ସୁଟକେଶରେ ପ୍ରେମିକାକୁ ପୁରାଇ ବଏଜ ହଷ୍ଟେଲରେ ଏଣ୍ଟ୍ରି, ଧରାପଡ଼ି ହଟହଟା ହେଲେ ଯୁବକ
ପ୍ରେମ କଣ ନକରାଏ । ଆପଣମାନେ ସାଧାରଣତଃ ସୁଟକେଶରେ ଲୁଗାପଟା ନେବା ଆଣିବାରେ ବ୍ୟବହାର କରୁଥିବେ । କିନ୍ତୁ ଜଣେ ପ୍ରେମିକ ନିଜ ପ୍ରେମିକାକୁ ସୁଟକେଶରେ ପୁରାଇ ହଷ୍ଟେଲକୁ ଆଣିବା କଥା ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ । ସୁଟକେଶରେ ପ୍ରେମିକାକୁ ପୁରାଇ ବଏଜ ହଷ୍ଟେଲରେ ଏଣ୍ଟ୍ରି । ସୋସିଆଲ…