Browsing Tag

borewell

ଶିଶୁ ନୁହେଁ ବୋରୱେଲରେ ଖସିପଡ଼ିଛି ଚୋର, ଚାଲିଛି ଉଦ୍ଧାର କାର୍ଯ୍ୟ

ବୋରୱେଲରେ ଶିଶୁ ନୁହେଁ ଖସି ପଡ଼ିଛି ଜଣେ ଚୋର । ଚୋରି କରିବା ପାଇଁ ଆସିଥିଲା କିନ୍ତୁ ରାତିର କିଟ୍‌ କିଟ୍‌ ଅନ୍ଧାରରେ କିଛି ବି ଦେଖାଯାଇ ନଥିଲା ଚୋରକୁ । ଆଉ ଅନ୍ଧାର ଭିତରେ ହଠାତ ବୋରୱେଲରେ ଖସି ପଡ଼ିଥିଲା ଉକ୍ତ ଯୁବକ । ବୋଲରୱେଲରେ ପ୍ରଥମେ ଶିଶୁ ପଡ଼ି ଯାଇଥିବା ଚର୍ଚ୍ଚା ହୋଇଥିଲା କିନ୍ତୁ…

ବୋରଓ୍ବେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା: ମିଳିଲା ମା’ର ଠିକଣା

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ଜିଲ୍ଲା ରେଙ୍ଗାଲିରେ ବୋରଓ୍ବେଲରୁ ଉଦ୍ଧାର ଶିଶୁକନ୍ୟା କାହାର ? ମିଳିଲା ମାର ପରିଚୟ ଓ ଠିକଣା । ତାଙ୍କୁ ଠାବ କରିଛି ପୋଲିସ । ବୋରୱେଲରୁ ଶିଶୁ କନ୍ୟା ଉଦ୍ଧାର ହେବାର କିଛି ଦିନ ପରେ ମାଆକୁ ଠାବ କରାଯାଇଥିଲା । ତାଙ୍କର ସ୍ବାସ୍ଥ୍ୟାବସ୍ଥା ଓ ମାନସିକ…

ସୁବର୍ଣ୍ଣପୁର ଜିଲ୍ଲାରେ ମୁକୁଳା ବୋରୱେଲ ନେଉଛି ଜୀବନ, କେବେ ସୁଧୁରିବ ବ୍ୟବସ୍ଥା?

ସୁବର୍ଣ୍ଣପୁର(କେନ୍ୟୁଜ): ଚାଷ ଜମିରେ ଖୋଲା ମୁକୁଳା ହୋଇ ପଡି ରହିଛି ଗଭୀର ନଳକୂପ ବା ବୋରୱେଲ୍। ନାଁ ଉପରେ ଢାଙ୍କୁଣି ଅଛି ନାଁ ଚାରି କଡରେ ଅଛି ବାଡବତା। ଅନାବନା ଘାସ ଭିତରେ ରହିଥିବା ବୋରୱେଲ୍ ର ଚାରିପଟ ମଧ୍ୟ ପୁରା ଖୋଲା ରହିଥିବା ଦେଖଇବାକୁ ମିଳିଛି । ଅସବଧାନତା ବଶତଃ ଏହି ଗାତରେ…

ବୋରୱେଲରେ ନବଜାତ ଶିଶୁ ପଡ଼ିବା ଘଟଣା: ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପୋଲିସ

ସମ୍ବଲପୁର (କେନ୍ୟୁଜ): ନବଜାତକୁ ବୋରୱେଲକୁ ଫିଙ୍ଗିଲା କିଏ ? ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ପରିତ୍ୟକ୍ତ ବୋରୱେଲ ମଧ୍ୟରୁ ନବଜାତ ଶିଶୁ ଉଦ୍ଧାର ଘଟଣାରେ ତନାଘନା। କିଏ ଫିଙ୍ଗିଲା ତାକୁ ନେଇ ଜୋରଦାର ତଦନ୍ତ ଚାଲିଛି। ଧରାପଡିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ବୋରୱେଲରେ ଖସିପଡିଲେ ବୃଦ୍ଧା, ପାଇପ୍‌ ଯୋଗେ ପଠାଗଲା ଅକ୍ସିଜେନ: ସୂଚନା ଦେଲେ ଅଗ୍ନିଶମ ଡିଜି

ସୋନପୁର (କେନ୍ୟୁଜ): ବୋରୱେଲ ଗାତରେ ଖସି ପଡିଲେ ବୃଦ୍ଧା । ସୋନପୁର-ବୁର୍ଡ଼l ରାସ୍ତାର କଇଁଫୁଲ ନିକଟରେ ଏହି ଅଘଟଣ ଘଟିଛି। ୨୦ ଫୁଟ ଗଭୀର ବୋରୱେଲରେ ଫସିଥିବା ଆଶଙ୍କା କରାଯାଉଛି । ତାଙ୍କ ନାଁ ଦୁଖୀ ନାଏକ ଓ ବୟସ ୮୦ ବର୍ଷ । ସେ ଖଲିଆପାଲି ପଞ୍ଚାୟତର ଗୋବିନ୍ଦପୁର ଗାଁକୁ ନିଜ ଝିଅ ଘରକୁ…

ଜୀବନ ଯୁଦ୍ଧରେ ହାରିଗଲା ଅଢ଼େଇ ବର୍ଷର ଶିଶୁକନ୍ୟା, ୫୫ ଘଣ୍ଟା ପରେ ବୋରୱେଲରୁ ଗମ୍ଭୀର ଅବସ୍ଥାରେ ହୋଇଥିଲା ଉଦ୍ଧାର

ମଧ୍ୟ ପ୍ରଦେଶର ସିହୋରରେ ୩୦୦ ଫୁଟ୍‌ ଗଭୀର ବୋରୱେଲରେ ଖସି ପଡ଼ିଥିବା ଅଢ଼େଇ ବର୍ଷର ଶିଶୁକନ୍ୟା ଶେଷରେ ଆଖି ବୁଜିଛି। ପାଖାପାଖି ୫୫ ଘଣ୍ଟା ପରେ ଶିଶୁକୁ ବୋରୱେଲରୁ ବାହାର କରାଯାଇଥିଲା। ଏହାପରେ ସଙ୍କଟାପନ୍ନ ଅବସ୍ଥାରେ ତାକୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ତାକୁ ବଞ୍ଚାଯାଇ…

ପାଞ୍ଚ ଦିନର ସଂଘର୍ଷ ପରେ ବୋରେଓ୍ଵଲରେ ଫସିଥିବା ୮ ବର୍ଷର ତନ୍ମୟ ମୃତ

ବୈତୁଲ (ମଧ୍ୟପ୍ରଦେଶ) : ଜୀବନ ଯୁଦ୍ଧରେ ହାରିଗଲେ ତନ୍ମୟ ସାହୁ । ମଧ୍ୟପ୍ରଦେଶରେ ବୋରେଓ୍ଵଲରେ ଫସିଥିବା ୮ ବର୍ଷୀୟ ବାଳକର ମୃତ୍ୟୁ ହୋଇଛି । ବୋଲେଓ୍ଵଲ ଭିତରକୁ ତା ମୃତଦେହ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ୍‌ । ଏହି ଖବର ଏବେ ପରିବାର ସହିତ ସମଗ୍ର ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ଖେଳାଇ…

୬୫ ଘଣ୍ଟାରୁ ଅଧିକ ସମୟ ଲାଗିଲାଣି କିନ୍ତୁ ବୋରେଓ୍ଵଲ୍‌ ଗାତରୁ ଉଦ୍ଧାର ହୋଇପାରିନି ଶିଶୁ, ଅପରେସନ୍‌ରେ ସାମିଲ ହୋଇଛି…

କେନ୍ୟୁଜ୍(ବ୍ୟୁରୋ): ବୋରେଓ୍ଵଲ୍‌ ଗାତରୁ ଉଦ୍ଧାର ପାଇଁ ଅପରେସନ ରାହୁଲ। ୬୫ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଛି ସବୁଠୁ ବଡ଼ ରେସ୍‌କ୍ୟୁ ଅପରେସନ। ଛତିଶଗଡ଼ ଜାଞ୍ଜଗିରି-ଚମ୍ପା ଜିଲ୍ଲାର ପିହରିଡ୍‌ ଗାଁରେ ୬୦ ଫୁଟ ତଳେ ବୋରୱେଲରେ ଫସିରହିଛି ୧୦ ବର୍ଷୀୟ ରାହୁଲ ସାହୁ । ତାକୁ ଉଦ୍ଧାର ପାଇଁ…