Browsing Tag

Brahmani bridge

୩ ଦିନ ହେବ ଲାଗି ରହିଛି ବର୍ଷା, ବ୍ରାହ୍ମଣୀ ନାଳ ପୋଲ ଉପରେ ୭ ଫୁଟର ବନ୍ୟା ଜଳ

ବାଂଶପାଳ : ବ୍ରାହ୍ମଣୀ ନାଳ ପୋଲ ଉପରେ ୭ ଫୁଟର ବନ୍ୟା ଜଳ । କେନ୍ଦୁଝର ଜିଲ୍ଲା ଅଁରା - ରାଇଗୋଡାକୁ ଯୋଗାଯୋଗ ବିଚ୍ଛିନ୍ନ । ରାସ୍ତା କଡ଼ରେ ଅଟକି ରହିଛି ଶତାଧିକ ଗାଡ଼ି । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକରେ ୩ ଦିନ ହେବ ଲାଗି ରହିଛି ବର୍ଷା । ଲଘୁଚାପ ଜନିତ ଲଗାଣ ବର୍ଷାରେ ବୈତରଣୀ ନଦୀ,…