ବାରରେ ବାଉନ୍ସରଙ୍କ ପାଇଁ ବଢୁଛି ଆକ୍ରମଣ, ଏଣିକି ଜଏଣ୍ଟ ରେଡ କରିବେ ଏକ୍ସାଇଜ ଓ ପୋଲିସ ଟିମ୍
ଭୁବନେଶ୍ୱର : ବାରରେ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ ଘଟଣା । ବାରରେ ବାଉନ୍ସରଙ୍କ ପାଇଁ ବଢୁଛି ଆକ୍ରମଣ । ଏଣିକି ଜଏଣ୍ଟ ରେଡ କରିବେ ଏକ୍ସାଇଜ ଓ ପୋଲିସ ଟିମ୍ । ବାଉନ୍ସର୍ ବଦଳରେ ରହିବେ ସ୍ବୀକୃତିପ୍ରାପ୍ତ ସିକ୍ୟୁରିଟି ଗାର୍ଡ । ପୂର୍ବରୁ ଲାଗୁ ପାଇଁ ପୋଲିସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି…