବଂ ଶରୀରର ଅଙ୍ଗକୁ ଭଲ ପାଇବା ଏକ ଅପ୍ରାକୃତିକ ଅପରାଧ ନୁହେଁ। ଏପରି କହି ଜଣେ ୧୪ ବର୍ଷର ବାଳକର ଯୌନ ନିର୍ୟାତନା ମାମଲାର ଶୁଣାଣି ସମୟରେ କୋର୍ଟ ଏହି ରାୟ ଦେଇଛନ୍ତି ।…