Browsing Tag

bonai

ବାପା ମା’ଙ୍କ ଦାୟିତ୍ବ ହୀନତା ଯୋଗୁଁ ୪ ବର୍ଷର ଶିଶୁ ମୁଣ୍ଡରେ ପଶିଲା ଗରା

ବଣାଇ: ମେଡିକାଲରେ ରା.. ଛାଡ଼ି କାନ୍ଦୁଛି ୪ ବର୍ଷର ଶିଶୁ। ଡାକ୍ତର ଠାରୁ ଆରମ୍ଭ କରି ସମସ୍ତେ ହେଲେଣି ନାକେଦମ୍ । କିନ୍ତୁ କୁନି ପିଲାଟିର କାନ୍ଦ ସରୁନି । ସେ ବି କଣ ଆଉ କରିପାରିବ ? ଖେଳୁ ଖେଳୁ ବିଚରା ଟି ଫସି ଯାଇଛି । ନା ସେ ସେଥିରୁ ବାହାରି ପାରୁଛି ନା ଓଜନ ଭାରକୁ ମୁଣ୍ଡରେ ବୋହି…

ଖେଳୁ ଖେଳୁ ଷ୍ଟିଲ ଗରାରେ ପଶିଲା ୪ ବର୍ଷର ଶିଶୁର ମୁଣ୍ଡ, ନାକେଦମ ହେଲେ ଡାକ୍ତର

ବଣାଇ: ଖେଳୁ ଖେଳୁ ଷ୍ଟିଲ ଗରାରେ ପଶିଲା ୪ ବର୍ଷର ଶିଶୁର ମୁଣ୍ଡ। ଡାକ୍ତରଖାନାରେ କଟରରେ ଗରାକୁ କାଟି ବାହାର ଗଲା ଶିଶୁରୁ ମୁଣ୍ଡ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଜାଙ୍ଗଳା ଗାଁରେ ଘଟିଛି ଏପରି ଘଟଣା । ସୂଚନା ଅନୁସାରେ ବାବୁଲି ମୁଣ୍ଡା ଓ ତାଙ୍କର ପତ୍ନୀ ସାବିନା ମୁଣ୍ଡାଙ୍କର ୪ବର୍ଷର…

ବିଦ୍ୟୁତ୍‌ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୧୨ ଯାତ୍ରୀ ଆହତ

ବଣାଇ : ଓଲଟିଲା ଯାତ୍ରୀବାହୀ ବସ ଏଥିରେ୧୨ ଯାତ୍ରୀ ଆହତ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ରାଜ୍ୟ ରାଜପଥର ମୁଚରନାଳୀ ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବସ୍ । ଓଏସଆରଟି ଜଗନ୍ନାଥ ନାମକ ବସଟି ସୁନ୍ଦରଗଡ଼ରୁ ପୁରୀ ଯାଉଥିବା ବେଳେ ଏଥିରେ ୫୫ଜଣ ଯାତ୍ରୀ ଥିଲେ । ଗତକାଲି…

ଜେଏସଡବ୍ଲ୍ୟୁ ଖଣିରେ ଧସେଇ ପଶିଲେ ଆନ୍ଦୋଳନକାରୀ, ପୋଲିସ ସହ ଧସ୍ତାଧସ୍ତି

ବଣାଇ : JSW ଖଣିରେ ଧସେଇ ପଶିଲେ ଆନ୍ଦୋଳନକାରୀ ।  ସୁନ୍ଦରଗଡ ଜିଲ୍ଲା କୋଇଡା ଠାରେ JSW ଖଣିକୁ ଧସେଇ ପଶିଛନ୍ତି ।  ଜେଏସଡବ୍ଲ୍ୟୁ ରେ ଧସେଇ ପଶିବା ବେଳେ ପୋଲିସ ସହ ଆନ୍ଦୋଳନକାରୀଙ୍କ ଧସ୍ତାଧସ୍ତି ହୋଇଛି । ଏହି ସମୟରେ ବ୍ୟାପକ ଭଙ୍ଗାରୁଜା ହୋଇଛି । ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ…

ସ୍କୁଲ ହଷ୍ଟେଲରୁ ୧୫ ଛାତ୍ର ଫେରାର୍, ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କଲେ ବିଇଓ

ସହିପାରିଲେନି ୱାଡେନଙ୍କ ଅତ୍ୟାଚାର । ତେଣୁ ରାତିଅଧରେ ହଷ୍ଟେଲରୁ ମାରିଲେ ଫେରାର୍ । ବାରମ୍ବାର ଅଭିଯୋଗ ପରେ ବି ଛାତ୍ରାବାସରେ ସୁଧାର ଆସିଲାନି । ତେଣୁ ବାଧ୍ୟ ହୋଇ ଛାତ୍ରାବାସ ଛାଡ଼ିବାକୁ ନିଷ୍ପତ୍ତି ନେଲେ ୧୫ ଜଣ ନାବାଳକ ସ୍କୁଲ୍‌ ଛାତ୍ର । ଆଉ ରାତି ୧୧ ଟାରେ ହଷ୍ଟେଲରୁ ଫେରାର ମାରିଥିଲେ…

ଦଳିଦେଲା ଦନ୍ତା, ରେଞ୍ଜରଙ୍କୁ ଛେଚିଲେ ଉତ୍ତ୍ୟକ୍ତ ଲୋକ

ବଣାଇ: ଦଳିଦେଲା ଦନ୍ତା । ରେଞ୍ଜରଙ୍କୁ ଛେଚିଲେ ଉତ୍ତ୍ୟକ୍ତ ଲୋକ । ବଣାଇ ସରକାରୀ ବାସଭବନକୁ ଘେରିଲେ ଲୋକେ । ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜର ଜକେଇକେଲା ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ । ଶୌଚ ପାଇଁ ଯାଉଥିବା ବେଳେ ଦନ୍ତା ହାବୁଡ଼ାରେ ପଡିଯାଇଥିଲେ । ଦନ୍ତା ଘର ଦୁଆର ମୁହଁରେ ତାଙ୍କୁ ଟେକି…

ବଣାଇରେ ଗର୍ଭବତୀ ମହିଳାଙ୍କୁ ଗୁଳି ପଛରେ ସ୍ବାମୀ! ପୋଲିସ କର୍ମଚାରୀ ସହ ସ୍ୱାମୀ ଗିରଫ

ବଣାଇ : ବଣାଇରେ ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା ଘଟଣାରେ ନୂଆ ଟ୍ବିଷ୍ଟ । ଗର୍ଭବତୀଙ୍କୁ ଗୁଳି ପଛରେ ସ୍ବାମୀ !  ଘଟଣାରେ ସ୍ବାମୀ, ଜଣେ ପୋଲିସ କର୍ମଚାରୀଙ୍କ ସମେତ ୪ ଅଟକ । ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ । ହତ୍ୟା ସନ୍ଦେହରେ ଚାଲିଥିଲା ପଚରାଉଚରା । ଆଜି ହତ୍ୟା…

ସୀମା ଟପିଲା ବର୍ବରତା, ଲୁଟ ପରେ ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା

ବଣାଇ:  ସୀମା ଟପିଲା ବର୍ବରତା । ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା । ଲୁଟ୍ କରିବାକୁ ଆସି ମାରିଦେଲେ ଦୁର୍ବୃତ୍ତ । ସୁନ୍ଦରଗଡ଼ ବଣାଇ ଟିକାୟତପାଲି ଥାନା ଝିର୍ଡାପାଲି ଗାଁରେ ମହିଳାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଗାଁର ଦେବେନ୍ ବେହେରାଙ୍କ ଘରକୁ ଦୁଇ ଜଣ…

ଗୋରୁ ବ୍ୟବସାୟୀଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି, କ୍ଷତି ପୂରଣ ପାଇଁ ସ୍ଥାନୀୟ ଲୋକେ ଦାବି

ବଣାଇ: ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ କେନାଭେଟା ନିକଟରେ ଦୁର୍ଘଟଣା ଘଟିଛି । ଗୋରୁ ବ୍ୟବସାୟୀଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି। ଫଳରେ ବ୍ୟବସାୟୀଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଟି ବଳଦଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ କନ୍ତସରା ଗାଁର ସଂକାଳି ପାତ୍ର ।…

ବଣାଇରେ ଘନ କୁହୁଡି, ଦୃଶ୍ୟମାନ ହେଉନି ରାସ୍ତାଘାଟ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ବଣାଇରେ ଘନ କୁହୁଡି । ଘନ କୁହୁଡି ସାଙ୍ଗକୁ ଅଞ୍ଚଳରେ ଶୀତର ପ୍ରକୋପ ମଧ୍ୟ ଦେଖିବାକୁ ମିଳିଛି । ସକାଳୁ ସକାଳୁ କୁହୁଡି ଯୋଗୁଁ ରାସ୍ତାଘାଟ ଠିକରେ ଦୃଶ୍ୟମାନ ହେଉନାହିଁ । ସକାଳୁଅ ଶୀତର ମଜା ନେବାକୁ ଲୋକେ ଶୀତବସ୍ତ୍ର ପିନ୍ଧି ପ୍ରାତଃ ଭ୍ରମଣରେ ବାହାରୁଥିବା…

ସଙ୍କଟରେ ଗଜରାଜ: କେଉଁଠି ବିଦ୍ୟୁତ ତାର ଲାଗି ତ କେଉଁଠି ରେଳ ଧାରଣାରେ କଟି ହାତୀର ମୃତ୍ୟୁ

ରେଢାଖୋଲ / ବଣାଇ : ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ ।  ରେଢାଖୋଲ ନାକଟିଦେଉଳ ରେଞ୍ଜ ଚରଡ଼ପସି ନିକଟ ଚହଟାପଦା ଠାରେ ହାତୀର ମୃତ୍ୟୁ ଘଟିଛି ।  ଏନଏଚ ଠାରୁ ମାତ୍ର ୨ ଶହ ମିଟର ଦୂରରେ ବିଦ୍ୟୁତ ତାର ଲାଗି ୧୫ ବର୍ଷର ମାଇହାତୀର ମୃତ୍ୟୁ ଘଟିଛି । ବିଳମ୍ବିତ ରାତିରେ ମୃତ୍ୟୁ…

ପ୍ରାଥମିକ ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା, ମୁଖ୍ୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ ଓ ଅଭିଭାବକ

ବଣାଇ: ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗେଇଦେବା ପାଇଁ ସରକାର ପ୍ରାଥମିକ ବିଦ୍ୟାଳୟଗୁଡିକୁ ରୂପାନ୍ତରିକରଣରେ ସାମିଲ କରି ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ କରୁଛନ୍ତି । ହେଲେ ସୁନ୍ଦରଗଡ ଜିଲ୍ଲା ଗଡରୁଆଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖାଦେଇଛି ବ୍ୟାପକ ଅବ୍ୟବସ୍ଥା । ଶିକ୍ଷା…