ସରିଲା ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର, ଆସନ୍ତାକାଲି ପଡିବ ଭୋଟ୍
ଝାରସୁଗୁଡ଼ା (କେନ୍ୟୁଜ୍): ସରିଲା ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର । ଆସନ୍ତାକାଲି ପଡିବ ଭୋଟ୍ । ନିର୍ବାଚନମଣ୍ଡଳୀରେ ଶେଷ ଦମ୍ ଦେଖାଇଛନ୍ତି ପ୍ରାର୍ଥୀଙ୍କ ସହ ହେଭିୱେଟ । ଜନସମର୍ଥନ ପାଇଁ ତିନି ପ୍ରମୁଖ ଦଳ ସବୁ ଦଳ ବଳ ଖଟାଇ ପ୍ରଚାର କରିଛନ୍ତି । ୨୭୯ଟି ବୁଥ୍ରେ ସକାଳ ୭ଟାରୁ…