Browsing Tag

bonai

ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୬ ଆହତ

ବଣାଇ (କେନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନାର 143 ନମ୍ବର ଜାତୀୟ ରାଜପାଥର କେନାଭେଟା ନିକଟରେ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା । ଫଳରେ ୬ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଏହି ସଡ଼କ ଦୁର୍ଘଟଣା ଘଟିଛି।…

ଦନ୍ତା ଉତ୍ପାତ; କ୍ଷତିପୂରଣ ଦାବିରେ ତାତିଲେ ଗ୍ରାମବାସୀ, ରେଞ୍ଜର ଓ ଫରେଷ୍ଟର ଅଟକ

ବଣାଇ (କେନ୍ୟୁଜ୍‌): ହାତୀ ପାଇଁ ହଟହଟା । ବନ ବିଭାଗ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗାଁ ଲୋକେ । କ୍ଷତିପୂରଣ ଦାବିରେ ରେଞ୍ଜର ଓ ଫରେଷ୍ଟର ଅଟକ ରହିଥିବା ବେଳେ ଡିଏଫଓ ନ ଆସିବା ଯାଏ ସେମାନଙ୍କୁ ଛାଡିବେ ନାହିଁ ବୋଲି ଜିଦ୍ ଧରିଛନ୍ତି ଗ୍ରାମବାସୀ । ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜ…

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଖଣ୍ଡାଧାର ଜଳପ୍ରପାତ, ମୋହୁଛି ପର୍ଯ୍ୟଟକଙ୍କ ମନ

ଆସିଛି ଶୀତଋତୁ, ସୁନ୍ଦରଗଡ ଜିଲ୍ଲା ବଣାଇର ଖଣ୍ଡାଧାର ଜଳପ୍ରପାତରେ ପରିବାର ଓ ସାଙ୍ଗସାଥିମାନଙ୍କୁ ନେଇ ବଣଭୋଜି ପାଇଁ ଜମୁଛି ଖୁବ ଭିଡ । ପର୍ଯ୍ୟଟକମାନେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି । ବଣାଇରେ ଥିବା ଖଣ୍ଡାଧାର ଜଳପ୍ରପାତ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ । ଦୂରରୁ…

ବଣାଇ: ଉପକାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବଣାଇ (କେନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ସ୍ୱତନ୍ତ୍ର କାରାଗାରେ ୨୦୨୦ ମସିହାରେ ହତ୍ୟା ମାମଲାରେ ଆସିଥିବା ବିଚାରାଧୀନ କଏଦୀ ଶୁକ୍ରାମ ମୁଣ୍ଡାଙ୍କ ମୃତ୍ୟୁ ହୋଇଛି। ତାଙ୍କ ଘର କେବଲାଙ୍ଗ ଥାନାର ଲଙ୍ଗଳକଟା ଅଞ୍ଚଳର। ସୂଚନା ଅନୁଯାୟୀ ଆଜି ସକାଳେ ଶୁକ୍ରାମ ମୁଣ୍ଡା ଚୁଟି କାଟିବା ପରେ…

ପୋଲିସର ମହାନତା: ହାତୀ ମାରି ଦେଇଥିବା ଯୁବକକୁ ୩ କିମି କାନ୍ଧରେ ବୋହି ଆଣିଲେ ମହୁଲପଦା IIC

ବଣାଇ(କେନ୍ୟୁଜ୍): ଅନେକଙ୍କ ମନରେ ପୋଲିସକୁ ନେଇ ବିଭିନ୍ନ ନକାରାତ୍ମକ ଭାବନା ଅଛି। କେଉଁଠି ପୋଲିସ ଠିକରେ ଅଭିଯୋଗ ଶୁଣିନୁ ତ କେଉଁଠି ପୋଲିସ ମିଛ କେସରେ କାହାକୁ ଫସାଇଥିବା ଅନେକ ମନରେ ଭାବନ୍ତି। କିନ୍ତୁ ଆଜି ଜଣେ ପୋଲିସ ଏମିତି ମଣିଷ ପଣିଆ ଦେଖାଇଛନ୍ତି ଯାହାକୁ ନେଇ ଅନେକ ମନରେ…

ବଣାଇରେ ବର୍ଷା ପାଇଁ ବ୍ରାହ୍ମଣୀ ନଦୀରେ ଜପ ଓ ମନ୍ଦିରରେ ଯଜ୍ଞ ଅନୁଷ୍ଠିତ

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ବର୍ଷା ଯେତିକି ହେବା କଥା ସେତିକି ହୋଇ ନଥିବାରୁ ଚାଷ କାର୍ଯ୍ଯ ଏ ପର୍ଯ୍ଯନ୍ତ ହୋଇ ପାରୁ ନଥିବାରୁ ତଳି ପଡି ପାରୁ ନଥିବା ବେଳେ ଏବେବି ଅନେକ ଜମି ପଡିଆ ପଡିଛି । ଯାହା ଫଳରେ ଚାଷୀ କୁଳ ଏବେ ଚିନ୍ତାରେ ଥିବା ବେଳେ ଏନେଇ ବଣାଇ ବ୍ରାହ୍ମଣ ସମାଜ ପକ୍ଷରୁ ବଣାଇ…