Browsing Tag

Boudh

ଦହିବରା ଖାଇ ୭୦ ଅସୁସ୍ଥ, ଘଟଣା ସ୍ଥଳରେ ପହଞ୍ଚି ଡ଼ାକ୍ତରୀଦଳଙ୍କ ଚିକିତ୍ସା ଆରମ୍ଭ

କଣ୍ଟାମାଳ : ଦହିବରା ଖାଇ ୭୦ ଅସୁସ୍ଥ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗବଯୋରର ଏ ଘଟଣା । ସାପ୍ତାହିକ ହାଟରେ ଖୋଲିଥିବା ଏକ ଜଳଖିଆ ଦୋକାନୀଙ୍କ ଠାରୁ ଦହିବରା ଖାଇ ୭୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଘଟଣା ସ୍ଥଳରେ ମନମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରର…

ରୋଗଶଯ୍ୟାରେ ନରେନ୍ଦ୍ର, ସରକାରୀ ସାହାଯ୍ୟକୁ ଅପେକ୍ଷା

ବୌଦ୍ଧ : ଯନ୍ତ୍ରଣାରେ ଛଟପଟ ହେଉଛି ପୁଅ । ଯେଉଁ ବୟସରେ ବାପା ମା’ଙ୍କ ସେବା କରିବା କଥା ସେହି ବୟସରେ ପକ୍ଷାଘାତ ରୋଗର ଶିକାର ହୋଇ ବିଛଣାରେ ଶୋଇ ରହିଛି ପୁଅ । ବିଭିନ୍ନ ଆଡ଼ୁ ଚିକିତ୍ସା କରିଥିଲେ ମଧ୍ୟ ରୋଗ ଭଲ ହେଉନାହିଁ l ପରିବାରର ଏକମାତ୍ର ପୁଅ ଏବେ ଖଟରେ ଶଯ୍ୟlଶାୟୀ l ବୌଦ୍ଧ…

ବୌଦ୍ଧ ଓ କନ୍ଧମାଳ ହେବ ମାଓ ମୁକ୍ତ, ଆରମ୍ଭ ହେବ ମାଓ ନିପାତ ଅପରେସନ

କନ୍ଧମାଳ : ବୌଦ୍ଧ ଓ କନ୍ଧମାଳ ହେବ ମାଓ ମୁକ୍ତ। କନ୍ଧମାଳରୁ ଆରମ୍ଭ ହେବ ମାଓ ନିପାତ ଅପରେସନ। ଦୁଇଦିନିଆ ବୌଦ୍ଧ- କନ୍ଧମାଳ ଗସ୍ତରେ ଯାଇ ମାଓ ଅପରେସନ ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ । ଦେଶରୁ ନକ୍ସଲବାଦ ଶେଷ ପାଇଁ ୨୦୨୬ ମାର୍ଚ୍ଚ ଡେଡଲାଇନ ଧାର୍ଯ୍ୟ କରିଛନ୍ତି…

ଗାଁକୁ ଯାଇ ପାରିଲାନି ମହାପ୍ରୟାଣ ଗାଡ଼ି, ବାଇକରେ ବୁହା ହେଲା ମରଶରୀର

ବୌଦ୍ଧ : ସରୁନି ଦୁଃଖ । କେବେ ଅନ୍ତ ହେବ ଗାଁର ଦୁର୍ଦ୍ଦଶା । ୬କିଲୋମିଟର ବାଟ ବାଇକରେ ବୁହା ହେଲା ମରଶରୀର । ରାସ୍ତାର ଦୁର୍ଦ୍ଦଶା ପାଇଁ ଗାଁ କୁ ଯାଇ ପାରିଲାନି ମହାପ୍ରୟାଣ ଗାଡ଼ି । ଏଭଳି ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା ଆଡେଣିଗଡ଼ ପଞ୍ଚାୟତର କାଚପାଜୁ ଗାଁରେ ଦେଖିବା ପାଇଁ ମିଳିଛି ।…

ବନ୍ଧାହେଲେ କୋଟିପତି MVI ବାବୁ,ଗିରଫ କଲା ଭିଜିଲାନସ

ବୌଦ୍ଧ : ବନ୍ଧାହେଲେ କୋଟିପତି MVI ବାବୁ ।  ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଁସଦାଙ୍କୁ ଗିରଫ କଲା ଭିଜିଲାନସ ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।  ଗୋଲାପ ଚନ୍ଦ୍ର ହାଁସଦାଙ୍କ ବହୁତଳ କୋଠା ସମେତ ୪୪ ଦାମୀ ଦାମୀ ପ୍ଲଟ ଠାବ ହୋଇଥିଲା । ବାରିପଦା…

ଭାରତର ରେଳ ମାନଚିତ୍ରରେ ସାମିଲ ହେବ ବୌଦ୍ଧ, ଆଜି ନୂତନ ରେଳ ଲାଇନର ଉଦଘାଟନ କରିବେ ପ୍ରଧାମନ୍ତ୍ରୀ ମୋଦି

 ବୌଦ୍ଧ : ଆଜି ବୌଦ୍ଧ ଦେଖିବ ରେଳ ଗାଡ଼ି । ଭାରରତ ରେଳ ମାନଚିତ୍ରରେ ସାମିଲ ହେବ ବୌଦ୍ଧ ।  ଜିଲ୍ଲାରେ ପ୍ରବଳ ଉତ୍ସାହ ।  ବୌଦ୍ଧ ଜିଲ୍ଲାରେ ୧୩୭୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ସୋନପୁର-ପୁରୁଣାକଟକ ୭୩ କିଲୋମିଟର ଲମ୍ବାର ନୂତନ ରେଳ ଲାଇନର ଉଦଘାଟନ କରିବେ ପ୍ରଧାମନ୍ତ୍ରୀ ମୋଦି । …

ବୌଦ୍ଧ ଦେଖିବ ରେଳ ଆଲୁଅ, ଆଜି ରେଳ ସେବା ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ବୌଦ୍ଧ: ଆଜି ବୌଦ୍ଧ ଦେଖିବ ରେଳ ଗାଡ଼ି । ଭାରରତ ରେଳ ମାନଚିତ୍ରରେ ସାମିଲ ହେବ ବୌଦ୍ଧ । ଜିଲ୍ଲାରେ ପ୍ରବଳ ଉତ୍ସାହ । ବୌଦ୍ଧ ଜିଲ୍ଲାରେ ୧୩୭୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ସୋନପୁର-ପୁରୁଣାକଟକ ୭୩ କିଲୋମିଟର ଲମ୍ବାର ନୂତନ ରେଳ ଲାଇନର ଉଦଘାଟନ କରିବେ ପ୍ରଧାମନ୍ତ୍ରୀ ମୋଦି ।…

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ , ପୋଲିସ୍ ତଦନ୍ତ ଜାରି 

ବୌଦ୍ଧ : ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ ହୋଇଛି । ବୌଦ୍ଧ ପାଢ଼ିସାହିରେ ଘର କାମ କରୁଥିବା ସମୟରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏଭଳି ଅଘଟଣ ଘଟିଛି । ସୂଚନା ଅନୁସାରେ  ମୃତ ଯୁବକ ହେଲେ ଓମ୍ ନାୟକ(୧୮) । ବଲାଙ୍ଗିର ଜିଲ୍ଲାର ବହିରା ସର୍ ଗାଁର ବୌଦ୍ଧରେ ରହି କାମ…

ବୌଦ୍ଧରୁ ୫୦ ଲକ୍ଷ ଟଙ୍କାର ହାତୀ ଦାନ୍ତ ଜବତ,ଚୋରା ଚାଲାଣକାରୀକୁ ମାଡ଼ି ବସିଲା ଏସଟିଏଫ

ବୌଦ୍ଧ: ବୌଦ୍ଧରୁ ୫୦ ଲକ୍ଷ ଟଙ୍କାର ହାତୀ ଦାନ୍ତ ଜବତ ।  ହାତୀ ଦାନ୍ତ ଚୋରା ଚାଲାଣକାରୀକୁ ମାଡ଼ି ବସିଲା ଏସଟିଏଫ।  ବୌଦ୍ଧ ଜିଲ୍ଲା ତେଲିବନ୍ଧ ଛକ ନିକଟରେ ପ୍ରମୋଦ ପରିଡ଼ାକୁ ଧରିଲା STF ।  ପ୍ରମୋଦ ଠାରୁ ଦୁଇଟି ହାତୀ ଦାନ୍ତ ଜବତ କରାଯାଇଛି ।   ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ।  ଜବତ…

ପୋଲ ଉପରେ ଚାଲିଲା ୪ ଫୁଟର ପାଣି, ବିଚ୍ଛିନ୍ନ ହେଲା ବୌଦ୍ଧ-ବଲାଙ୍ଗୀର ଯୋଗାଯୋଗ

କଣ୍ଟାମାଳ : ବୌଦ୍ଧ ଜିଲ୍ଲାରେ ଏକ ପୋଲ ଉପରେ ୪ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିବାରୁ ବୌଦ୍ଧ ଏବଂ ବଲାଙ୍ଗୀର ଜିଲ୍ଲା ମଧ୍ୟରେ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଖବର ଅନୁସାରେ, ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ାକୁ ରେକଡୋଲ ଦେଇ ବଲାଙ୍ଗୀର ଜିଲ୍ଲା ସହିତ…

ବୌଦ୍ଧ ଆଢ଼େଣୀଗଡ଼ ଟି-୪ ଟନେଲ ଭୁଶୁଡିବୌଦ୍ଧ ଆଢ଼େଣୀଗଡ଼ ଟି-୪ ଟନେଲ ଭୁଶୁଡିବା ଘଟଣା: ପ୍ରକଳ୍ପର ସାମଗ୍ରିକ ଅଗ୍ରଗତିକୁ…

ଗତକାଲି ଖେର୍ଦ୍ଧା -ବଲାଙ୍ଗିର ରେଳ ଲାଇନର ନିର୍ମାଣାଧୀନ ବୌଦ୍ଧ ଆଢେଣୀଗଡ଼ ଟନେଲ ଭୁଶୁଡିପଡିଥିଲା। ଟନେଲରେ ପ୍ରାୟ ୩୦ ମିଟର ଗୋଲେଇର ଏକ ଗର୍ତ୍ତ ସୃଷ୍ଟି ହୋଇଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବା ରେଳବାଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। କାର୍ଯ୍ୟରତ ଶ୍ରମିକ ବା ଯନ୍ତ୍ରପାତି ଉପରେ…

ନିମ୍ନ ମାନର କାମ ଯୋଗୁଁ ଭୁଷୁଡି ପଡ଼ିଲା ଓଡ଼ିଶାର ସର୍ବ ବୃହତ୍ତମ ରେଳ ଟନେଲ

ବୌଦ୍ଧ ହରଭଙ୍ଗା :  ନିମ୍ନ ମାନର କାମ ଯୋଗୁଁ ଭୁଷୁଡି ପଡ଼ିଲା ୫ କିମି ଦୂରତା ବିଶିଷ୍ଟ ଓଡ଼ିଶାର ସର୍ବ ବୃହତ୍ତମ ରେଳ ଟନେଲ, ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ର ବୌଦ୍ଧ ଜିଲ୍ଲା ଆଡ଼େଣିଗଡ଼ ନିର୍ମାଣ ଧିନ ରେଳ ଟନେଲ ଭୁଷୁଡି ପଡିଛି, ୩୦ ମିଟର ଗୋଲେଇର ଏକ ଗର୍ତ୍ତ ସୃଷ୍ଟି ହୋଇଛି ।…