ବ୍ରହ୍ମପୁତ୍ରରେ ବୁଡ଼ିଲା ଡଙ୍ଗା, ୨୨ ଜଣଙ୍କୁ ନେଇ ଯାଉଥିବା ଲୋକଙ୍କ ମଧ୍ୟରୁ ୬ ନିଖୋଜ
ଆସାମ : ଆସାମ ବାରପେଟା ଜିଲ୍ଲାରେ ବ୍ରହ୍ମପୁତ୍ର ନଦୀରେ ଏକ ଡଙ୍ଗା ବୁଡ଼ି ଛଅ ଜଣ ନିଖୋଜ ହୋଇଥିବା ଖବର ମିଳିଛି। ୨୨ ଜଣ ଏକ ଡଙ୍ଗାରେ ବ୍ରହ୍ମପୁତ୍ର ନଦୀରେ ଯାଉଥିବା ବେଳେ ବୁଡ଼ିଯାଇଥିଲା । ଏନଡିଆରଏଫ ଓ ଏସଡିଆରଏଫଙ୍କ ସହ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ୱାରା ଅନେକଙ୍କ ଉଦ୍ଧାର କରାଯାଇଥିବା…