୩ ଲୋକସଭା ଓ ୧୭ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା
ଭୁବନେଶ୍ୱର : ଘୋଷଣା ହେଲା କଂଗ୍ରେସର ୩ ଲୋକସଭା ଓ ୧୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା । ସମ୍ବଲପୁର ଲୋକସଭା ଆସନରେ ଦୁଲାଲ ଚନ୍ଦ୍ର ପ୍ରଧାନ, କେନ୍ଦୁଝର- ବିନୋଦ ବିହାରି ନାୟକ ଓ ଆସ୍କା ଲୋକସଭା ଆସନରେ ଦେବକାନ୍ତ ଶର୍ମାଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବେ ଘୋଷଣା କରିଛି ।
ସେହିପରି ୧୭ ବିଧାନସଭା ଆସନରୁ ଦଶପଲ୍ଲା ପାଇଁ ନକୁଳ ନାୟକ, ଝାରସୁଗୁଡା- ଅମିତା ବିଶ୍ୱାଳ , ବଡସାହି-କ୍ଷୀରୋଦ ଚନ୍ଦ୍ର ପାତ୍ର,ସୁକିନ୍ଦା-ବିଭୁ…
Read More...