ଦୁଇ ଗୋଷ୍ଠୀ ମୁହାଁମୁହିଁରୁ ବୋମାମାଡ, ଜଣେ ଆହତ
ବ୍ରହ୍ମପୁର : ଦୁଇ ଗୋଷ୍ଠୀ ମୁହାଁମୁହିଁରୁ ବୋମାମାଡ, ଜଣେ ଆହତ। ବ୍ରହ୍ମପୁର ନିମଖଣ୍ଡି ଥାନା ଫୁଲଟା ଗାଁରେ ଅଭାବନୀୟ ଘଟଣା ଘଟିଛି । ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଏପରିକି ବୋମାମାଡ ମଧ୍ୟ ହୋଇଥିବା ସୂଚନା ମିଳିଛି । ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । …