ମଦ ପିଇ ସ୍କୁଲକୁ ଆସୁଥିଲେ ସାର୍, ଚପଲ ଫୋପାଡିଲେ ପିଲା
ଶିକ୍ଷକଙ୍କୁ ଜୋତା ଚପଲ ଛାଟିଲେ ଛାତ୍ରଛାତ୍ରୀ । ଚପଲ ଦେଖାଇ ଗୋଡାଇ ଗୋଡାଇ ଏକଦମ୍ ଗେଟ ପାର କରାଇଦେଲେ ଛାତ୍ରଛାତ୍ରୀ । ହଁ ଏବେ ସୋସିଆଲ ମିଡିଆରେ ଏମିତି ଏକ ଆଶ୍ଚର୍ଯ୍ୟକର ଦୃଶ୍ୟ ଭାଇରାଲ ହେଉଛି । ଯେଉଁଠି ଜଣେ ସରକାରୀ ସ୍କୁଲର ଶିକ୍ଷକଙ୍କୁ ଛାତ୍ରମାନେ ଗୋଡାଇ ଗୋଡାଇ ଭଗେଇ ଦେଇଛନ୍ତି । ତେବେ ଏ ବିରଳ ଦୃଶ୍ୟ ଦେଖି ଆପଣ ନିହାତି ଭାବୁଥିବେ ଯେ ଶିକ୍ଷକ ଜଣଙ୍କ ଏମିତି କଣ କଲେ ଯେ ଛାତ୍ରମାନଙ୍କ ଠାରୁ ଚପଲ ମାଡ ଖାଇଲେ ।…
Read More...