Browsing Tag

boyfriend

ବନ୍ଧୁକ ଦେଖାଇ ଅଧାବାଟରୁ ନବବଧୂକୁ ଅପହରଣ ଘଟଣା, ୪୮ ଘଣ୍ଟା ପରେ ଧରାପଡିଲେ ପ୍ରେମିକ ଓ ପ୍ରେମିକା

ସୁବର୍ଣ୍ଣପୁର: ଧରାପଡିଲା ଅପହରଣକାରୀ ପ୍ରେମିକ । ନବବଧୂକୁ ବନ୍ଧୁକ ମୁନରେ ଉଠାଇନେଇଥିବା ପ୍ରେମିକ ସଞ୍ଜୟ ସାହୁ ଗିରଫ । ପ୍ରେମିକା ରଶ୍ମି ସହ ସଞ୍ଜକୁ ସମ୍ବଲପୁର ବୁଢାରାଜା ସ୍ଥିତ ପ୍ରଫେସର କଲୋନୀରୁ ଗିରଫ କଲା ସମ୍ବଳପୁର ପୋଲିସ । ସମ୍ବଲପୁର ପୋଲିସ ଓ ସୁବର୍ଣ୍ଣପୁର ପୋଲିସ ମିଳିତ ଚଢାଉ…

ପ୍ରେମିକକୁ ଅପହରଣ କଲା ପ୍ରେମିକା, ଅଭିଯୁକ୍ତଙ୍କ ଠାରୁ ୨ ଟି କାର ଓ ୪ଟି ମୋବାଇଲ ଜବତ

ଭୁବନେଶ୍ୱର : ପ୍ରେମିକକୁ ଅପହରଣ ଷଡ଼ଯନ୍ତ୍ର ରଚିଲା ପ୍ରେମିକା ।  ୧୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ରଖି ଭଉଣୀ ଦେଉଥିଲା ଧମକ । ରାଜଧାନୀରୁ ଆସିଲା ହେଟ୍ ଲଭ ଷ୍ଟୋରି ଘଟଣା ।  ପ୍ରେମିକାର ଚରିତ୍ରକୁ ପ୍ରେମିକ ସନ୍ଦେହ କରିବାରୁ ପ୍ରେମିକା ଅପରାଧୀଙ୍କୁ ଲଗେଇ କଲା ଆପହରଣ ।  ପ୍ରେମିକା ସମେତ ୫…

ନିଜ ପାଞ୍ଚ ପାଞ୍ଚଟା ଛୁଆଙ୍କୁ ଛାଡି ପରପୁରୁଷ ସହିତ ଫେରାର୍ ମାଆ

ଆନନ୍ଦପୁର: କି କଳି ଯୁଗ ଆସିଲା । ଏଠି ନିଜ ପାଞ୍ଚ ପାଞ୍ଚଟା ଛୁଆଙ୍କୁ ଛାଡି ପରପୁରୁଷ ସହିତ ଫେରାର୍ ମାଆ । ଆଉ ମାଆ ଯିବା ଦୁଃଖରେ ଝୁରି ଝୁରି ବାପା ଆରପାରିରେ । ଏବେ ଅସହାୟ ଅବସ୍ଥାରେ ୫ ଶିଶୁ ନିଜ ଭାଗ୍ୟକୁ ଆଦରି ଅନ୍ୟର ସାହାରାରେ ବଞ୍ଚିରହିଛନ୍ତି । ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି…

ଘରକୁ ଲୁଚି ଛପି ଆସିଥିଲା ପ୍ରେମିକ, ହେଲେ ହଠାତ୍ ପହଁଚିଗଲେ ଯୁବତୀଙ୍କ ପରିବାର ଲୋକେ 

ଘରେ ନଥିଲେ କେହି । ଯାହାର ସୁଯୋଗ ପାଇ ନିଜ ପ୍ରେମିକକୁ ଘରକୁ ଡାକିଥିଲେ ଯୁବତୀ । ହେଲେ ଏତିକି ବେଳକୁ ହଠାତ୍ ଘରେ ଆସି ପହଁଚିଗଲେ ଯୁବତୀଙ୍କ ପରିବାର ଲୋକେ । ଆଉ ତାପରେ ଯାହା ଘଟଣା ଘଟିଲା ତାହା ନକହିବା ଭଲ ।  ଟ୍ରଙ୍କ୍ ବାକ୍ସ ଭିତରୁ ବାହାରିଲା ଯୁବତୀଙ୍କ ପ୍ରେମିକ । ନିଜ ପ୍ରେମିକା ସହ…

ପ୍ରେମିକାଙ୍କୁ ପୋଡ଼ି ମାରିବା ଅଭିଯୋଗ, ପୁରୁଷବନ୍ଧୁଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ

ରାଉରକେଲା : ପ୍ରେମିକାଙ୍କୁ ପୋଡ଼ି ମାରିଥିବା ଅଭିଯୋଗ । ପୁରୁଷବନ୍ଧୁ ! ଅଜୟ କୁମାରଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ରାଉରକେଲାରେ ଷ୍ଟେସନ୍ ରୋଡ ସ୍ଥିତ ଏକ ହୋଟେଲରେ ପୋଡ଼ି ହୋଇ IGH ରେ ଚିକିତ୍ସିତ ଥିବା ଯୁବତୀଙ୍କ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି । ମୃତ ଯୁବତୀ…

ରାୟଗଡ଼ାରେ ଚାଞ୍ଚଲ୍ୟ: ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପ୍ରେମିକାର ବାପା

ରାୟଗଡା: ପ୍ରେମୀଯୁଗଳଙ୍କୁ ହତ୍ୟା ଉଦ୍ୟମ । ପ୍ରେମିକ ମୃତ ପ୍ରେମିକା ଗୁରୁତର । ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁରଥାନା ଅନ୍ତର୍ଗତ ଅଡାଯୋର ଗ୍ରାମ ନିକଟରେ । କାଶୀପୁର ବ୍ଳକ୍ ଅନ୍ତର୍ଗତ ଆଡାଯୋର୍ ପଞ୍ଚାୟତ ଅନ୍ତର୍ଗତ ଅଡାଟାକିରି ଗ୍ରାମର ମଙ୍ଗଲସିଂ ମାଝୀ ଅଡାଯୋର୍ ଗ୍ରାମର ଜନୈକ…

ପ୍ରେମିକାକୁ ହତ୍ୟା କରି ଥାନାରେ ଆତ୍ମ ସମର୍ପଣ କଲେ ପ୍ରେମିକ, ପୋଲିସର ତନାଘନା

ରାୟଗଡା : କୁହନ୍ତି ପ୍ରେମ ଅନ୍ଧ । କିନ୍ତୁ ଏହି ପ୍ରେମ ବେଳେବେଳେ ଏମିତି ରୂପ ନେଇଥାଏ ଯାହା ବିଷୟରେ ଆମେ ବର୍ଣ୍ଣନା କରିପାରିବୁନୁ । କେତେ ଭୟଙ୍କର ହୋଇଥାଏ ଏହି ପ୍ରେମର କରୁଣ ପରିଣତି । ନିକଟରେ ଏହି ପ୍ରେମକୁ ନେଇ ଏଭଳି ଏକ ଘଟଣା ଘଟିଛି ଯାହା ବିଷୟରେ ଆପଣ ଜାଣିଲେ ହତ୍‌ବାକ୍‌ ହୋଇ…

ଆପଣଙ୍କ ପାର୍ଟନରଙ୍କ ମଧ୍ୟରେ ଦେଖିବା ପାଇଁ ମିଳୁଛି କି ଏହି ଅଭ୍ୟାସ ? ଜାଣନ୍ତୁ କ’ଣ କରିବେ

ଯେକୌଣସି ସମ୍ପର୍କ ହେଉ ନା କାହିଁକି ସେଥିରେ ଭରସା, ବିଶ୍ୱାସ ଓ ଭଲ ପାଇବା ରହିବା ବହୁତ ଜରୁରୀ ହୋଇଥାଏ । ହେଲେ ବର୍ତ୍ତମାନ ସମୟରେ ଲୋକମାନଙ୍କ ସମ୍ପର୍କ ଏଥିପାଇଁ ଭାଙ୍ଗି ଯାଉଛି, କାରଣ ସେଥିରେ ବିଶ୍ୱାସ ଓ ଭଲ ପାଇବା ରହୁ ନାହିଁ । ଏଭଳି ପରିସ୍ଥିତିରେ କିଛି ଲୋକ ନିଜ ରିଲେସନ୍‌ସିପ୍‌ରେ…

ଯୁବକଙ୍କୁ ପ୍ରେମ କରିବା ପଡିଲା ମହଙ୍ଗା, ପ୍ରେମିକା ଘରେ ପ୍ରେମିକର ଗୁପ୍ତାଙ୍ଗ କାଟିଦେଲେ ପରିବାର ଲୋକେ

ନୂଆଦିଲ୍ଲୀ : ବିହାରର ମୁଜାଫରପୁରରୁ ଏକ ଯନ୍ତ୍ରଣାଦାୟକ ମାମଲା ସାମ୍ନାକୁ ଆସିଛି। ପ୍ରେମିକାକୁ ପ୍ରେମ କରିବା ପ୍ରେମିକ ପାଇଁ ହେଲା କାଳ । ମୁଜାଫରପୁର ଜିଲ୍ଲାର ନଗର ପୋଲିସ ଷ୍ଟେସନ ଅଞ୍ଚଳର ଜଣେ ଯୁବକ ଉକ୍ତ ଅଞ୍ଚଳର ଗୋଟେ ଝିଅକୁ ଭଲ ପାଉଥିଲେ। ଯୁବକ ଜଣକ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ…

ଗାଲଫ୍ରେଣ୍ଡ ହୁଅ, ମାସକୁ ୨ଲକ୍ଷ ରୁ ଅଧିକ ଟଙ୍କାର ଦରମା ନିଅ.. ଏଭଳି ପୋଷ୍ଟ ଏବେ ହେଉଛି ଖୁବ ଭାଇରାଲ, ଜାଣନ୍ତୁ…

ବିଜ୍ଞାପନର ଅନେକ ଖବର ପ୍ରାୟ ସମୟରେ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ପାଲଟିଯାଏ। ଏମିତିରେ ସୋସିଆଲ ମିଡ଼ିଆରେ ଅନେକ ଖବର ଏବେ ଭାଇରାଲ ହେବାକୁ ଲାଗୁଛି। କାରଣ ଏଥିରେ ଖବର ହିଁ ଥାଏ ଆଶ୍ଚର୍ଯଜନକ। ଏଥିରେ ଯାହା ଡିମାଣ୍ଡ କରାଯାଏ ତାହାକୁ ନେଇ ବେଶ ଚର୍ଚ୍ଚା ଲାଗି ରୁହେ। ଏମିତି ଏକ ମାମଲା…

ଶୁଭଶ୍ରୀ ଆତ୍ମହତ୍ୟା ରହସ୍ୟର ପର୍ଦ୍ଦାଫାସ: ବୟଫ୍ରେଣ୍ଡ ଚିତ୍ତ ରଞ୍ଜନ ଜେନା ଗିରଫ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ଶାସ୍ତ୍ରୀନଗରର ଶୁଭଶ୍ରୀ ଆତ୍ମହତ୍ୟା ରହସ୍ୟର ପର୍ଦ୍ଦାଫାସ । ବୟଫ୍ରେଣ୍ଡ ଚିତ୍ତ ରଞ୍ଜନ ଜେନା ଗିରଫ । ଚିତ୍ତରଞ୍ଜନଙ୍କ ସହ ଝଗଡ଼ାରୁ ଆତ୍ମହତ୍ୟା କରିଥିଲେ ଶୁଭଶ୍ରୀ । ୨୦୧୪ରେ ଶୁଭଶ୍ରୀଙ୍କ ବାହାଘର ହୋଇଥିଲା । ୨୦୧୯ରେ ସେ ଚିତ୍ତରଞ୍ଜନଙ୍କ ସମ୍ପର୍କରେ…

ଗୋଟିଏ ପ୍ରେମିକ ପାଇଁ ୨ ଯୁବତୀଙ୍କ ମଧ୍ୟରେ ବସ୍‌ ଷ୍ଟାଣ୍ଡରେ ଲଢେଇ: ଛାନିଆରେ ବୟଫ୍ରେଣ୍ଡ ଛୁ…

ଆପଣ ଇଣ୍ଟରନେଟରେ ଅନେକ ପ୍ରକାରର ଖବର ବିଷୟରେ ନିଶ୍ଚୟ ଶୁଣିଥିବେ। ଅନେକ ଘଟଣାର ଭିଡିଓ ମଧ୍ୟ ଦେଖୁଥିବେ। ଏପରି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ମହାରାଷ୍ଟ୍ରର ଏକ ବସ ଷ୍ଟପରେ ଏକ ଘଟଣା ଘଟିଛି, ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।…