Browsing Tag

box office

ରିଲିଜ୍‌ ହେଲା ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’, ଜାଣନ୍ତୁ ପ୍ରଥମ ଦିନରେ କଲା କେତେ କଲେକ୍ସନ୍‌

ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ଏପ୍ରିଲ୍ ୧୧ରେ ଅର୍ଥାତ ଗୁରୁବାର ଦିନ ସିନେମା ହଲ୍‌ରେ ମୁକ୍ତିଲାଭ କରିଛି । ଏହି ଫିଲ୍ମଟି ବକ୍ସ ଅଫିସରେ ଅଜୟ ଦେବଗନଙ୍କ ଫିଲ୍ମ 'ମଇଦାନ' ସହିତ କମ୍ପିଟିସନ୍‌ କରିଛି । ଇଦ୍ ପର୍ବରେ ମୁକ୍ତିଲାଭ କରିଥିବା ଉଭୟ ଫିଲ୍ମ ବକ୍ସ ଅଫିସରେ ଭଲ ଆରମ୍ଭ କରିବ ବୋଲି…

ରିଲିଜ୍‌ ହେଲା ତବୁ, କରୀନା କପୁର, କ୍ରିତି ସାନନଙ୍କ ଫିଲ୍ମ ‘କ୍ରୁ’, ଜାଣନ୍ତୁ ପ୍ରଥମ ଦିନରେ କଲା କେତେ କଲେକ୍ସନ୍‌

ତବୁ, କରୀନା କପୁର, କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘କ୍ରୁ’ ଶୁକ୍ରବାର ଅର୍ଥାତ୍ ମାର୍ଚ୍ଚ ୨୯ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିଛି । ବର୍ତ୍ତମାନ ଫିଲ୍ମକୁ ନେଇ ଦର୍ଶକଙ୍କର ଭଲ ରିଭ୍ୟୁ ମିଳିଛି । ତେବେ ଲୋକମାନେ ଫିଲ୍ମ ‘କ୍ରୁ’ କୁ ଏକ ଫୁଲ୍‌ ଏଣ୍ଟଟେନିଙ୍ଗ ଫିଲ୍ମ ବୋଲି କହୁଛନ୍ତି ।…

ସାମ୍ନାକୁ ଆସିଲା ଫିଲ୍ମ ‘ସ୍ୱତନ୍ତ୍ର ବୀର ସାବରକର’ ର ଦ୍ୱିତୀୟ ଦିନରେ ରୋଜଗାର, ଜାଣନ୍ତୁ କେତେ କୋଟି ଟଙ୍କା କଲା…

ରଣଦୀପ ହୁଡ୍ଡା ଏବଂ ଅଙ୍କିତା ଲୋଖଣ୍ଡେଙ୍କ ଫିଲ୍ମ ‘ସ୍ୱତନ୍ତ୍ର ବୀର ସାବରକର’ ବକ୍ସ ଅଫିସରେ ପ୍ରଥମ ଦିନରେ ଆଶା କରାଯାଉଥିବା ଠାରୁ କମ୍ କଲେକ୍ସନ୍‌ କରିଥିଲେ । ଲୋକମାନେ ଫିଲ୍ମ ‘ସ୍ୱତନ୍ତ୍ର ବୀର ସାବରକର’ ର ଷ୍ଟୋରି ଏବଂ ଷ୍ଟାର କାଷ୍ଟକୁ ବହୁତ ପସନ୍ଦ କରୁଛନ୍ତି । ଏହି ଫିଲ୍ମ ଦେଖିବାକୁ…

ରିଲିଜ୍‌ ହେଲେ ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ‘ଯୋଦ୍ଧା’, ଜାଣନ୍ତୁ ଫାଷ୍ଟ ଡେ ରେ କଲା କେତେ କଲେକ୍ସନ୍‌

ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ୍ ଥ୍ରୀଲର ଫିଲ୍ମ ’ଯୋଦ୍ଧା’ ମାର୍ଚ୍ଚ ୧୫ ରେ ସିନେମା ହଲ୍‌ରେ ରିଲିଜ୍‌ ହୋଇଛି । ତେବେ ସୋସିଆଲ ମିଡିଆରେ ଫିଲ୍ମ ‘ଯୋଦ୍ଧା’ ହଇଚଇ ସୃଷ୍ଟି କରିଛି । ଏହା ସହ ଫିଲ୍ମ ପ୍ରଥମ ଦିନରେ ବକ୍ସ ଅଫିସରେ ବହୁତ ଭଲ ରୋଜଗାର କରିଛି ।…

ସାଉଥ୍‌ ଷ୍ଟାର ତେଜା ସାଜାଙ୍କ ଫିଲ୍ମ ‘ହନୁମାନ’ ୨୨ ଦିନରେ କଲା ଦମ୍‌ଦାର କଲେକ୍ସନ୍‌

ତେଜା ସାଜାଙ୍କ ଫିଲ୍ମ ‘ହନୁମାନ’କୁ ଦର୍ଶକ ବହୁତ ଭଲ ପାଇବା ଦେଇଛନ୍ତି । ଏହି ଫିଲ୍ମ ସିନେମା ହଲ୍‌ରେ ମହେଶ ବାବୁଙ୍କ ‘ଗୁଣ୍ଟୁର କାରମ’ ସହିତ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମଟି ବକ୍ସ ଅଫିସରେ ବହୁତ ଭଲ କଲେକ୍ସନ୍‌ କରିଛି, ଏହା ସହ ସେହି ସମୟରେ ରିଲିଜ୍‌ ହୋଇଥିବା ଅନେକ ଫିଲ୍ମକୁ ପଛରେ…

କ୍ୟାଟ୍ରିନାଙ୍କ ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’ର ଫାଷ୍ଟ ଡେ ଇନ୍‌କମ୍‌, ଜାଣନ୍ତୁ କେତେ ହୋଇଛି ରୋଜଗାର

କ୍ୟାଟ୍ରିନା କୈଫ ଏବଂ ବିଜୟ ସେଥୁପତିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’ ଜାନୁଆରୀ ୧୨ରେ ରିଲିଜ୍‌ ହୋଇଛି । ଶ୍ରୀ ରାମ ରାଘବନଙ୍କ ନିର୍ଦ୍ଦେଶିତ ଏହି ସସପେନ୍ସ ଥ୍ରୀଲର ଫିଲ୍ମକୁ ଫ୍ୟାନ୍ସ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ଏହି ଫିଲ୍ମ ମାଧ୍ୟମରେ ବଲିଉଡ ଡିଭା ଏବଂ ତେଲୁଗୁ…

ରିଲିଜ୍‌ ହୋଇଛି ଫିଲ୍ମ ‘ଆନିମଲ’, ଜାଣନ୍ତୁ ଫାଷ୍ଟ ଡେ ରେ କଲା କେତେ ଇନ୍‌କମ୍‌

ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ ଆଜି ସିନେମା ହଲରେ ରିଲିଜ ହୋଇଛି । ଫିଲ୍ମର ଫାଷ୍ଟ ଡେ ଫାଷ୍ଟ ସୋ ଦେଖିବା ପରେ ଦର୍ଶକ ଏହାକୁ ନେଇ ପଜେଟିବ୍‌ ରିଭ୍ୟୁ ସେୟାର କରିଛନ୍ତି । ବିଶେଷ ଭାବେ ଦିଲ୍ଲୀ ଓ ମୁମ୍ବାଇରେ ଫିଲ୍ମ ଦେଖିବା ପାଇଁ ହାଉସ୍ଫୁଲ୍‌ ହୋଇଯାଉଛି । ସବୁ ଠାରୁ ବଡ…

ବକ୍ସ ଅଫିସରେ ଧମାଲ କରୁଛି ‘ଲିଓ’, ୫୦୦ କୋଟି ଟପିଲା କଲେକ୍ସନ

ସାଉଥ ସୁପରଷ୍ଟାର ଥଲାପତି ବିଜୟଙ୍କ ଅଭିନୀତ ଫିଲ୍ମ 'ଲିଓ' ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି । ଏହି ଫିଲ୍ମ ଟି ଆକ୍ସନ ଏବଂ ଥ୍ରୀଲର ଷ୍ଟୋରୀରେ ଭରପୁର ଯାହା ଲୋକଙ୍କ ହୃଦୟ ଜିତିନେଇଛି । ଥଲାପତି ବିଜୟଙ୍କ ଏହି ଫିଲ୍ମ ଏବେ ପର୍ଯ୍ୟନ୍ତ ବକ୍ସ ଅଫିସରେ ରାଜ କରୁଛି । ୱାର୍ଲଡୱାଇଡ ବକ୍ସ ଅଫିସରେ…

ତୃତୀୟ ଦିନରେ ‘ପଠାନ୍’ ଓ ‘ବାହୁବଲୀ’ର ରେକର୍ଡ ଭଙ୍ଗିଲା ‘ଗଦର ୨’

ବଲିଉଡ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ସନି ଦେଓଲଙ୍କ ଫିଲ୍ମ ‘ଗଦର ୨’ ଇଣ୍ଡିଆନ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିଛି । ଏହି ଫିଲ୍ମକୁ ଫ୍ୟାନ୍ସ ପ୍ରଥମ ଦିନରୁ ହିଁ ଭରପୁର ଭଲ ପାଇବା ଦେଇଛନ୍ତି । ‘ଗଦର ୨’ ପ୍ରଥମ ଦିନରେ ହିଁ ୪୦.୧୦ କୋଟି ରୋଜଗାର କରିଛି । ଏହା ସହ ‘ଗଦର ୨’ ୨୦୨୩ ର ମେଗା…

ରିଲିଜ୍ ହେଲା ଫିଲ୍ମ ‘ଗଦର ୨’, ପ୍ରଥମ ଦିନରେ ବକ୍ସ ଅଫିସ୍‌ରେ ସୃଷ୍ଟି କଲା ହଇଚଇ

ବଲିଉଡ ସୁପରଷ୍ଟାର ସନି ଦେଓଲ ଓ ଅମିଷା ପଟେଲଙ୍କ ଅଭିନୀତ ଫିଲ୍ମ ‘ଗଦର ୨’ ରିଲିଜ ହେବାକୁ ନେଇ ବହୁତ ସମୟରୁ ଚର୍ଚ୍ଚା ଚାଲିଥିଲା । ତେବେ ଫିଲ୍ମର ରିଲିଜ୍ କୁ ନେଇ ଫ୍ୟାନ୍ସଙ୍କ ଅପେକ୍ଷା ଶେଷ ହୋଇଛି । ଶୁକ୍ରବାର ଅର୍ଥାତ୍ ଅଗଷ୍ଟ ୧୧ ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିସାରିଛି ‘ଗଦର ୨’ ।…

ବକ୍ସ ଅଫିସରେ ରିଲିଜ ହେଲା ରବି ତେଜାଙ୍କ ସିନେମା ରାବଣାସୁର, ପ୍ରଥମ ଦିନରେ ୯ କୋଟିର ବ୍ୟବସାୟ

କେନ୍ୟୁଜ୍‌(ବ୍ୟୁରୋ) : ବକ୍ସ ଅଫିସରେ ରିଲିଜ ହୋଇଛି ରବି ତେଜା ଅଭିନୀତ ଫିଲ୍ମ ରାବଣାସୁର । ପ୍ରଥମ ଦିନରେ ହିଁ ଏହି ସିନେମା ୯ କୋଟିର ବ୍ୟବସାୟ କରିଛି । ଏହି ଫିଲ୍ମରେ କ୍ରାଇମ ସହ ଥ୍ରିଲର ରହିଛି । ଏହାସହ ଏଥିରେ ଅନେକ ଭାଓଲେଣ୍ଟ କଣ୍ଟେଣ୍ଟ ରହିଥିବାରୁ ଏହାକୁ ଏ – ସାର୍ଟିଫିକେଟ ମିଳିଛି ।…

ଦୃଶ୍ୟମ 2 ପରେ ବକ୍ସ ଅଫିସରେ ଭୋଲାର ରାଜ୍‌, ପ୍ରଥମ ଦିନରେ ୧୧ କୋଟିର ବିଜନେସ

କେନ୍ୟୁଜ୍‌(ବ୍ୟୁରୋ): ଅଜୟ ଦେବଗନ୍‌ ଅଭିନୀତ ଭୋଲା ଗୁରୁବାର ହଲରେ ରିଲିଜ ହୋଇଛି । ପ୍ରଥମ ଦିନରୁ ଭୋଲା ବକ୍ସ ଅଫିସରେ ଭଲ ବିଜନେସ କରିଛି । ଏହି ସିନେମା ପ୍ରଥମ ଦିନରେ ୨ ଅଙ୍କ କୋଟି ଛୁଇଁଛି । ଏହା ପୂର୍ବରୁ ରିଲିଜ ହୋଇଥିବା ଅଜୟ ଦେବଗନ୍‌ଙ୍କ ଫିଲ୍ମ ଦୃଶ୍ୟମ୍‌ 2 କୁ ଛୁଇଁ ପାରି ନଥିଲେ ବି…