Browsing Tag

boy rescue

୨୪ ଘଣ୍ଟା ଭିତରେ ନିଖୋଜ ଛୁଆକୁ ଉଦ୍ଧାର କଲା ପୋଲିସ, ଆତ୍ମାହୁତି ଦେବାର ଧମକ ଦେଇଥିଲେ ମା’

ଭୁବନେଶ୍ୱର :  ରାଜଧାନୀର କ୍ୟାପିଟାଲ ହସପିଟାଲ ପଛ ପଟୁ ହେଲା ଉଦ୍ଧାର ହେଲା ଛୁଆ । ବିଏମସି ଆଶ୍ରୟ ସ୍ଥଳରେ ଥିବା ବେଳେ ଉଦ୍ଧାର କଲା ପୋଲିସ । ଚନ୍ଦ୍ରଶେଖର ପୁର ଥାନା ପୋଲିସ ଓ ଛୁଆର ବାପା-ମା' ସହ ମିଶି ଉଦ୍ଧାର କରି ଛୁଆଟିକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଛୁଆଟିର…

ଲଗାଣ ବର୍ଷାରେ ବୁଡ଼ିଲା ପୋଲ, ଭାସିଗଲା ବାଇକ୍, ଅଳ୍ପକେ ବର୍ତ୍ତୀଲେ ବାଇକ୍ ଆରୋହୀ

ଝାରସୁଗୁଡା: ପ୍ରବଳ ବର୍ଷାରେ ବେହାଲ ଝାରସୁଗୁଡା । ବୁଡିଲା ପୋଲ, ଭାସିଲା ବାଇକ୍ । ପ୍ରବଳ ବର୍ଷା ପରେ ପୋଲ ଉପର ଦେଇ ପ୍ରବାହିତ ହେଉଛି ବର୍ଷା ପାଣି । ଯାହାଫଳରେ ନାହଁ ନଥିବା ସମସ୍ୟା ଭୋଗୁଛନ୍ତି ସାଧାରଣ ଲୋକେ । ଏଭଳି ସ୍ଥିତିରେ ସାମ୍ନାକୁ ଆସିଛି ଏମିତି ଏକ ଭିଡିଓ । ଯାହାକୁ ଦେଖି ଆପଣ…

ମିଳିଲା ନିଖୋଜ ପୁଅ, କିନ୍ତୁ ପୁଅର ରୂପ ଦେଖି ଆଶ୍ଚର୍ଯ୍ୟ ହେଲେ ବାପା ମା’

କାନ୍ଦି ତଳେ ଗଡ଼ିଯାଉଛି ବାପା । ପୁଅକୁ ଘରକୁ ନେବା ପାଇଁ ବାପା ମା’ଅଡ଼ି ବସିଛନ୍ତି । ନିଖୋଜ ହେବାର ୩ ଦିନ ପରେ ପୁଅ ମିଳିଲା ସତ । କିନ୍ତୁ ପୁଅର ରୂପ ଦେଖି ବାପା ମା’ଙ୍କ ପାଦ ତଳୁ ଯେମିତି ମାଟି ଖସିଗଲା । ଗୋଟିଏ ବୋଲି ପୁଅ । କେତେ ଗେଲ ବସରରେ ବଡ଼ କରିଥିଲେ । କିନ୍ତୁ ପୁଅ ଏବେ ଝିଅ ଭଳି…

ମାଳଦ୍ବୀପରେ ଫସିଛନ୍ତି ୪୦ରୁ ଅଧିକ ଓଡ଼ିଆ ଯୁବକ, ଉଦ୍ଧାର ପାଇଁ ଭିଡିଓ ବାର୍ତ୍ତା ମାଧ୍ୟମରେ ଅନୁରୋଧ

ମାଳଦ୍ବୀପରେ ଫସିଛନ୍ତି ୪୦ରୁ ଅଧିକ ଓଡ଼ିଆ ଯୁବକ ।  ଉଦ୍ଧାର ପାଇଁ ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟସରକାରଙ୍କୁ ଅନୁରୋଧ ।  କାମ କଲା ପରେ ଟଙ୍କା ଦେଉନାହିଁ କମ୍ପାନୀ ।  ଟଙ୍କା ମାଗିଲେ ବିଜୁଳି କାଟି ଦେଉଛନ୍ତି ।  ଗଞ୍ଜାମ ଜିଲ୍ଲା ଖଲିକୋଟର ୧୫ ଯୁବକଙ୍କ ସମେତ ଓଡ଼ିଶାର ୪୦ଜଣ ଯୁବକ…

ଚନ୍ଦକା ଜଙ୍ଗଲରୁ କଥା କହି ପାରୁ ନଥିବା ଜଣେ ନାବାଳକ ଉଦ୍ଧାର

ଭୁବନେଶ୍ୱର (କେନ୍ୟୁଜ୍‌) : ବାର ତେର ବର୍ଷର ପିଲାଟିଏ । କଥା କହି ପାରୁନି । ବୋଧହୁଏ ତାର ମାନସିକ ସ୍ଥିତି ଠିକ୍‌ ନାହିଁ । ଏମିତି ଅବସ୍ଥାରେ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଜଙ୍ଗଲ ଗୋଡ଼ିବାରି ନିକଟରେ ପିଲାଟି ବୁଲୁଥିବା ବେଳେ ତାକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ପିଲାଟି ଆଦୌ କଥା…