ଭୁଲ ଇଞ୍ଜେକ୍ସନ ନେଲା ଯୁବକଙ୍କ ଜୀବନ, ପରିବାର ଲୋକେ କରିଛନ୍ତି ଅଭିଯୋଗ
ବୌଦ୍ଧ: ଭୁଲ ଇଞ୍ଜେକ୍ସନ ଯୁବକଙ୍କ ଜୀବନ ନେଇଥିବା ଅଭିଯୋଗ । ଏଭଳି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ପୁରୁଣାକଟକ ମେଡିକାଲରେ । ପୁରୁଣାକଟକ ମେଡିକାଲ ସାହିର ସୁବ୍ରତ ନାଏକ ବୟସ ୨୩ ବର୍ଷ ଦେହ ଅସୁସ୍ଥ ଯୋଗୁଁ ଚିକିତ୍ସା ପାଇଁ ପୁରୁଣାକଟକ ମେଡିକାଲକୁ ସକାଳୁ ପରିବାର ଲୋକଙ୍କ ସହ ଯାଇଥିଲେ ।…