ଏହି ନାମର ପୁଅ ହୋଇଥାନ୍ତି ବହୁତ ଆକର୍ଷକ, ଏମାନଙ୍କ ସ୍ୱଭାବ ପାଇଁ ଝିଅ ଖୁବ ଶୀଘ୍ର ହୋଇ ଯାଆନ୍ତି ପ୍ରଭାବିତ
ଅଙ୍କ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷର ସମ୍ପର୍କ ତାଙ୍କର ସ୍ୱଭାବ ସହ ଜଡିତ ଥାଏ । ପ୍ରତି ଝିଅ ଚାହାଁନ୍ତି ଯେ ତାଙ୍କ ପାର୍ଟନର ତାଙ୍କର ଯତ୍ନ ଭଲ ଭାବେ ନିଅନ୍ତୁ ଓ ତାଙ୍କୁ ଭରପୁର ପ୍ରେମ ଦିଅନ୍ତୁ । ଯେଉଁ ପୁଅଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହେଇଥାଏ ସେମାନେ…