ଶିଶୁ ନୁହେଁ ବୋରୱେଲରେ ଖସିପଡ଼ିଛି ଚୋର, ଚାଲିଛି ଉଦ୍ଧାର କାର୍ଯ୍ୟ
ବୋରୱେଲରେ ଶିଶୁ ନୁହେଁ ଖସି ପଡ଼ିଛି ଜଣେ ଚୋର । ଚୋରି କରିବା ପାଇଁ ଆସିଥିଲା କିନ୍ତୁ ରାତିର କିଟ୍ କିଟ୍ ଅନ୍ଧାରରେ କିଛି ବି ଦେଖାଯାଇ ନଥିଲା ଚୋରକୁ । ଆଉ ଅନ୍ଧାର ଭିତରେ ହଠାତ ବୋରୱେଲରେ ଖସି ପଡ଼ିଥିଲା ଉକ୍ତ ଯୁବକ । ବୋଲରୱେଲରେ ପ୍ରଥମେ ଶିଶୁ ପଡ଼ି ଯାଇଥିବା ଚର୍ଚ୍ଚା ହୋଇଥିଲା କିନ୍ତୁ…